Daily Archives

January 29, 2023

ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ପୋଲିସ ଏଏସଆଇ ଗୋପାଳ ନବଙ୍କ ଛାତିକୁ କରିଥିଲା ଗୁଳି

କନକ ବ୍ୟୁରୋ: ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ହାରିଯାଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ବାଟରେ କର୍ମୀମାନ ତାଙ୍କୁ ସ୍ୱାଗତ କରିଥିଲେ । ଆଉ ଭିଡର ସୁଯୋଗ ନେଇ ପୋଲିସ ଏଏସଆଇ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାଡ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କାହିଁକି ଗୁଳି କଲେ ଏଏସଆଇ? ଗୋପାଳକୃଷ୍ଣଙ୍କ ଗୁଳି କରିବା ପଛର କାରଣ କ’ଣ?

କନକ ବ୍ୟୁରୋ: ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସେହି ଗାନ୍ଧୀ ଛକ ପୋଲିସ ଆଉଟପୋଷ୍ଟରେ ମୁତୟନ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିବା କରିଛନ୍ତି । ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଓ ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ…

ନବ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଅକୁ ଦେଲେ…

କନକ ବ୍ୟୁରୋ: ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆପୋଲୋ ହସପିଟାଲରେ ଭର୍ତି ହେବା ପୂର୍ବରୁ ହସପିଟାଲରେ ପହଁଚି ସାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗରେ ଥିଲେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ । ଡାକ୍ତରୀ ଟିମ୍ ନବ ଦାସଙ୍କୁ ଓଟିକୁ ନେଉଥିବା ବେଳେ ଉପସ୍ଥିତ ଥିଲେ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ। ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସପିଟାଲରେ ଚିକିତ୍ସାଧୀନ।

କନକ ବ୍ୟୁରୋ: ସାରା ରାଜ୍ୟ ସ୍ତବ୍ଧ । କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଚାଞ୍ଚଲ୍ୟ । ଓଡ଼ିଶାର ରାଜନୀତି ଇତିହାସରେ କେବେ ବି ଏପରି ଘଟଣା ଘଟିନଥିଲା । ଏପରି ଘଟଣା ଘଟିବ ବୋଲି ହୁଏତ କେହି ବି କଳ୍ପନା କରିନଥିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ଗୁଳି କେହି ପେଶାଦାର ଅପରାଧୀ…

ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା, ଗତ ୫ବର୍ଷ ହେବ ସେ ନିୟମିତ ଚିକିତ୍ସା ପାଇଁ ଆସୁନଥିଲେ: ଡାକ୍ତର ଚନ୍ଦ୍ରଶେଖର…

କନକ ବ୍ୟୁରୋ: ନବ ଦାସଙ୍କ ଉପରେ ଗୁଳି ଚଳାଇଥିବା ଗୋପାଳ ଦାସଙ୍କ ପତ୍ନୀ କହିଥିଲେ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ତେବେ ଏନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ । ସେ କହିଛନ୍ତି, ଗତ ୮ରୁ ୧୦ ବର୍ଷ ତଳେ ସେ ପାଖରେ…

ନବ ଦାସଙ୍କୁ ଗୁଳି ମାରିଥିବା ଗୋପାଳ ଦାସ କିଏ? ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଥିଲେ ASI…

କନକ ବ୍ୟୁରୋ : ସ୍ବାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ଆଜି ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି । ଜଣେ ପୁଲିସ କର୍ମଚାରୀଙ୍କ ଗୁଳିମାଡ଼ର ଶିକାର ହେଲା ପରେ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି।  ତେବେ ନବ ଦାସଙ୍କୁ ବିମାନବନ୍ଦରରୁ ଗ୍ରୀନ୍ କରିଡ଼ରରେ ନିଆଯାଇ ଆପୋଲୋ…