Daily Archives

January 9, 2023

ବିପଦରେ ଦେବଭୂମି ଉତ୍ତରାଖଣ୍ଡର ଯୋଶୀମଠ। ଦବିଗଲାଣି ସହରର ୬ଶହ ଘର, ରାତାରାତି ସ୍ଥାନାନ୍ତର ହେଲେଣି ୭୦ ପରିବାର ।

କନକ ବ୍ୟୁରୋ: ହିିମାଳୟର ଗେଟୱେ ତଥା ବଦ୍ରିନାଥଙ୍କ ଦ୍ୱାର ଦେଶ ଉତରାଖଣ୍ଡ ଯୋଶୀମଠ୍ । ଏବେ ଦେବଭୂମି ଉତ୍ତରାଖଣ୍ଡର ଅନ୍ୟତମ ପବିତ୍ର ସହର ଉପରକୁ ମାଡି ଆସିଛି ବଡ ବିପଦ । ହଠାତ ସହର ଦବିବାରେ ଲାଗିଛି । ଘରଦ୍ୱାର ଭାଙ୍ଗୁଛି । ରାସ୍ତାଘାଟ ଫାଟୁଛି । କାନ୍ଥରେ ବଡ ବଡ ଫାଟ୍ । ଘର ଭିତରୁ…

ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟ ବଡ ଟିପ୍ପଣୀ। କୋର୍ଟ କହିଲେ, ଗମ୍ଭୀର ପ୍ରସଙ୍ଗକୁ ନେଇ ନକରାଯାଉ ରାଜନୀତି।

କନକ ବ୍ୟୁରୋ: ଧର୍ମ ପରିବର୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଜଟିଳ ବିଷୟ ଏହାକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ବୟାନ ଦେଇଛନ୍ତି । ଧର୍ମ ପରିବର୍ତନକୁ ରାଜନୀତିରେ ସମ୍ପୃକ୍ତ କରିବା ଠିକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁସାରେ ସୁପ୍ରିମକୋର୍ଟରେ ଏକ…

ପୁରୀରେ ମିଳିବ ପେଟ୍ରୋଲ! ଖନନ ପାଇଁ ଆସିଲା ମେସିନ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ମିଳିବା ପରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଟି ରାଜ୍ୟରୁ ୧୧ଟି ଅତ୍ୟାଧୁନିକ ମେସନ ସହ ଖନନ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚିଛି । ଆଗକୁ ଆହୁରି ମେସନ୍ ଆସିବ । ମାସେ ଭିତରେ କୁଶୁପୁରର ଚିହ୍ନଟ ଅଞ୍ଚଳରୁ ମେସିନ…

ମାଷ୍ଟରସେଫରେ ଓଡିଶାର ‘କ୍ଷୀର ଗଇଁଠା’ । ଜାତୀୟ ସ୍ତରରେ ପୁଣି ଚମକିଲେ ଓଡିଆ

କନକ ବ୍ୟୁରୋ: ଓଡିଶାର ଏକ ପାରମ୍ପରିକ ଖାଦ୍ୟ କ୍ଷୀର ଗଇଁଠାକୁ ଜାତୀୟ ସ୍ତରରେ ଉପସ୍ଥାପିତ କରି ନିଜ ପାଇଁ ପରିଚୟ ତିଆରି କରିଛନ୍ତି ଅବିନାଶ ପଟ୍ଟନାୟକ । ଟିଭି ରିଆଲିଟି ସୋ ମାଷ୍ଟରସେଫର ସେ ଏବେ ଜଣାଶୁଣା ଚେହେରା । ଟପ ୧୬ରେ ସ୍ଥାନ ପାଇବା ପରେ ଆଗକୁ ଓଡିଶାର ପାରମ୍ପରିକ ଖାଦ୍ୟ କିଭଳି…

ପାକିସ୍ତାନରେ ଖାଦ୍ୟ ପାଇଁ ହାହାକାର । ସିନ୍ଧ ପ୍ରଦେଶରେ ଅଟା ପାଇଁ ଦଳଚକଟା

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରେ ଅଟା ପାଇଁ ହାହାକାର ଖେଳିଯାଇଛି । ସରକାର ଯୋଗାଉଥିବା ଅଟା ପାଇଁ ଲୋକେ ଡହଳବିକଳ । ଟ୍ରକରେ ଅଟା ବସ୍ତା ଗଦା ଦେଖି ଅଟା ପାଇବାକୁ ଲୋକଙ୍କ ଭିଡରେ ଆରମ୍ଭ ହୋଇଥିବା ଠେଲାପେଲା କ୍ରମେ ଦଳାଚକଟାର ରୂପ ନେଉଛି । ଆଉ ଏହି ଦଳାଚକଟାରେ ଜଣେ ୪୦ ବର୍ଷ ବୟସ୍କ…

ପରିବା ଫଳାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଉଠୁନି ଅମଳ ଖର୍ଚ୍ଚ, ବିଲରେ ବଡ଼ି ରହିଛି କୋବି ଓ ପନିପରିବା । ଶୀତଳ…

କନକ ବ୍ୟୁରୋ: ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବା ଚାଷୀ । ଅଭାବୀ ବ୍ରିକି ଯୋଗୁଁ ନା’ ମିଳୁଛି ଉଚିତ ପାଉଣା । ନା’ ସାଇତି ରଖିବା ପାଇଁ ରହିଛି ଶୀତଳ ଭଣ୍ଡାର ବ୍ୟବସ୍ଥା । କୋବି ପିଛା ୨ରୁ ୫ ଟଙ୍କାରେ ବିକ୍ରି କରିବା ଅପେକ୍ଷା ବିଲରେ ପରିବା ଉଜାଡ଼ି ଦେଉଛି ଚାଷୀ । ନିଆଳି ଓ ଆଠଗଡ଼ରୁ ଆସିଛି…