Daily Archives

November 22, 2022

ମହିଳା ହିଂସା ଘଟଣାକୁ ନେଇ ମିଳିତ ଜାତିସଂଘ ମୁଖ୍ୟଙ୍କ ବଡ ବୟାନ: କହିଲେ, ପ୍ରତି ମିନିଟରେ ଜଣେ ଲେଖାଏଁ ମହିଳା ପରିବାର,…

କନକ ବ୍ୟୁରୋ: ଦେଶ ଦୁନିଆରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଉଥିବାବେଳେ ଏବେ ମିଳିତ ଜାତିସଂଘର ମୁଖ୍ୟ ଆଟୋଂନିଓ ଗୁଟରେସଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । ୟୁଏନ ମୁଖ୍ୟ କହିଛନ୍ତି ଯେ ପ୍ରତି ୧ ମିନିଟରେ ଜଣେ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁ ବା ପରିବାର ଲୋକମାନେ ହତ୍ୟା କରୁଛନ୍ତି ।…

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର: ୭୧ ହଜାର ଆଶାୟୀଙ୍କୁ ମିଳିଲା ଚାକିରି

କନକ ବ୍ୟୁରୋ: ମଙ୍ଗଳବାର ୨ୟ ଥର ପାଇଁ ପୁଣି ୭୧ ହଜାର ଯୁବକ, ଯୁବତୀଙ୍କୁ ଦିଆଯାଇଛି ନିଯୁକ୍ତି ପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୪୫ଟି ସ୍ଥାନରେ ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଦେଶର ବିକାଶରେ ନୂତନ ଶକ୍ତି ସଂଚାର ହେବ । ଦେଶରେ…

ଜେଲ ଭିତରେ ମନ୍ତ୍ରୀଙ୍କୁ ମାଲିସ ଘଟଣାରେ ନୂଆ ମୋଡ: ଫିଜିଓଥେରାପିଷ୍ଟ ନୁହେଁ ଦୁର୍ଷ୍କମ ଦୋଷୀ ସତ୍ୟେନ୍ଦ୍ର ଜୈନଙ୍କୁ…

କନକ ବ୍ୟୁରୋ: ତିହାର ଜେଲରେ ଦିଲ୍ଲୀ ମନ୍ତ୍ରୀଙ୍କୁ ମାଲିସ ଦେଉଥିବା ଏହି ବ୍ୟକ୍ତିଙ୍କ ଉପରେ ନଜର ପକାନ୍ତୁ । ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କେବେ ମୁଣ୍ଡରେ ସେ ତେଲ ମାଲିସ କରୁଛି ତ ପୁଣି କେବେ ଦେହ ଘଷାମୋଡ଼ା କରୁଛି । ଆଉ କେବେ ହାତ ମୋଡି ଦେଉଛି । ପୁଣି କେବେ ପାଦରେ ତେଲ ମାଲିସ କରୁଛି ।…

ଦୋଷ ମାନିଲା ସଇତାନ ପ୍ରେମିକ: ରାଗକୁ ଆୟତ କରିନପାରି ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିିଥିବା ସ୍ୱିକାର କଲା ଅଫତାବ

କନକ ବ୍ୟୁରୋ: ଦିଲ୍ଲୀ ସାକେତ କୋର୍ଟରେ ହାଜର ହୋଇ ଜଜ୍ଙ୍କ ସାମ୍ନାରେ ନିଜ ଦୋଷ ସ୍ୱିକାର କରିଛି ଦିଲ୍ଲୀ ବର୍ବର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲ । ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ କୋର୍ଟରେ ବଡ଼ ସ୍ୱୀକାରୋକ୍ତି କରିଛି । ଶ୍ରଦ୍ଧାକୁ ହିଟ୍ ଅଫ୍ ଦି…