Daily Archives

November 22, 2022

ଜୋରନ୍ଦା ମହିମାଗାଦିରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବତୀ ମନ୍ଦିର ,ଧୂଳିସାତ ହେଲା ଧୁନିମନ୍ଦିର ଓ ବାବାଙ୍କ…

କନକ ବ୍ୟୁରୋ: ମହିମା ଗାଦିରେ ବୁଲିଲା ବୁଲଡୋଜର । ଧୂଳିସାତ ହେଲା ଧୂନିଘର । ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ଜବର ଦଖଲ ଉଚ୍ଛେଦ ହୋଇଛି । ଯୋରନ୍ଦା ମହିମା ମୁଖ୍ୟ ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢା ଭିତରେ କୌପିନ ସମାଜ ତାଙ୍କର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର…

ଧାନ ଉଠାକୁ ନେଇ ବଡ଼ ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି, ଜବାବ ରଖିଲା ବିଜେଡି ।

କନକ ବ୍ୟୁରୋ: ଉଠିଲା ଧାନ, ପଦ୍ମପୁରରେ କମ୍ପନ । ବିଳମ୍ବରେ ହେଲେ ସୁଦ୍ଧା ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ବଡ ଧରଣର ରାଜନୀତି ମୁଣ୍ଡ ଟେକିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବାରମ୍ବାର ଧାନ ସଂଗ୍ରହର ତାରିଖ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରିଛି ବିଜେପି ।…

ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ବିଜେଡି ବିଧାୟକଙ୍କୁ ଧମକ । ବନ୍ଧୁକଧାରୀ ଯୁବକଙ୍କ ଧମକ ପରେ ବିଜେଡି-ବିଜେପି…

କନକ ବ୍ୟୁରୋ: ଗୁଳିର ଜବାବ ଗୁଳିରେ ଦିଆଯିବ । ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ଫେସବୁକରେ ନେତାଙ୍କୁ ଧମକ । ବିଜେଡି ବିଧାୟକ ତଥା ପଦ୍ମପୁର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସୁଶାନ୍ତ ସିଂଙ୍କୁ ଏଭଳି ଧମକ ଦିଆଯାଇଛି ।  ଧମକ ଦେଇଥିବା ଯୁବକଙ୍କ ନାଁ ହେଉଛି ପିଙ୍କୁ କାମ୍ପା । ପିଙ୍କୁ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତେରେଛା ବାଣ । ସ୍ୱାସ୍ଥ୍ୟ ଓ କୃଷି ମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ପଢନ୍ତୁ,…

କନକ ବ୍ୟୁରୋ: ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଆକ୍ରମଣାତ୍ମକ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇନପୁଟ ସବସିଡି, ରେଳ ପ୍ରକଳ୍ପ, ଦାଦନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ଅର୍ଚ୍ଚନା ପ୍ରସଙ୍ଗରେ କମ୍ପିବ ବିଧାନସଭା ଶୀତ ଅଧିବେଶନ । ଶାସକ ଦଳକୁ ଘେରିବାକୁ କଂଗ୍ରେସର ପ୍ରସ୍ତୁତି । ବିଜେପି…

କନକ ବ୍ୟୁରୋ: ଓଡିଶା ବିଧାନସଭାକୁ ଉଷ୍ମ କରିବ ଅର୍ଚ୍ଚନା ପ୍ରସଙ୍ଗ । ଆସନ୍ତା ଗୁରୁବାରରୁ ବିଧାନସଭାର ଶୀତ ଅଧିବେଶନ ବସିବାକୁ ଯାଉଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ଏଥର କଂଗ୍ରେସର ମୁଖ୍ୟ ମୁଦ୍ଦା ରହିଛି ଅର୍ଚ୍ଚନା ନାଗ ମାମଲା । ସେହିପରି…

ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗୁଡେଇ ତୁଡେଇ ପ୍ରଶ୍ନ କଲେ ଇଡି ଅଧିକାରୀ । କାଲି ହାଜର…

କନକ ବ୍ୟୁରୋ: ଶେଷରେ ଇଡିରେ ହାଜର ହୋଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ବ୍ୟକ୍ତିଗତ ଭାବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର କଣ ଥିଲା ସମ୍ପର୍କ? କିପରି ତାଙ୍କୁ ବ୍ଲାକମେଲ…