Daily Archives

March 2, 2023

ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଭିସୁଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡଙ୍କ ଭୂମିକା କ’ଣ?

କନକ ବ୍ୟୁରୋ: ଜୁଇରେ ଜଳି ଯାଇଛି ଜଣେ ମେଧାବୀ ଛାତ୍ରୀଙ୍କ ସବୁ ସ୍ୱପ୍ନ । ଶୋକାକୂଳ ପରିବେଶ ଭିତରେ ବଲାଙ୍ଗୀର ହାଟପଦା ଶ୍ମଶାନରେ ସରିଛି ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କର ଅନ୍ତିମ ସଂସ୍କାର । ହେଲେ ଏହି ମୃତ୍ୟୁ ପଛରେ ଘୁରି ବୁଲୁଥିବା ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି ।…

ବାଗେଶ୍ୱର ବାବାଙ୍କ ଭାଇ ଗିରଫ। ଶାଲିଗ୍ରାମଙ୍କୁ ଗିରଫ କଲା ପୋଲିସା

କନକ ବ୍ୟୁରୋ: ବହୁଚର୍ଚ୍ଚିତ ବାଗେଶ୍ୱର ବାବାଙ୍କ ଭାଇ ଗିରଫ । ମଧ୍ୟପ୍ରଦେଶର ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମଙ୍କୁ ଗିରଫ କରାଯାଇଛି । ଏକ ବିବାହ ଉତ୍ସବରେ ଦଳିତ ପରିବାରଙ୍କୁ ଡରାଇବା ଓ ଧମକାଇବା ଅଭିଯୋଗରେ ବାଗେଶ୍ୱର ବାବାଙ୍କ ଭାଇ ସାଲିଗ୍ରାମକୁ ଗିରଫ…

ଜେଲରେ ପହଁଚିଲେ ଜୟନାରାୟଣ: ଯୁବମୋର୍ଚ୍ଚା କର୍ମୀଙ୍କୁ ଭେଟିଲେ ବିଜେପି ବିଧାୟକ

କନକ ବ୍ୟୁରୋ: ଜେଲରେ ପହଁଚିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ, ବିଜେପି ବିଧାୟକ ଦଳ । ଆଉ ଜେଲ ଭିତରକୁ ଯାଇ, ଜେଲରେ ଥିବା ବିଜେପି ଯୁବ ମୋର୍ଚ୍ଚାର କର୍ମୀଙ୍କୁ ଭେଟିଥିଲେ । ଭେଟିବା ପରେ ବାହାରକୁ ଆସି ଜୟନାରାୟଣ ଅଭିଯୋଗ କରି କହିଛନ୍ତି, ଯୁବ ମୋର୍ଚ୍ଚାର କର୍ମୀଙ୍କୁ ବଦନାମ…

ଏସଏଚଜି ମହିଳାଙ୍କ ଭୋଟ ଉପରେ ନଜର: ସ୍କୁଟି ପୂର୍ବରୁ ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେଡି । ୨୦୧୯ରେ ଦଳକୁ ଯେଭଳି ମହିଳା ଭୋଟ ମିଳିଥିଲା ଠିକ ସେହିଭଳି ସମର୍ଥନ ଲକ୍ଷ୍ୟରେ ମିଶନ ଆରମ୍ଭ କରିଛି ବିଜେଡି । ବଜେଟରେ ମିଶନ ଶକ୍ତି ପାଇଁ ଭଣ୍ଡାର ଖୋଲିଦେଇଥିବାବେଳେ ସହରାଂଚଳରେ କାମ କରୁଥିବା ମିଶନ…

ଫ୍ୟାନକୁ କନ୍ଦାଇ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ: କିଛି ସମୟ ପରେ ଭୁବନେଶ୍ୱରରେ ପହଁଚିବ ପାର୍ଥୀବ ଶରୀର

କନକ ବ୍ୟୁରୋ: କିଏ ଜାଣିଥିଲା, ସମସ୍ତଙ୍କୁ ଆପଣାର କରିପାରିଥିବା ଏହି କଳାକାର ଏମିତି ଚାଲିଯିବେ । ପିଂଟୁ ଆଉ ନାହାଁନ୍ତି, ଯିଏ ଶୁଣିଛି, ସିଏ ସ୍ତବ୍ଧ ହୋଇଯାଉଛି । ଯେତେବେଳେ ଜଣାପଡ଼ିଥିଲା, ପିଂଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି, ସେତେବେଳେ ନିଜର ପ୍ରୀୟ କଳାକାରଙ୍କ ପାଇଁ…

ଇନ୍ଧନ ଗ୍ୟାସ ଦରବୃଦ୍ଧି ନେଇ କେନ୍ଦ୍ର ବିରୋଧରେ ବର୍ଷିଲା ବିଜେଡି: ପ୍ରେସମିଟ୍ କରି ସମାଲୋଚନା କଲେ ବିଧାୟକ…

କନକ ବ୍ୟୁରୋ: ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଗ୍ୟାସର ଦର ହୁ ହୁ ହୋଇ ବଢ଼ିଚାଲିଛି । ନଜର ପକାନ୍ତୁ, ଏହି ୮ ବର୍ଷ ମଧ୍ୟରେ କେମିତି ବଢ଼ିଛି ଇନ୍ଧନ ଗ୍ୟାସର ମୂଲ୍ୟ । ୨୦୧୪ ମାର୍ଚ୍ଚ ମାସରେ ଗ୍ୟାସ ଦର ୪୧୦ ଟଙ୍କା ଥିଲା । ୨୦୧୮ ପର ଠାରୁ ଦର ଉପରେ ଆଉ ଲଗାମ ଲାଗିନାହିଁ । ୨୦୧୮ରେ…