Daily Archives

May 3, 2023

ଛତିଶଗଡ଼ର ବନ୍ଧ ଓ ବ୍ୟାରେଜ୍ ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ସ୍ଥିତି ଅନୁଧ୍ୟାନ ସହ କଲେ ଭିଡିଓଗ୍ରାଫି । ୧୦…

କନକ ବ୍ୟୁରୋ: ମହାନଦୀର ଉପରମୁଣ୍ଡରେ ଛତିଶଗଡ ଏକାଧିକ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରି, କେତେ ପାଣି ଅଟକାଇ ରଖିଛି, ତାକୁ ବୁଲି ଦେଖୁଛନ୍ତି ଟ୍ରିବ୍ୟୁନାଲ ସଦସ୍ୟ । ଏଥିସହ ଅଟକାଇ ରଖୁଥିବା ପାଣିକୁ କେଉଁ କାର୍ଯ୍ୟରେ ଛତିଶଗଡ ସରକାର ବ୍ୟବହାର କରୁଛନ୍ତି, ଶିଳ୍ପକୁ କେତେ ଦେଉଛନ୍ତି, ଚାଷ…

ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ନରିମିଲା କେନ୍ଦ୍ର। ସମୀକ୍ଷା କମିଟି ଗଠନ ପାଇଁ ଦେଲା ପ୍ରସ୍ତାବ।

କନକ ବ୍ୟୁରୋ: ବହୁ ବିବାଦୀୟ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଶୁଣାଣି ୭ ଦିନରେ ପହଞ୍ଚିଛି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ବୁଧବାର ଏହି ମାମଲାର ଶୁଣାଣି ଚାଲିଛି । ଆଉ ଏତିକି ବେଳେ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆଭିମୂଖ୍ୟ…

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମହାମହିମ । ଆସନ୍ତାକାଲି ଦିନ ୧୦ଟାରେ ପହଁଞ୍ଚିବେ ପାହାଡପୁର ।…

କନକ ବ୍ୟୁରୋ: ଆସନ୍ତାକାଲି ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ରାଇରଙ୍ଗପୁର । ଆଜି କାରକେଡ ରିହର୍ସାଲ କରାଯାଇଛି । ଗସ୍ତ ସୂଚୀ ଅନୁସାରେ କାଲି ଦିନ ୧୦ଟାରେ ନିଜ ଗାଁ ପାହାଡପୁରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ । ସଜେଇ ହେଉଛି ରାଷ୍ଟ୍ରପତି…

ଝାରସୁଗୁଡା ରାଜନୀତି : ପ୍ରଚାର ବେଳେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ । ଏପଟେ ଉପନିର୍ବାଚନ ପୂର୍ବରୁ ବିଜେପିକୁ…

କନକ ବ୍ୟୁରୋ: କୁହାଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି, କେହି କାହାର ମିତ୍ର ନୁହନ୍ତି । ରାଜନୀତିରେ ସବୁକିଛି ସମ୍ଭବ । ଝାରସୁଗୁଡାରୁ ଆସିଛି ସେମିତି କିଛି ରୋଚକ ଖବର । ଉପନିର୍ବାଚନ ପାଇଁ ପ୍ରଚାର ଯେତେବେଳେ ଜୋରସୋରରେ ଚାଲିଛି, ସେତିକିବେଳେ, କାଲି ଯେଉଁ ନେତା ବିଜେପି ପାଇଁ…

୫ ତାରିଖରେ ଓଡ଼ିଶା ଆସିପାରନ୍ତି ନୀତିଶ । ନବୀନଙ୍କ ସହ ଆଲୋଚନା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ନବୀନଙ୍କ ଆଭିମୁଖ୍ୟ…

କନକ ବ୍ୟୁରୋ: ସବୁ ସାଧାରଣ ନିର୍ବାଚନ ପୂର୍ବରୁ ତୃତୀୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରେ । କିଛି ଜାତୀୟ ସ୍ତରର ନେତା ବିଜେପି- କଂଗ୍ରେସ ଠାରୁ ଦୂରେଇ ନୂଆ ମେଣ୍ଟ ଗଠନ କରିବାକୁ ଲାଗି ପଡନ୍ତି । ଏଥର ବି ସେମିତି ପ୍ରୟାସ ଚାଲିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଥିପାଇଁ ଜୋରଦାର…

୭ରେ ଲଘୁଚାପ, ୯ ତାରିଖରେ ବାତ୍ୟା ଆଶଙ୍କା । ସାମୁଦ୍ରିକ ଝଡ଼ ନେଇ ବଙ୍ଗୋପସାଗରରେ ଅନୂକୂଳ ସ୍ଥିତି । ପଢନ୍ତୁ, କଣ କହିଲେ…

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ରାଜ୍ୟବାସୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ୯ତାରିଖ ବେଳକୁ ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ । ତେବେ ଏହାର…