Daily Archives

November 19, 2022

ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ, ଭକ୍ତଙ୍କ ସ୍ପର୍ଶରେ ହେଉଛି ପତଳା। ସୁରକ୍ଷା ପାଇଁ ସ୍ତମ୍ଭର ଚାରିପଟେ ଦିଆଯିବ ଷ୍ଟିଲ…

କନକ ବ୍ୟୁରୋ: ଦୁର୍ବଳ ହେଲାଣି ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ । ଭକ୍ତଙ୍କ ସ୍ପର୍ଶରେ ହେଉଛି ପତଳା । ରୂପାରେ ହେବ ଆଛାଦିତ । ପ୍ରଶାସନର ରିପୋର୍ଟ ଅନୁସାରେ ଭକ୍ତଙ୍କ ସ୍ପର୍ଶ ଯୋଗୁଁ ଗରୁଡ ସ୍ତମ୍ଭ କ୍ଷୟ ହେବାରେ ଲାଗିଛି । ଭକ୍ତ କୋଳାଗ୍ରତ କରିବା ଫଳରେ ପତଳା ହେଉଛି ସ୍ତମ୍ଭ । ଏହା ଗରୁଡ…

ଜେଲରେ ମନ୍ତ୍ରୀଙ୍କୁ ମସାଜ୍। ସାମ୍ନାକୁ ଆସିଲା ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରିବାର ଭିଡିଓ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛ ଦିଲ୍ଲୀ ମନ୍ତ୍ରୀଙ୍କ ଭିଡିଓ । କୁହାଯାଉଛି ଏହି ଦୃଶ୍ୟ ଦିଲ୍ଲୀ ତିହାର ଜେଲ ଭିତରର । ମସାଜ ନେଉଥିବା ବାବୁ ଜଣଙ୍କ ହେଉଛନ୍ତି ଦିଲ୍ଲୀର ପାୱାରଫୁଲ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ବେଆଇନ ଭାବେ ତିନି କମ୍ପାନିକୁ ଅନୁକମ୍ପା ଦେଖାଇ ଲାଞ୍ଚ ନେବା…

ବ୍ରହ୍ମପୁରରେ ପୁଣି ରାଗିଂ! ଅଭିଯୋଗ ଆଣିଲେ ଯୁକ୍ତ ଦୁଇ ଛାତ୍ରୀ।

କନକ ବ୍ୟୁରୋ: ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣା ଚର୍ଚ୍ଚାରେ ଥିବା ବେଳେ ଏବେ ଖଲ୍ସିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଛି ସମାନ ଅଭିଯୋଗ । ଆଉ ଏ ହେଉଛି ରାଗିଂ ନେଇ ଯୁକ୍ତ ଦୁଇ ଛାତ୍ରୀ କରିଥିବା ଅଭିଯୋଗପତ୍ର । ପାଠ ପଢିବା ବେଳେ ସାମ୍ନା କରୁଥିବା…

ଇଚ୍ଛାଧୀନ କୋଟା କେଳେଙ୍କାରୀ, ଗୋଟିଏ ପ୍ଲଟ କିମ୍ବା ଘର ପାଇଥିଲେ ମାଫ୍। ୟୁ-ଟର୍ଣ୍ଣ ନେଲେ ରାଜ୍ୟ ସରକାର।

କନକ ବ୍ୟୁରୋ: ବିଡିଏ, ସିଡିଏ ଓ ହାଉସିଂବୋର୍ଡରୁ ଇଚ୍ଛାଧୀନ କୋଟାରେ ଗୋଟିଏ ପ୍ଲଟ କିମ୍ବା ଘର ପାଇଥିବା ବ୍ୟକ୍ତିବିଶେଷଙ୍କୁ ଆଶ୍ୱସ୍ତି ମିଳିଛି । ୮ ବର୍ଷ ତଳୁ ଏହାକୁ ନେଇ ଯେଉଁ ବିବାଦ ଚାଲିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ସରକାର । ଇଚ୍ଛାଧୀନ କୋଟାରେ ଏକକ ପ୍ଲଟ କିମ୍ବା…

ପୁଣି ବୟାନକୁ ନେଇ ବିବାଦରେ ଅଭିନେତ୍ରୀ ଜୟା ବଚ୍ଚନ । ଭାରତୀୟ ମହିଳାଙ୍କ ପୋଷାକ ପରିଧାନକୁ ନେଇ ଉଠାଇଲେ ପ୍ରଶ୍ନ

କନକ ବ୍ୟୁରୋ : ବଲିଉଡର ବିଗତ ଦିନର ବରିଷ୍ଠ ଅଭିନେତ୍ରୀ ତଥା ରାଜ୍ୟସଭା  ସାଂସଦ ଜୟା ବଚ୍ଚନ ପୁଣି ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥରକ ଜୟା ପାଶ୍ଚାତ୍ୟ ପୋଷାକକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନାତୁଣୀ ନଭ୍ୟା ନଭେଲୀ ଆରମ୍ଭ କରିଥିବା ନୂଆ ଟକ୍ ଶୋରେ ଜୟା ଓ ଝିଅ ଶ୍ୱେତା…

ୟୁକ୍ରେନକୁୁ ସମ୍ପୂର୍ଣ୍ଣ ମାଟିରେ ମିଶାଇବା ପାଇଁ ଚେଷ୍ଟା କରୁଛି ରୁଷ । ଆଗକୁ ବ୍ୟବହାର କରିପାରେ ପୁଅର ମ୍ୟାନ…

କନକ ବ୍ୟୁରୋ : ୧୦ମାସ ହେବ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହା ଭିତରେ ପୁଣିଥରେ ଆକ୍ରମଣକୁ ଜୋରଦାର କରିଛି କ୍ରେମଲିନ । ଅର୍ନ୍ତଜାତୀୟ ମିଡିଆ ରିପୋର୍ଟ ଅନୁସାରେ ୟୁକ୍ରେନର କିଛି ସ୍ଥାନରେ ରୁଷ ‘ପୁଅର ମ୍ୟାନ ନ୍ୟୁକ୍ଲିୟର ୱିପନ’ ବା ହତିଆରର ବ୍ୟବହାର କରିବାକୁ ଯୋଜନା କରୁଛି । ଏହା…