Daily Archives

November 26, 2022

ରୋକି ହେଉନି ରାଗିଂ: ବ୍ରହ୍ମପୁରର ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସିନିୟର ରାଗିଂ କରିଥିବା ଅଭିଯୋଗ

କନକ ବ୍ୟୁରୋ: ବ୍ରହ୍ମପୁରରେ ଦୁଇଜଣ ଛାତ୍ରୀଙ୍କୁ ର୍ୟାଗିଂ ଚର୍ଚ୍ଚା ଥମିନଥିବାବେଳେ ପୁଣି ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଙ୍କୁ ର୍ୟାଗିଂ ସହ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ଆଉ ଭଳି ର୍ୟାଗିଂର ଶିକାର ହୋଇଛନ୍ତି ଜଣେ ଷଷ୍ଠ ଶ୍ରେଣୀର ଛାତ୍ର । ସିନିୟରମାନେ ସଂପକ୍ତ ଛାତ୍ରଙ୍କୁ ମାଡ…

ବିଧାନସଭାରେ ଚାଲିଛି ଶୀତ ଅଧିବେଶନ, ପଦ୍ମପୁରରେ ପ୍ରଚାର କରୁଛନ୍ତି ମନ୍ତ୍ରୀ: କକ୍ଷତ୍ୟାଗ କଲେ ବିଜେପି ସଦସ୍ୟ

କନକ ବ୍ୟୁରୋ: ଗୋଟିଏ ପଟେ ସମବାୟ ମନ୍ତ୍ରୀଙ୍କ ବଦଳରେ ବିଧାନସଭାରେ ଉତର ରଖୁଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଆଉ ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଯାହାକୁ ବିରୋଧ କରି ଅସନ୍ତୋଷ…

ପଦ୍ମପୁରରେ ଅଣଦେଖା ବୁଣାକାର। ଚାଷୀ ପରେ ବଡ ବର୍ଗଙ୍କୁ ଭୁଲିଯାଇଛନ୍ତି ନେତା।

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନମଣ୍ଡଳିର ୬୦ ପ୍ରତିଶତ ଚାଷୀ ପରିବାର ଥିବା ବେଳେ ୨୦ ପ୍ରତିଶତ ଅଛନ୍ତି ବୁଣାକାର ପରିବାର । ଆଉ ବୁଣାକାରଙ୍କ ଏହି ଭୋଟ ବ୍ୟାଙ୍କକୁ ନିଜ ସପକ୍ଷକୁ ନେବା ପାଇଁ ପ୍ରଚାରରେ ଆସି ନେତା ନାନା ପ୍ରତିଶ୍ରୁତି ଦେଉଛନ୍ତି । ଗ୍ରାଉଣ୍ଡ ଜିରୋକୁ ଯାଇ ବୁଣାକାରଙ୍କ…

୪୭ବର୍ଷ ପରେ ସାମ୍ନାକୁ ଆସିଲା ଚନ୍ଦ୍ରର ଚାରିଟି ନୂଆ ସ୍ପଷ୍ଟ ଚିତ୍ର । ନାସାର ମୁନ ମିଶନ ଉତ୍ତୋଳନ କରିଛି ଏହି ଫଟୋ

କନକ ବ୍ୟୁରୋ : ୪୭ବର୍ଷ ପରେ ସାମ୍ନାକୁ ଆସିଲା ଚନ୍ଦ୍ରର ଚାରିଟି ନୂଆ ସ୍ପଷ୍ଟ ଚିତ୍ର । ନାସାର ମୁନ ମିଶନରେ ପଠାଯାଇଥିବା ଓରିୟନ ସ୍ପେଶକ୍ରାପ୍ଟ ଚନ୍ଦ୍ରର ନିକଟରୁ ୪ଟି ଫଟୋ ଉତୋଳନ କରିଛି । ୪ଟି ସ୍ପଷ୍ଟ ଚିତ୍ର ଉତୋଳନ କରାଯାଇଛି । ନାସା ନିଜର ଶକ୍ତିଶାଳୀ ରକେଟ ସ୍ପେଶ ଲଂଚି ସିଷ୍ଟମ ଚନ୍ଦ୍ର…

ପଦ୍ମପୁରରେ ପାୱାର ସୋ’। ମୈଦାନରେ ତିନି ଦଳର ହେଭିୱେଟ ନେତା ।

କନକ ବ୍ୟୁରୋ: ଉପନିର୍ବାଚନ ତାରିଖ ପାଖେଇ ଆସୁଛି । ଏପଟେ ପଦ୍ମପୁର ମୁକାବିଲା ମୈଦାନରେ ଧୁଆଁଧାର ପ୍ରଚାର ଚାଲିଛି । ପଦ୍ମପୁରରେ ତିନି ପ୍ରମୁଖ ଦଳର ବଡ ବଡ ଚେହେରା ପ୍ରଚାର ରାଲିରେ ସାମିଲ ହୋଇ ପଦ୍ମପୁର ରାଜନୀତିକୁ ଉଷ୍ମ କରିଛନ୍ତି । ପଦ୍ମପୁର ନିର୍ବାଚନମଣ୍ଡଳିରେ ଏବେ ତିନି ଦଳର ପାୱାର ଶୋ…

ଋୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ନାଟୋ ମୁଖ୍ୟ ଦେଲେ ବଡ ବୟାନ । କୌଣସି ପରିସ୍ଥିତିରେ ପଛକୁ ନହଟିବାକୁ ଦେଲେ ଚେତାବନୀ

କନକ ବ୍ୟୁରୋ : ଋୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ନାଟୋ ମୁଖ୍ୟ ଦେଲେ ବଡ ବୟାନ । ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଟେଲନବର୍ଗ କହିଛନ୍ତି ଯେ ସ୍ଥିିତି ଯାହା ବି ହେଉନା କାହିଁକି ନାଟୋ ପଛକୁ ହଟିବ ନାହିଁ । ୟୁକ୍ରେନକୁ ନାଟୋ ସବୁପ୍ରକାର ସହଯୋଗ କରିବ ବୋଲି ନାଟୋ ମୁଖ୍ୟ କହିଛନ୍ତି । ଏଥିସହ ରୁଷ ଉପରେ…