Daily Archives

November 21, 2022

ରାଜଧାନୀ ରାସ୍ତା ହେଲା ଲାଲ-ହଳଦୀ ରଙ୍ଗରେ ରଙ୍ଗୀନ: ସରକାରଙ୍କ ତାଗିଦକୁ ଭ୍ରୁକ୍ଷେପ ନକରି ଆନ୍ଦୋଳନକୁ ଓହ୍ଲାଇଲେ…

କନକ ବ୍ୟୁରୋ: ଆନ୍ଦୋଳନରେ ସାମିଲ ହେବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମାଙ୍କୁ ନ ମାନି ଭୁବନେଶ୍ୱରର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନୱାଡି କର୍ମୀ । ଆଉ ବିଭିନ୍ନ ଦାବି ପୂରଣ ପାଇଁ କରିଛନ୍ତି ନାରାବାଜି । ୮ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି…

ବିହାରରେ ରୋଡରେଜ୍ ଘଟଣା: ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ମୃତ୍ୟୁର ଫାଶରେ ପଡିଲା ୧୨ଜଣଙ୍କ ଜୀବନ

କନକ ବ୍ୟୁରୋ: ବିହାରର ବୈଶାଳୀରେ ଛାତି ଥରାଇବା ଭଳି ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଏକାଠି ହୋଇ ଲୋକେ ପୂଜା କରୁଥିବା ବେଳେ ହଠାତ୍ ମୃତ୍ୟୁର ଦାନବ ସାଜି ମାଡିଯାଇଥିଲା ଏକ ଦ୍ରୁତଗାମୀ ଟ୍ରକ ଆଉ ଆଖି ପିଛୁଳାକେ ଲୋକଙ୍କ ଉପରେ ଚଢିଯାଇ ଘଟାଇଥିଲା ଦୁର୍ଘଟଣା । ଏଥିରେ ୭ ଜଣ…

ମାଙ୍ଗାଲୁରରେ ଅଟୋ ବିସ୍ଫୋରଣ: ଅଟୋରୁ ମିଳିଛି ପ୍ରେସର୍ କୁକର୍ ଆଉ ସିମ୍

କନକ ବ୍ୟୁରୋ: କର୍ଣ୍ଣାଟକର ମାଙ୍ଗାଲୁରରେ ଅଚାନକ ବିଚ୍ ରାସ୍ତାରେ ଅଟୋ ବିସ୍ଫୋରଣ ଘଟଣା । ଶନିବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ୍ ରହିଥିବା ଜଣାପଡିଛି । ଏହି ଘଟଣାରେ ଜଣେ ଯାତ୍ରୀଙ୍କ ସହ ଡ୍ରାଇଭର ଆହାତ ହୋଇଥିଲେ । ତେବେ ଯାତ୍ରୀଙ୍କ ବ୍ୟାଗ୍ରେ ଥିବା ସନ୍ଦେହଜନକ…

ଶ୍ରଦ୍ଧା ହତ୍ୟାକାଣ୍ଡରେ ଫିଟୁଛି ଗୁମର: ସର୍ଚ୍ଚ ଅପରେସନରେ ଜଙ୍ଗଲରୁ ଖପୁରୀ, ଦାନ୍ତ ଜବତ

କନକ ବ୍ୟୁରୋ: କେମିତି, କାହିଁକି ଓ କେଉଁଠି ଜହ୍ଲାଦ ଆଫତାବ ନିଜ ଲିଭ-ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ କଲା ବିଭତ୍ସ ହତ୍ୟା ? ଏହା ପଛରେ ପ୍ରକୃତରେ କଣ ରହିଛି କାରଣ? ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ନା ଆଉ କିଛି? ଏହାର କାରଣ ଖୋଜି ଖୋଜି ଏବେ ଉଭୟ ଦିଲ୍ଲୀ ଓ ମୁମ୍ବାଇ ପୁଲିସ ହାତରେ…

ଅର୍ଚ୍ଚନାଙ୍କ ନାଗଫାଶ ଓ ମନିଲଣ୍ଡରିଂ ନେଇ ତନାଘନା । ପ୍ରଭାବଶାଳୀଙ୍କ ଗୁମର ଖୋଲିପାରେ ଇଡି 

କନକ ବ୍ୟୁରୋ: ଦିନକୁ ଦିନ ରୋଚକ ହେବାରେ ଲାଗିଛି ଅର୍ଚ୍ଚନା ନାଗ ମାମଲା । ଇଡି ସକ୍ରିୟ ହେବା ପରେ ଖୁବଶୀଘ୍ର ବଡ ବଡ ନେତା, ବ୍ୟବସାୟୀଙ୍କୁ ସମନ୍ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ତେବେ କେଉଁ ନେତାଙ୍କୁ ଇଡି ସମନ୍ କରିବ ତାହା ସ୍ପଷ୍ଟ ହୋଇ ନଥିଲେ ବି, ଅର୍ଚ୍ଚନାଙ୍କ ଲିଙ୍କରେ…

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ: ଏବେ ସୁଦ୍ଧା ୪୮ମୃତ, ୭ଶହରୁ ଅଧିକ ଆହତ ସୂଚନା

କନକ ବ୍ୟୁରୋ: ସାତ ଦିନ ନପୁରୁଣୁ ପୁଣି ଥରେ ଭୁକମ୍ପ ଝଟକାରେ ଥରିଲା ଇଣ୍ଡୋନିଆ । କେଉଁଠି ରାସ୍ତାରେ ଯାଉଥିବା ଲୋକମାନେ ଦୋହଲିଯାଇଛନ୍ତି , କେଉଁଠି ଘରଗୁଡିକ ଭାଙ୍ଗି ମାଟିରେ ମିଶିିଛି । ଭୟରେ ଘରୁ ବାହାରି କିଏ କେଉଁଠି ଜୀବନ ବଂଚାଇବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଛନ୍ତି । କେବଳ ସେତିକି…