Daily Archives

November 25, 2022

ସରକାରୀ କାର୍ଯ୍ୟାଳୟରୁ ହଟାଯିବ ୧୫ ବର୍ଷର ପୁରୁଣା ଗାଡି । କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ଯୋଜନା

କନକ ବ୍ୟୁରୋ : ସରକାରୀ କାର୍ଯ୍ୟାଳୟରୁ ହଟାଯିବ ୧୫ବର୍ଷ ପୁରୁଣା ଗାଡି । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗରେ ଏଣିକି ୧୫ବର୍ଷରୁ ଅଧିକ ପୁରୁଣା ଗାଡି ଗୁଡିକୁ ହଟାଯିବ । ଏନେଇ କେନ୍ଦ୍ର ସରକାର ଏକ ନିୟମ ପ୍ରସ୍ତୁତ କରୁଛନ୍ତି ଓ ଏହା ପୂର୍ବରୁ ରାଜ୍ୟସରକାର ମାନଙ୍କୁ ଚିଠି…

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା, କେନ୍ଦ୍ର ସରକାରଙ୍କୁ ଜବାବ୍ ମାଗିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ସମଲିଙ୍ଗୀଙ୍କ ବାହାଘରକୁ ଆଇନଗତ ମାନ୍ୟତା ମିଳିବା ଉଚିତ ନା ନାହିଁ ଏନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ ପଠାଇ ୪ ସପ୍ତାହ ଭିତରେ ଜବାବ ରଖିବାକୁ କହିଛନ୍ତି…

ଅସ୍ଥିର ରାଜସ୍ଥାନ ରାଜନୀତି । ବଢୁଛି ଗେହଲଟ ଓ ପାଇଲଟ ବିବାଦ

କନକ ବ୍ୟୁରୋ : ରାଜସ୍ଥାନରେ ଘନଉଛି ଗେହେଲଟ ଓ ପାଇଲଟ ବିବାଦ । ବେଶ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଚାଲିଛି ତାହା ଦିନକୁ ଦିନ ବଡ ବିବାଦର ରୂପ ନେଉଛି । ଗୁରୁବାର ପାଇଲଟଙ୍କୁ ଆକ୍ଷେପ କରି ଗେହେଲଟ କହିଥିଲେ କି ସଚିନ…

ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା । ପୁଣି ହେବ ଅଫତାବର ପଲିଗ୍ରାଫ ଟେଷ୍ଟ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ପୁଣି ଥରେ ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ଦିନ ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟେରୀରେ ୮ ଘଂଟା ଧରି ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ତେବେ ରିପୋର୍ଟ ଅନୁସାରେ ଟେଷ୍ଟ ସମୟରେ…

ପାଖଉଛି ନିର୍ବାଚନ, ବଢୁଛି ବୟାନବାଜୀ । ବିଜେପି ଉପରେ ‘ଆପ’ର ଅଭିଯୋଗ

କନକ ବ୍ୟୁରୋ : ବିଜେପି ଉପରେ ଏବେ ଏହି ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଜୀବନରୁ ମାରିଦେବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ଦଳ । ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ…

ପଦ୍ମପୁରରେ ଚାଷୀ ସମାବେଶ ପାଇଁ ବିଜେପିର ବଡ଼ ଯୋଜନା: ଯୋଗ ଦେବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

କନକ ବ୍ୟୁରୋ: ପଦ୍ମପୁର ପାଇଁ ବିଜେପିର ବଡ଼ ପ୍ଲାନ । ଚାଷୀ ପ୍ରସଙ୍ଗକୁ ନେଇ ବଡ଼ ରାଜନୀତି ଚାଲିଥିବା ବେଳେ ଚାଷୀଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତର ରଖିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରକୁ ଆସି ପ୍ରଚାର କରିବେ । ସେହିପରି ବରଗଡ଼-ନୂଆପଡ଼ା ରେଳପ୍ରକଳ୍ପରେ ରାଜ୍ୟ…