Daily Archives

March 27, 2023

ତେଜିଲା ‘ରାହୁଲ’ ଝଡ଼, କଳା ପୋଷାକ ପିନ୍ଧି ପ୍ରତିବାଦ । ‘ବ୍ଲାକ୍ ଡ୍ରେସ ପ୍ରୋଟେଷ୍ଟ’କୁ ବିଜେପିର କଟାକ୍ଷ ।…

କନକ ବ୍ୟୁରୋ: ଆଦାନୀ ପ୍ରସଙ୍ଗ ଓ ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଆକ୍ରମଣାତ୍ମକ ହୋଇଉଠିଛି କଂଗ୍ରେସ । ସଂସଦ ଠାରୁ ଆରମ୍ଭ କରି ରାଜରାସ୍ତା ଯାଏଁ ରଣହୁଙ୍କାର ଭରିଛନ୍ତି କଂଗ୍ରେସ କର୍ମୀ । ସକାଳୁ ସକାଳୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ସବୁ…

ପଶ୍ଚିମାଝଡକୁ ନେଇ ପାଣିପାଗ ବିଭାଗର ଚେତାବନୀ । ୨୯ ତାରିଖ ରାତିିରୁ ଉତ୍ତର-ପଶ୍ଚିମ ଭାରତକୁ ପ୍ରଭାବିତ କରିବ ଆଉ ଏକ…

କନକ ବ୍ୟୁରୋ: ଆଉ ଏକ ପଶ୍ଚିମାଝଡ ପ୍ରଭାବରେ ଭିଜିବ ଓଡିଶା । ଆସନ୍ତା ୨୯ ତାରିଖ ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ । ଏହାକୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ୨୮, ୨୯, ୩୦ ଓ ୩୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲ ମନା: ନିଶା ମହାରଣାଙ୍କ ବଦଳରେ ଓଲିଉଡ ଅଭିନେତ୍ରୀଙ୍କୁ ସୁଯୋଗ

କନକ ବ୍ୟୁରୋ: ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲ ନାଚିବା ବିରୋଧରେ ସ୍ୱର ଉଠାଇଛନ୍ତି ଯାତ୍ରା କଳାକାର । ପଟ୍ଟାମୁଣ୍ଡାଇର ପୋହଳରେ ଚାଲିଥିବା ରାଜଧାନୀ ଅପେରା ସମୟରେ ଘଟିଛି ଏଭଳି ପ୍ରତିବାଦ । ଅପେରାରେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଡ୍ୟାନସ ପାଇଁ ଯାତ୍ରା ପରିଚାଳନା କମିଟି ନିମନ୍ତ୍ରଣ…

ବଢୁଛି କରୋନା ସଂକ୍ରମଣ । ସବୁ ହସପିଟାଲକୁ ଚିଠି ଲେଖି ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ହସ୍ପିଟାଲରେ ବେଡ୍…

କନକ ବ୍ୟୁରୋ: ଦେଶରେ ବଢୁଛି କରୋନା ସଂକ୍ରମଣ । ୫ ମାସ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ଅତିକ୍ରମ କରିଛି । ରବିବାର ଦେଶରେ ୧୮୯୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଆକ୍ସନ୍ ମୋଡକୁ ଆସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜ୍ୟ ଗୁଡିକୁ ଚିଠି ଲେଖି ଟେଷ୍ଟିଂ ବଢ଼ାଇବା…

ରିଲରେ ହିରୋ ରିୟଲରେ ଠକ: ୪୨୦ ହିରୋକୁ ଗିରଫ କଲା ପୁଲିସ

କନକ ବ୍ୟୁରୋ: ରେଭେନସା ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଂଟ ପ୍ରଫେସରଙ୍କୁ ଚୂନା ଲଗାଇଲେ ଅଭିନେତା । ଭୁଲେଇଭାଲେଇ ଘର ଦେବେ ବୋଲି କହି ନେଇଗଲେ ୮୫ ଲକ୍ଷ । ନଜର ପକାନ୍ତୁ ମୁହଁ ଲୁଚାଇ ଯାଉଥିବା ଏହି ଠକ ହିରୋ ଅଜିତାଭ ମଲ୍ଲିକଙ୍କୁ । ଓଲିଉଡ ଫିଲ୍ମ ‘ଅରୁନ୍ଧତି’ରେ ସେ ଅଭିନୟ କରିବା ସହ ଫିଲ୍ମ…

ଧର୍ମେନ୍ଦ୍ରଙ୍କୁ ଚେକଦେବେ ପ୍ରଣବ! ୨୪’ ପାଇଁ ବିଜେଡିର ନୂଆ ଟିମ୍

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା । ୬ ମାସ ଭିତରେ ବିଜେଡି ପୁଣି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକାକୁ ପରିବର୍ତ୍ତନ କରିଛି । ଏହି ତାଲିକାରେ ସବୁଠାରୁ ବଡ କଥା ହେଲା ଧର୍ମେନ୍ଦ୍ରଙ୍କୁ ଚେକ ଦେବାକୁ ରଣନୀତି ତିଆରି କରିଛି ବିଜେଡି । ଆଉ ସାଙ୍ଗଠନିକ ସମ୍ପାଦକ ପ୍ରଣବ…