Daily Archives

January 4, 2023

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା : ବାନ୍ଧବୀ କହିଲେ ଛାତିଥରା କଥା, ଅପରାଧୀ କହୁଛନ୍ତି ଭିନ୍ନ କଥା

କନକ ବ୍ୟୁରୋ : ଦିଲ୍ଲୀ ହିଟ ଆଣ୍ଡ ରନ ମାମଲା । ସାରା ଦେଶକୁ ଦୋହଲାଇ ଦେଇଛି । ୨୦ବର୍ଷ ବୟସ୍କା ଅଂଜଳୀଙ୍କ ବିଭତ୍ସ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କାରରେ ଅଂଜଳୀଙ୍କ ଗୋଡ ଫଶିଯିବା ଓ ୧୩ କିଲୋମିଟର ଘୋଷାଡ଼ ଘୋଷାଡ଼ି ଯିବା, ଶେଷରେ ହୋଇଥିବା ଛାତିଥରା ମୃତ୍ୟୁ ଘଟଣାକୁ ନେଇ ଏବେ ସବୁଠି…

ବିଭିନ୍ନ ଦେଶରେ ବଢ଼ୁଛି କରୋନା ସଂକ୍ରମଣ। ଭାରତରେ ମାର୍ଚ୍ଚ ମାସରେ ଆସିବ କି ଚତୁର୍ଥ ଲହର? ସ୍ଥିତିର ମୁକାବିଲା ପାଇଁ…

କନକ ବ୍ୟୁରୋ: କରୋନାର ଚତୁର୍ଥ ଲହର ନେଇ ଆକଳନ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଭିତରେ ପ୍ରଶ୍ନ ଆସୁଛି- ଆସିବ କି ଚତୁର୍ଥ ଲହର? ଯଦି ଆସିବ, କେତେ ଭୟାବହ ହେବ ? ଯଦିଓ ଭାରତରେ ୪ର୍ଥ ଲହର ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ, ତଥାପି ବିଭିନ୍ନ ଦେଶରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ…

ରାଜ୍ୟରେ ଆରମ୍ଭ ହେବ ୫-ଜି ସେବା: ସେବା ଯୋଗାଇଦେବେ ଜିଓ, ଏୟାରଟେଲ୍

କନକ ବ୍ୟୁରୋ: ପୂରଣ ହେବାକୁ ଯାଉଛି ରାଜ୍ୟବାସୀଙ୍କ ୫-ଜି ସ୍ୱପ୍ନ । ଜାନୁୟାରୀ ମାସରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହେବ ନିକଟରେ କହିଥିଲେ କେନ୍ଦ୍ର ଆଇଟିମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁବାର ଦିନ ଭୁବନେଶ୍ୱର, କଟକ ସମେତ କିଛି ସ୍ଥାନରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଛି । ଦେଶରେ…

ରାଜଧାନୀରେ ରାତିଅଧରେ ୧୫ ମିନିଟର ଆତଙ୍କରାଜ। ମହିଳା ଏଏସଆଇଙ୍କୁ ଗୋଡାଇଲେ, ଖଣ୍ଡା ବୁଲାଇଲେ।

କନକ ବ୍ୟୁରୋ: ରାଜଧାନୀରେ ପୁଲିସର ପାରିବା ପାଣିଆ ଉପରେ ଉଠିଛି ପ୍ରଶ୍ନ । ଭୁବନେଶ୍ୱର ବିଶ୍ୱକପ ହକି ପାଇଁ ଚଳଚଞ୍ଚଳ ହୋଇଥିବାବେଳେ ଅସାମାଜିକ ଲୋକଙ୍କ ଆତଙ୍କ ପୁଲିସର ନିଦ ହଜାଇଦେଇଛି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ ଦୁର୍ବୃତ ପୁଲିସକୁ ବି ଛାଡୁନାହାନ୍ତି । ରାତି ଅଧରେ ମହିଳା ପୁଲିସ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଷ୍ଟର ଷ୍ଟ୍ରୋକ୍: ‘ଚାଉଳ’ ରାଜନୀତିରେ ଲାଗିଲା କି ନୂଆ ରଙ୍ଗ?

କନକ ବ୍ୟୁରୋ: ନୂଆବର୍ଷ ଅବ୍ୟବହିତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏକ ନିଷ୍ପତି, ରାଜ୍ୟ ରାଜନୀତିରେ ବଡ ପରିବର୍ତନର ସଂକେତ ଦେଉଛି । କାରଣ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମାଗଣା ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୋଦୀ ସରକାର । ଫଳରେ ରାଜ୍ୟର ୩ କୋଟି ୨୬ ଲକ୍ଷ…

ଯାଜପୁରର ଗଛ ମଣିଷ ଗୁଣ୍ଠିରାମ। ୪୦ ବର୍ଷ ହେଲା ଲକ୍ଷାଧିକ ଗଛ ଲଗାଇଲେଣି ଗୁଣ୍ଠିରାମ।

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ ପ୍ରଭାବ ପୃଥିବୀବାସୀ ବର୍ତ୍ତମାନ ଭୋଗୁଛନ୍ତି । ଦିନକୁ ଦିନ ଗଛ ସଂଖ୍ୟା ହ୍ରାସ ପାଇବା ପରେ ଲୋକେ ଡହଳ ବିକଳ ହେଉଛନ୍ତି । ପ୍ରଚଣ୍ଡ ଉତ୍ତାପ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢାଇଚାଲିଛି । ତେବେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ ପରିବେଶ…