Monthly Archives

November 2022

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ବିତରଣ ଉତ୍ସବ । କ୍ରୀଡ଼ା ଜଗତରେ ଉଲ୍ଲେଖେନୀୟ ଅବଦାନ ପାଇଁ ଖେଳାଳୀ ଓ…

କନକ ବ୍ୟୁରୋ : ସମ୍ମାନଜନକ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହ ପ୍ରଦାନ ଉତ୍ସବ ରାଷ୍ଟ୍ରପତି ଭବନରେ ଆୟାଜିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ଖେଳାଳୀଙ୍କୁ ପୁରସ୍କୃତ କରିଛନ୍ତି । ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର କମଳ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଜିଦରେ ଅଟଳ ଆଇନଜୀବୀ । ଆନ୍ଦୋଳନ ହଟାଇବାକୁ ପୋଲିସର ଉଦ୍ୟମ ବେଳେ କଚେରି ଛକରେ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ସମ୍ବଲପୁର ଆଇନଜୀବୀ । ସ୍ଥାୟୀ ବେଞ୍ଚ ଦାବିରେ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଥିଲେ ସମ୍ବଲପୁର ଓକିଲ ସଂଘ । କିନ୍ତୁ ଓକିଲଙ୍କ ଆନ୍ଦୋଳନକୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆନ୍ଦୋଳନ ସ୍ଥଳରେ ପହଁଚିଥିଲା ପୋଲିସ୍…

ଦ କଶ୍ମୀର ଫାଇଲ୍ସକୁ ନେଇ ଇସ୍ରାଏଲ ଫିଲ୍ମ ନିର୍ଦ୍ଦେଶକଙ୍କ ବୟାନ ପରେ ତାତିଲେ କଶ୍ମୀର ପଣ୍ଡିତ । ଘାଟିର ସ୍ଥାନେ…

କନକ ବ୍ୟୁରୋ : ନିଜ ବୟାନରୁ ଓହରିବା ପାଇଁ ନାରାଜ ବିବାଦୀୟ ଇସ୍ରାଏଲ ଫିଲ୍ମ ନିର୍ମାତା ତଥା ଆଇଏଫଏଫଆଇର ଜୁରୀ ମୁଖ୍ୟ ନାଦଭ ଲାପିଡ । ବଲିଉଡ ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ଲାପିଡ ଯେଉଁ ବୟାନ ଦେଇଥିଲେ ଏହାକୁ ସେ ପୁଣି ଥରେ ଦୋହରାଇଛନ୍ତି । ଏକ ସାକ୍ଷାତକାରରେ ନାଦଭ କହିଛନ୍ତି ସେ ତାଙ୍କୁ…

ଆମେରିକା ଓ ଭାରତର ମଜବୁତ ସର୍ମ୍ପକକୁ ନେଇ ଚିନ୍ତାରେ କି ଚୀନ? କହିଲା, ଭାରତ ଓ ଚୀନର ସମ୍ପର୍କ ମଧ୍ୟରେ ହସ୍ତକ୍ଷେପ…

କନକ ବ୍ୟୁରୋ : ପୁଣି ଥରେ ମୁଣ୍ଡ ଟେକିଛି ଚୀନ ଓ ଆମେରିକା ବିବାଦ । ଅର୍ନ୍ତଜାତୀୟ ଗଣମାଧ୍ୟରେ ଏବେ ଚର୍ଚ୍ଚା ସାଉଁଟୁଛି ପେଂଟାଗନର ନୂଆ ଦାବି । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଂଟାଗନର ନୂଆ ରିପୋର୍ଟ ଏଭଳି କିଛି ଇସାରା କରୁଛି । ଭାରତ ଓ ଚୀନ ସୀମା ବିବାଦ ଚାଲିଥିବେେଳେ ବେଜିଂ…

ସୀମାରେ ଚାଲିଛି ଯୁଦ୍ଧାଭ୍ୟାସ । ଭାରତ-ଆମେରିକାର ମିଳିତ ସମରଭ୍ୟାସ ଜାରି

କନକ ବ୍ୟୁରୋ : ଭାରତ ଓ ଆମେରିକା ସେନା ମଧ୍ୟରେ ଆରମ୍ଭ ହୋଇଛି ୧୫ ଦିନିଆ ସମରାଭ୍ୟାସ । ଚୀନ୍ ସୀମାଠୁ ମାତ୍ର ୧୦୦ କିଲୋମିଟର ଦୂରରେ ଥିବା ଉତରାଖଣ୍ଡର ଓଲିରେ ଦୁଇ ସେନା ମଧ୍ୟରେ ଚାଲିଛି ଏହି ଯୁଦ୍ଧଭ୍ୟାସ । ଆମେରିକା-ଭାରତ ମଧ୍ୟରେ ଏ ହେଉଛି ୧୮ ତମ ମିଳିତ ସମରାଭ୍ୟାସ । ପ୍ରତିବର୍ଷ ଦୁଇ…

ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆଜି ଉଦଘାଟିତ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏହି ବାଣିଜ୍ୟ ମହାକୁମ୍ଭକୁ ଉଦଘାଟନ କରିଛନ୍ତି । ଦେଶ-ବିଦେଶର ଶିଳ୍ପପତିଙ୍କୁ ନେଇ ଭୁବନେଶ୍ୱରର ଜନତା ମୈଦାନରେ ଏହା ଆରମ୍ଭ ହୋଇଛି । କନକ୍ଲେଭର ଏହି ତୃତୀୟ ସଂସ୍କରଣରେ ଶହେରୁ ଅଧିକ…