Daily Archives

March 24, 2023

ସ୍କୁଲ ଡ୍ରପଆଉଟକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟରେ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ…

କନକ ବ୍ୟୁରୋ: ସ୍କୁଲ ଛାଡୁଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଶିକ୍ଷା ପାଇଁ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ବା ୟୁଡିଆଇଏସଇ ପ୍ଲସ ରିପୋର୍ଟକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ୟୁଡିଆଇଏସଇ ପକ୍ଷରୁ ଓଡିଶାରେ…

ଆମେରୀକୀୟ ପେମେଂଟ କମ୍ପାନୀ ବକ୍ଲ-ଇଙ୍କକୁ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗର ଝଟକା । କମ୍ପାନୀ ବିରୋଧରେ ଦୁର୍ନିତୀ…

କନକ ବ୍ୟୁରୋ : ଦୁର୍ନତିର ରିପୋର୍ଟ ଜାରି କରି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ତଳିତଳାନ୍ତ କରିଥିବା ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ଟାର୍ଗେଟରେ ଏବେ ଆଉ ଏକ କମ୍ପାନୀ ଆସିଛି   ।  ଜାନୁଆରୀ ୨୪ରେ ଆଦାନୀଙ୍କ ବିରୋଧରେ ରିପୋର୍ଟ ପ୍ରକାଶ କରିବା ଠିକ ୨ମାସ ପରେ ଆମେରିକାର ଟେକ୍ନୋ…

ଆକାଶ ଛୁଆଁ ହେଲାଣି ସୁନା ଦର: ୧୦ ଗ୍ରାମକୁ ଟପିଲା ୬୦ ହଜାର ଟଙ୍କା

କନକ ବ୍ୟୁରୋ: ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପିଛା ଦର ୬୦ ହଜାର ଟଙା ଟପି ଯାଇଛି । ୨୨ କ୍ୟାରେଟ୍ ସୁନା ଦାମ ୫୫ ହଜାର ଟଙ୍କାରେ ପହଁଚିଛି । ଅନ୍ୟପଟେ ପୂର୍ବ ତୁଳନାରେ ଲୋକମାନେ ଏବେ ଅଧିକ ପୁରୁଣା ସୁନାକୁ ବଦଳାଇ ନୂଆ ସୁନା ନେଉଥିବା ଦେଖିବାକୁ…

ଭାରତୀୟ ନୌସେନାର ମହିଳା ବ୍ରିଗେଡ୍: ଚିଲିକାରେ ପ୍ରସ୍ତୁତ ହେଉଛନ୍ତି ମହିଳା ଅଗ୍ନିବୀର

କନକ ବ୍ୟୁରୋ: ପ୍ରସ୍ତୁତ ହେଉଛନ୍ତି ଦେଶର ସୈନିକ। ଚିଲିକା ଗର୍ଭରୁ ଯୋଦ୍ଧା ହେବାର କୌଶଳ ଶିଖୁଛି ଅଗ୍ନିବୀର। ଭାରତର ପ୍ରତିରକ୍ଷା ବାହିନୀକୁ ମଜବୁତ କରିବା ପାଇଁ ଏକାଠୀ ହେଲେ ମହିଳା ଅଗ୍ନିବୀର। ଭାରତୀୟ ନୌସେନାରେ ନିଯୁକ୍ତି ପାଇଥିବା ଅଗ୍ନିବୀର ଏବେ ଚିଲିକା ଗର୍ଭରେ ନେଉଛନ୍ତି ପ୍ରଶିକ୍ଷଣ…

ଜାତୀୟ ଗଣମାଧ୍ୟମରେ ତୃତୀୟ ସାମୁଖ୍ୟ ଚର୍ଚ୍ଚା! ଚର୍ଚ୍ଚା ବଢ଼ାଇଲା ନବୀନ-ମମତାଙ୍କ ଭେଟଘାଟ୍

କନକ ବ୍ୟୁରୋ: ନବୀନ ଓ ମମତାଙ୍କ ଦେଖାସାକ୍ଷତ ପରେ ଯେଉଁ ମିଳିତ ବିବୃତି ଆସିଲା, ଏଥିରେ କୁହାଗଲା- ଏହା ଏକ ସୌଜନ୍ୟମୂଳକ ସାକ୍ଷତ ଥିଲା । କିନ୍ତୁ ଗଣତନ୍ତ୍ରର ସୁରକ୍ଷା ଓ ସଂଘୀୟ ବ୍ୟବସ୍ଥାର ପ୍ରସଙ୍ଗ ଉଠାଇ, କେଉଁଠି ନା କେଉଁଠି, ସେହି ଦିଗକୁ ସୂଚାଇ ଦିଆଗଲା, ଯାହାକୁ ନେଇ ବାରମ୍ବାର ବିରୋଧୀ…

ବିବାହରେ ବର ବଡ ହେବା କେତେ ଜରୁରୀ? ଗବେଷଣାରୁ ମିଳିଲା ଚମକପ୍ରଦ ତଥ୍ୟ ।

କନକ ବ୍ୟୁରୋ: ଭାରତରେ ସାଧାରଣତଃ ଯେତେବେଳେ ବାହାଘର ପ୍ରସ୍ତାବ ପଡେ ସେତେବେଳେ ପୁଅ ତୁଳନାରେ କମ୍ ବୟସର ଝିଅ ଖୋଜିଥାନ୍ତି ପରିବାର । ଏବେ କିନ୍ତୁ ସମୟ ବଦଳିଛି । ବିବାହ ପାଇଁ ବୟସର ବ୍ୟବଧାନ କମୁଛି । ଏପରିକି ନିଜଠାରୁ ବୟସରେ ସାନ ପୁଅକୁ ବିବାହ କରି, ସୁଖରେ ଅଛନ୍ତି ଅନେକ ଝିଅ । କିନ୍ତୁ…