Daily Archives

March 3, 2023

ପଞ୍ଚଭୂତରେ ଲୀନ ହେଲା ପିଣ୍ଟୁ ନନ୍ଦଙ୍କ ମରଶରୀର। ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ଶେଷ।

କନକ ବ୍ୟୁରୋ: ଜଣେ ନାୟକ ଚାଲିଗଲେ, ଗୋଟିଏ କାହାଣୀ ସରିଗଲା, କିଛି କଥା ରହିଗଲା । ପଞ୍ଚଭୂତରେ ପିଣ୍ଟୁ ଲୀନ ହୋଇଗଲେନି ଯେ, ଓଲିଉଡର ଅନେକ ଅକୁହା କାହାଣୀ ଅଧୁରା ରହିଗଲା । ପିଣ୍ଟୁ ନନ୍ଦ କେତେ ନାଁ କରିଥିଲେ, କେତେ ଖ୍ୟାତି ପାଇଥିଲେ ତାକୁ ନେଇ ଭିନ୍ନମତ ଥାଇପାରେ, କିନ୍ତୁ ସେ କେତେ ଲୋକ…

ଦିଲ୍ଲୀରେ ବସିଲା ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକ । କ୍ୱାଡ ଦେଶ ସମ୍ମିଳନୀରେ ଉଠିଲା ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଛି ଜି-୨୦ ବୈଦେଶିକମନ୍ତ୍ରୀଙ୍କ ସମ୍ମିଳନୀ । ଏହି ବୈଠକାର କ୍ୱାର୍ଡ ଦୋମନେ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛନ୍ତି । ଯୁଦ୍ଧରେ ରୁଷର ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି କ୍ୱାଡ ଦେଶ କହିଛନ୍ତି । ଏଥିସହ ଯୁଦ୍ଧରେ ହୋଇଥିବା କ୍ଷତିକୁ…

ଓଡ଼ିଆ ଜାଣିନଥିବା ଅଭିଯୋଗରେ ସରପଞ୍ଚ ପଦବୀ ଗଲା । ଢେଙ୍କାନାଳ ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଦେହୁରୀଙ୍କୁ…

କନକ ବ୍ୟୁରୋ: ଓଡ଼ିଆ ଜାଣିନଥିବା ଅଭିଯୋଗରେ ସରପଞ୍ଚ ପଦବୀ ଗଲା । ଢେଙ୍କାନାଳ ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାସ ଦେହୁରୀଙ୍କୁ ଅଯୋଗ୍ୟ ଘୋଷଣା କଲେ ଢେଙ୍କାନାଳ ଜୁନିୟର ଡିଭିଜନ୍ ସିଭିଲ ଜଜ୍ କୋର୍ଟ । ତେବେ ସେ ଜଣେ ଅଶିକ୍ଷିତ ବୋଲି କୋର୍ଟରେ ଦର୍ଶାଇଥିଲେ ପ୍ରତିପକ୍ଷ ପୁରୁଷୋତମ ଦେହୁରୀ ।…

ହିଣ୍ଡେନବର୍ଗ ରିପୋର୍ଟ ମାଡ଼ରେ ହତାଶ ହୋଇ ଏଣିକି ରୋଡ ଶୋ କରିବେ ଗୌତମ ଆଦାନୀ । ନିବେଶକଙ୍କ ନିକଟରେ ସିଧାସଳଖ…

କନକ ବ୍ୟୁରୋ : ହିଣ୍ଡେନବର୍ଗ ରିପୋର୍ଟ ମାଡରେ ଧରାଶାୟୀ ଏବେ ଗୌତମ ଆଦାନୀ । କୋଟି କୋଟି ଟଙ୍କାର କ୍ଷତି ଆଦାନୀଗ୍ରୁପ ପାଇଁ ବଡ ଝଟକା ଲାଗିଛି । ନ୍ୟୁଜି ଏଜେନ୍ସି ରଏଟର୍ସର ସୂଚନା ଅନୁସାରେ ନିବେଶକଙ୍କୁ ନିକଟରେ ଏଣିକି ସିଧାସଳଖ ପହଞ୍ଚିବାକୁ ଯୋଜନା କରୁଛନ୍ତି ଗୌତମ ଆଦାନୀ । ତେଣୁ ୩ଟି…

ବିମାନ ବିନା ଆକାଶରେ ଏଣିକି ଉଡି ଶତ୍ରୁଙ୍କୁ ଜବାବ ଦେବେ ଭାରତୀୟ ଯବାନ । ଆସୁଛି ପ୍ରତିରକ୍ଷାର ନୂଆ ଉପକରଣ ଜେଟପ୍ୟାକ୍

କନକ ବ୍ୟୁରୋ : ଉଚ୍ଚ ଆକାଶରେ ସ୍ୱତନ୍ତ୍ର ପୋଷାକ ପିନ୍ଧି ସୁପରହିରୋ ଉଡିବୁଲୁଥିବା ଦେଖିଥିବେ । ଯଦି ବାସ୍ତବିକ ଜୀବନରେ ଏଭଳି କିଛି ଦେଖିବାକୁ ମିଳିବ ତେବେ କଣ ହେବ? ଏକଥା ବି ସତ ହୋଇସାରିଛି । କାରଣ ବିଜ୍ଞାନ ଓ ବୈଷୟିକ ଜ୍ଞାନର ମିଶ୍ରଣରେ ପ୍ରସ୍ତୁତ ଜ୍ୟାକେଟ ପିନ୍ଧି ଆକାଶରେ…

ଇତିହାସରେ ପ୍ରଥମ । ମୁହାଁମୁହିଁ ହେଲେ ସିଜିଆଇ-ଏସସିବିଏ ସଭାପତି

କନକ ବ୍ୟୁରୋ : ଭାରତ ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି(ଏସସିବିଏ) । ସୁପ୍ରିମକୋର୍ଟ ପରିସରରେ ଆଇନଜୀବୀ ପାଇଁ ଚାମ୍ବର ବ୍ଲକ ନିର୍ମାଣ ପାଇଁ ଜମି ଆବଣ୍ଟନ ମାମଲାର ଶୁଣାଣି ହେବାର ଥିଲା ।…