Daily Archives

January 24, 2023

ବିଜେପି ସାଂସଦଙ୍କ ସାଂଘାତିକ ଅଭିଯୋଗ: ଖଣି ଦୁର୍ନୀତିକୁ ମାନିଛନ୍ତି ରାଜ୍ୟ ସରକାର

କନକ ବ୍ୟୁରୋ: ରାଜ୍ୟର ଖଣି ଦୁର୍ନୀତିକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରାଉ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରେସମିଟରେ କହିଛନ୍ତି ଖଣି ଦୁର୍ନୀତିକୁ ମାନିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲେଖିଥିବା ଚିଠିକୁ ଦେଖାଇ ଏହି ଅଭିଯୋଗ…

କହୁ କହୁ ଗହନ କଥା କହିଦେଲେ ମନ୍ତ୍ରୀ? ରାଜନୀତିକୁ ଦୋହଲାଇ ଦେଲା ଗୃହ ରାଷ୍ଟ୍ରମନ୍ତ୍ରୀ ବୟାନ୍

କନକ ବ୍ୟୁରୋ: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଏହି ବୟାନ ଏବେ ଏକ ବଡ଼ ବିତର୍କ ସୃଷ୍ଟି କରିଛି । ନିଜେ ଆଇନଶୃଙ୍ଖଳା ଦାୟୀତ୍ୱରେ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ, ଆଇନର ଗଳାବାଟ ଦେଇ କିଭଳି କ୍ଷତିପୂରଣ ଟଙ୍କା ବାଟମାରଣା ହେଉଛି ତାହା କ୍ୟାମେରା ଆଗରେ କହିଛନ୍ତି । ସେ କହିଛନ୍ତି-…

ଆତ୍ମନିର୍ଭର କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ: ସ୍ୱଦେଶୀ ଅପରେଟିଂ ସିଷ୍ଟମ ‘ଭାର-ଓଏସ’ର ସଫଳ ପରୀକ୍ଷଣ

କନକ ବ୍ୟୁରୋ: ଗୁଗୁଲର ‘ଆଣ୍ଡ୍ରଏଡ୍’ ଓ ଆପଲ୍ର ‘ଆଇଓଏସ୍’ ଭଳି ସ୍ମାର୍ଟଫୋନ୍ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ଅପରିରେଟିଂ ସିଷ୍ଟମ ‘ଭାରଓଏସ’ର ପରୀକ୍ଷଣ ହୋଇଛି । ଏହି ଅପରେଟିଂ ସିଷ୍ଟମକୁ ଆଇଆଇଟି-ମାଡ୍ରାସ୍ ବିକଶିତ କରିଛି । ପରୀକ୍ଷଣ ସମାରୋହରେ ସାମିଲ ହୋଇଥିଲେ କେନ୍ଦ୍ର ଟେଲିକମ୍…

ବୁଧବାର ରିଲିଜ ହେବ ବଲିଉଡ ଫିଲ୍ମ ପଠାନ। ଆଡଭାନ୍ସ ବୁକିଂରେ କେଜିଏଫ-ଟୁ ଓ ବାହୁବଳୀ ଟୁର ରେକର୍ଡ ଭାଙ୍ଗିଲା…

କନକ ବ୍ୟୁରୋ : ହଲକୁ ଫିଲ୍ମ ଦେଖିବାକୁ ଡାକୁଛନ୍ତି ଶାହରୁଖ ଖାନ୍ । ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ୍ ରିଲିଜ ହେବାକୁ ଯାଉଛି । ୩ ବର୍ଷ ପରେ ଶାହରୁଖ ଖାନଙ୍କ ଫିଲ୍ମକୁ ବଡ ପରଦାରେ ଦେଖିବେ ଦର୍ଶକ । ଏହାପୂର୍ବରୁ ବିଭିନ୍ନ ଫିଲ୍ମ ହଲରେ ଟିକେଟ ଚଢା ଦରରେ ବିକ୍ରି ହେଉଛି । ଟିକେଟ…

କନଷ୍ଟେବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ: ୪ବର୍ଷ କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: କନଷ୍ଟେବଳ ନିଯୁକ୍ତି ପାଇଁ କୋହଳ ହେଲା ବୟସ ସୀମା । ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋଭିଡ୍ କାରଣରୁ ୨୦୨୮ରୁ ୨୦୨୨ ମଧ୍ୟରେ କନଷ୍ଟେବଳ ନିଯୁକ୍ତି ପାଇଁ ପରୀକ୍ଷା ହୋଇପାରିନଥିବାରୁ ବୟସ ସୀମାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି…

ସକ୍ରିୟ ହେଲା କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟ । ଟ୍ୱିଟ୍ କରି ଜାହିର କଲେ ଖୁସି

କନକ ବ୍ୟୁରୋ : ଲିଉଡ କୁଇନ୍ କଙ୍ଗନା ରଣାୱତଙ୍କୁ ଏଲନ ମସ୍କ ଦେଲେ ଗିଫ୍ଟ । ଆକ୍ଟିଭ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଂଟ । ଦୀର୍ଘ ଦିନ ଧରି ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଟ୍ୱିଟରରେ ତାଙ୍କ ଆକାଉଂଟ ଡିଆକ୍ଟିଭ୍ କରି ରଖିଥିଲା । ଏବେ କିନ୍ତୁ ଟ୍ୱିଟରର ମାଲିକାନା ବଦଳିବାପରେ କମ୍ପାନୀର ରୁଲ…