Daily Archives

March 11, 2023

ଋଣ ଟଙ୍କା କାମରେ ଲଗାଉନାହାନ୍ତି ଏସଏଚଜି । ଠିକ ସମୟରେ କରିପାରୁନାହାନ୍ତି ଋଣ ପରିଶୋଧ ।

କନକ ବ୍ୟୁରୋ: ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଙ୍କୁ ନେଇ ଆସିଛି ଚକିତ କଲାଭଳି ରିପୋର୍ଟ । ଏସଏଚଜି ଗୁଡିକ ବିନା ସୁଧରେ ଯେଉଁ ରୁଣ ଉଠାଉଛନ୍ତି, ତାକୁ ସଠିକ୍ କାମରେ ଲଗାଉ ନାହାଁନ୍ତି । ଏହାସହ ଠିକ୍ ସମୟରେ ରୁଣ ପିରଶୋଧ କରି ପାରୁ ନାହାଁନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ…

ଦାଦନ ବୋଲି ମରିଗଲା ମାନବିକତା । ବାପା ଶବ ବଦଳରେ ଝିଅ ବନ୍ଧକ !

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ବଲାଙ୍ଗୀର ବଲାଙ୍ଗୀର ବେଲପଡାର ବନମାଳ ଗାଁର ଶୁକଦେବ ପରାଭୁଏ, ଟଙ୍କା ପାଇଁ ପରିବାର ସହ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ଦୁର୍ଭାଗ୍ୟ ବସତଃ ସେଠାରେ ହୋଇଥିଲା ତାଙ୍କର ମୃତ୍ୟୁ । ହେଲେ ଅଗ୍ରିମ ଟଙ୍କା କିଏ ସୁଝିବ କହି ଶୁକଦେବଙ୍କ…

ଓଡ଼ିଶାରେ ୫୯ ଜଣ H3N2 ଆକ୍ରାନ୍ତ ଚିହ୍ନଟ । ଚିନ୍ତା ବଢ଼ାଇଲା ଥଣ୍ଡା, ଜ୍ୱର ଓ କାଶ…

କନକ ବ୍ୟୁରୋ:ଚିନ୍ତା ବଢାଇଲାଣି ନୂଆ ଭୂତାଣୁ । ଥଣ୍ଡା, ଜ୍ୱର ଓ କାଶରେ ଗଲାଣି ଜୀବନ । ‘ଇନଫ୍ଲ୍ୟୁଏନ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁରେ ଆକ୍ରାନ୍ତ ୨ ଜଣଙ୍କ ମୃତ୍ୟୁ ହେବା ପରେ ଏବେ ଆକ୍ସନ୍ ମୋଡ୍ରେ କେନ୍ଦ୍ର ସରକାର । ରାଜ୍ୟ ଗୁଡିକୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ…

ମହିଳାଙ୍କୁ ଆହୁରି ସଶକ୍ତ କରିବାକୁ ସିପେଟର ପ୍ରୟାସ, ମହା ଆଡମ୍ବରରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ

କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ସିପେଟ୍ ସିଏସ୍ ଟିଏସ୍ ରେ ଗତକାଲି ଅର୍ନ୍ତଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ସୁଚନାଯୋଗ୍ୟ ଯେ ନାରୀ ସଶକ୍ତି କରଣକୁ ପ୍ରୋତ୍ସାହିତ କରିବାପାଇଁ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅର୍ନ୍ତଜାତୀୟ ମହିଳା ଦିବସରେ ଶାଖା ମୁଖ୍ୟ ତଥା ଡାଇରେକ୍ଟର…

ନିଆଳିରେ ଆଖୁ ଚାଷୀଙ୍କ ଆଖିରେ ଲୁହ: ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ମୁହଁ ଫେରାଉଛନ୍ତି ଲୋକେ

କନକ ବ୍ୟୁରୋ: ଆଖୁ ଚାଷୀଙ୍କ ଆଖିରେ ଲୁହ । କାରଣ ଚାଷୀ ମାଟି ସହିତ ମାଟି ହୋଇ ଚାଷୀ ଆଖୁ ଚାଷ କରିଥିଲା । ପ୍ରବଳ ଖରା ଯୋଗୁଁ ବିଲରେ ଏବେ ମରିଯାଉଛି ଆଖୁ । ବିକ୍ରି ପାଇଁ ବ୍ୟବସ୍ଥା ନଥିବାବେଳେ ପ୍ରୋତ୍ସାହନ ମଧ୍ୟ ମିଳୁନାହିଁ । ଯ।କୁ ନେଇ ଚିନ୍ତାରେ ପଡ଼ିଛନ୍ତି ନିଆଳି ଅଂଚଳର ଆଖୁ ଚାଷୀ ।…

ଆବାସ ଯୋଜନାର ସତ: ବୟସର ଅପରାହ୍ନରେ ଘର ଖଣ୍ଡିଏ ପାଇଁ ସଂଘର୍ଷ କରୁଛନ୍ତି ସୁନ୍ଦରଗଡ଼ର ହୀରାବତି

କନକ ବ୍ୟୁରୋ: ଆବାସ ଯୋଜନାର ସତ । ଭଲ ଭାବେ ଦେଖନ୍ତୁ ଏହି ବୃଦ୍ଧାଙ୍କୁ । ବୟସ ପାଖାପାଖି ୮୦ ହେଲାଣି । ଚାଲିବାକୁ ମଧ୍ୟ ଦେହରେ ଆଉ ବଳ ନାହିଁ । ପୁଅ ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡ଼େ ଗଲା ଯେ ତା’ର ପତା ମଧ୍ୟ ନାହିଁ । ଝିଅକୁ ବାହାଦେବା ପରେ ଏକାକି ଜୀବନ ବିତାଉଛନ୍ତି ସୁନ୍ଦରଗଡ଼…