Monthly Archives

February 2023

ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା: ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲିଲା ନକଲି ପ୍ରଶ୍ନ

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା । ଚଳିତ ବର୍ଷ ୯୩ ହଜାର ୮୯୪ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାର ପରୀକ୍ଷା ଦେଉଛନ୍ତି । ତେଣୁ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲୁଥିବା ନକଲି ପ୍ରଶ୍ନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି…

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନଙ୍କ ନୂଆ ପ୍ଲାନ, ଯୁଦ୍ଧ ମଇଦାନରେ ହରକତ ଦେଖାଇବେ କିଲର-ରୋବଟ୍

କନକ ବ୍ୟୁରୋ : ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଇତି ମଧ୍ୟରେ ବର୍ଷେ ପୂରିଥିଲେ ହେଁ, ଯୁଦ୍ଧର କେବେ ସରିବ, ସେନେଇ କୌଣସି ଆଭାସ ମିଳିନାହିଁ । ଉଭୟ ରୁଷ୍ ଓ ୟୁକ୍ରେନ୍ କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବା ପରିସ୍ଥିତିରେ ମଧ୍ୟ ନାହାନ୍ତି । ତେବେ ଏହି ଯୁଦ୍ଧ ବେଳେ ବିଶ୍ୱରେ ବଡ଼ ପରିବର୍ତନ ହୋଇଛି ।…

ସତରେ ଅଛି କି ପ୍ଲାଷ୍ଟିକ୍ ଚାଉଳ? ଭିଟାମିନ୍-ଯୁକ୍ତ ଚାଉଳକୁ ନେଇ ସୃଷ୍ଟି ହେଉଛି ଭ୍ରାନ୍ତ ଧାରଣା

କନକ ବ୍ୟୁରୋ: କୋରାପୁଟର ଲମତାପୁଟ, ବାଲେଶ୍ୱର ସଦର ବ୍ଲକ ଓ ସୁନ୍ଦରଗଡ଼ ବଡବାହଲଠାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସୀମାରେ ଛକାପଂଝା ଭିତରେ ଭାରତ ଆସୁଛନ୍ତି ଚୀନର ବିଦେଶମନ୍ତ୍ରୀ କିନ ଗ୍ୟାଙ୍ଗ,ଜି ୨୦ ସମିଟରେ ଅଂଶଗ୍ରହଣ କରିବେ ଚୀନ…

କନକ ବ୍ୟୁରୋ : ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ । ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ସେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚାଇନା ବୈଦେଶିକ ମନ୍ତ୍ରଣାଳୟର…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି, ଦିଲ୍ଲୀ ଦରବାରରେ ଶାହା ଓ ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଲା…

କନକ ବ୍ୟୁରୋ : ବିଜେପିର ମିଶନ ତେଲେଙ୍ଗାନା । ଚଳିତବର୍ଷ ହେବ ତେଲେଙ୍ଗାନା ବିଧ।।ନସଭା ନିର୍ବାଚନ । ରାଜ୍ୟରେ କେସିଆର ସରକାରଙ୍କୁ ହଟାଇ କିଭଳି ଶାସନ କ୍ଷମତା ହାତେଇବ ସେନେଇ ବିଜେପି ଆରମ୍ଭ କରିଛି କସରତ । ମଙ୍ଗଳବାର ଦିଲ୍ଲୀ ଦରବାରେ ବସିଛି ବୈଠକ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଉଡିଗଲା କର୍ମଚାରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର

କନକ ବ୍ୟୁରୋ: ଜଗତସିଂହପୁର ବାଲିକୁଦା ଥାନା ଇଛାପୁର ମୌଜାର ମାଧୁରୀ ବଜାରର ବାଣ ଗୋଦାମରେ ବିସ୍ଫୋରଣ କେତେ ଭୟଙ୍କର ଥିଲା । ବିସ୍ଫୋରଣ ଏଭଳି ଥିଲା ଯେ, ଆଖପାଖ କରିଛି ସମୟ ପାଇଁ ଥରିଉଠିଥିଲା । ଚାରିଆଡେ ଛଟିକି ପଡିଥିଲା ଖଣ୍ଡବିଖଣ୍ଡିତ ଶରୀର । ସମୟ- ଦିନ ଗୋଟାଏ ୧୫ ହଠାତ କେହି କିଛି…