Daily Archives

January 31, 2023

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମରଣାନ୍ତକ ମାଡ଼ । ସାଇକୃପା ଡିଆଡ଼ିକ୍ସନ କେନ୍ଦ୍ର ନାଁରେ ସାଂଘାତିକ ଅଭିଯୋଗ…

କନକ ବ୍ୟୁରୋ: ନିଶା ଛଡାଇବା ନାଁରେ ନିଶା ନିବାରଣ କେନ୍ଦ୍ରରେ ନିର୍ଦ୍ଧୁମ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ସାଇ କୃପା ନିଶା ନିବାରଣ କେନ୍ଦ୍ରର କର୍ମଚାରୀଙ୍କ ନିର୍ଯାତନାର ଶିକାର ହେବା ପରେ ଏବେ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି…

ଆସନ୍ତାକାଲି ସାଧାରଣ ବଜେଟ । ଦିନକ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ ।

କନକ ବ୍ୟୁରୋ: ବଜେଟ୍ ପୂର୍ବରୁ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୩-୨୪ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ଜିଡିପି ଅଭିବୃଦ୍ଧି ରହିବା ନେଇ ଆକଳନ କରାଯାଇଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ମାନ୍ଦାବସ୍ତାର ସମ୍ମୁଖୀନ ହେବାର ଆକଳନ…

ହତ୍ୟାକାଣ୍ଡର କାରଣ ଓ ପ୍ରମାଣ ଖୋଜୁଛି ତଦନ୍ତକାରୀ ଟିମ୍ । କ୍ରାଇମ୍ ସ୍ପଟରେ ଲଗାଇଲା ଶକ୍ତିଶାଳୀ ‘ଫାରୋ’…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ଯେମିତି କୌଣସି ପ୍ରମାଣ ହାତଛଡା ନହୁଏ ସେଥିପାଇଁ ଅଧିକ ସଜାଗ ରହିଛି କ୍ରାଇମବ୍ରାଞ୍ଚ । କ୍ରାଇମ ସ୍ପଟରେ ଫାରୋ କ୍ୟାମେରା ଲଗାଇ ପୂରା ଘଟଣାସ୍ଥଳର ଫଟୋଗ୍ରାଫି କରାଯାଇଛି । ଏହି ଥ୍ରୀ-ଡି କ୍ୟାମେରାରେ କଏଦ…

ମନ୍ତ୍ରୀଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି । ଶାସକ ଦଳକୁ ଘେରିଲେ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ଲାଗିଛି ରାଜନୀତିର ରଙ୍ଗ । ଶାସକ ଦଳକୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନବ ଦାସଙ୍କ ହତ୍ୟା ପଛରେ ଶୀର୍ଷସ୍ତରର ଲୋକଙ୍କ ସଂପୃକ୍ତି ସନ୍ଦେହ କରିଛି କଂଗ୍ରେସ । ଏହାସହ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଦଳ…

ଗୁଳିକାଣ୍ଡ ସ୍ଥାନରେ କ୍ରାଇମବ୍ରାଞ୍ଚ ଓ ଫରେନସିକ୍ ଟିମର ଖୋଳତାଡ଼ । ଖୋଲୁନି ମନ୍ତ୍ରୀ ନବ ଦାସଙ୍କ ମର୍ଡର ମିଷ୍ଟ୍ରୀ । 

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ଦୁଇ ଦିନ ବିତିଗଲାଣି । ଅଭିଯୁକ୍ତକୁ ଘଟଣା ସ୍ଥଳରୁ କାବୁ କରାଯାଇଥିଲେ ବି କାହିଁକି ଜଣେ ପୁଲିସ ଏଏସଆଇ ମନ୍ତ୍ରୀଙ୍କୁ ଗୁଳିମାଡ଼ କଲେ, ଏହାର କାରଣ ଜାଣିପାରିନାହିଁ କ୍ରାଇମବ୍ରାଞ୍ଚ । ବ୍ୟକ୍ତିଗତ କାରଣ କିମ୍ବା ରାଜନୈତିକ, ବ୍ୟବସାୟିକ…

ସମୟ ଗଡୁଛି, ରହସ୍ୟ ବଢ଼ୁଛି । ଗୁଳି ଖୋଜୁଛି ତଦନ୍ତକାରୀ ଟିମ୍ । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚର ଛାନଭିନ୍ ।

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସ ଗାଡି ଡୋର୍ ଖୋଲି ପଦାକୁ ଆସିବା କ୍ଷଣି ଛାତିକୁ ଲକ୍ଷ୍ୟ କରି ଅଭିଯୁକ୍ତି ଗୁଳି କରିଥିଲା । ତେବେ ଅଭିଯୁକ୍ତ ଏତେ ପାଖରୁ ଗୁଳି ମାରିଥିଲା ଯେ, କୁହାଯାଉଥିଲା ଗୁଳିଟି ଛାତି ଚିରି ପାର ହୋଇଯାଇଥିଲା । ଆଗ ପଟେ ପଶି ପଛ ପଟେ ବାହାରି ଯାଇଥିଲା । ହେଲେ ଏବେ…