Daily Archives

November 15, 2022

କୁକୁର କାମୁଡାରେ ରକ୍ତାକ୍ତ ହେଲେ ବାଳକ। ତେଜିଲା ବିବାଦ, ଥାନାରେ ପହଞ୍ଚିଲା ମାମଲା।

କନକ ବ୍ୟୁରୋ: ଗତ ସପ୍ତାହରେ ନିଜ କଲୋନୀ ଭିତରେ ଖେଳୁଥିଲେ ଅର୍ଜୁନ । ହଠାତ ଶୁଭିଲା ଚିକ୍ରାର । ଦେଖିଲା ବେଳକୁ ରକ୍ତରେ ଜୁଡୁବୁଡୁ ହୋଇସାରିଥିଲେ କୁନି ଛୁଆ । ପୋଷା କୁକୁର କାମୁଡାରେ ଲହୁଲୁହାଣ ହୋଇଥିଲେ ଶିଶୁ ଜଣକ । କୁକୁର କାମୁଡାରେ ଆହାତ ହେଲା ପରେ ନିଆଗଲା ଡାକ୍ତରଖାନା । ଅର୍ଜୁନ…

ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ସାଂଘାତିକ ସତ! ୱେବସିରିଜ୍ ଦେଖି ହତ୍ୟା କରିଥିଲା ପିଶାଚ ପ୍ରେମିକ।

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ସାଙ୍ଘାତିକ ଓ ଥରାଇ ଦେଲାଭଳି ତଥ୍ୟ ସାମ୍ନାକୁ ଆସୁଛି । ନିଜ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଅଫତାବ ଅମିନ ପୁନାୱାଲା ଏବେ ଜେଲର କାଳକୋଠରୀ ଭିତରେ । ହେଲେ ତଦନ୍ତ ବେଳେ ସେ ଯେଉଁ କଥା…

ଫସଲ ବୀମାକୁ ନେଇ ରାଜନୀତି। ଚାଷୀଙ୍କୁ ମନାଇବାକୁ ଲାଗିପଡିଛନ୍ତି ସରକାର ଏବଂ ବିରୋଧୀ।

କନକ ବ୍ୟୁରୋ: ଫସଲ ବୀମା ଦାବି କରି ଧାରଣାରେ ବସିରହିଛନ୍ତି ବରଗଡ ଜିଲ୍ଲା ପଦ୍ମପୁରର ଚାଷୀ । କେନ୍ଦ୍ର-ରାଜ୍ୟ ଟଣାଓଟରା ଭିତରେ ଏମାନଙ୍କ ଦାବିକୁ କେହି କର୍ଣ୍ଣପାତ କରୁନଥିଲେ । କିନ୍ତୁ ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ପରିସ୍ଥିତି ସୃଷ୍ଟି ହେଲା । ତେଣୁ ଏବେ…

ପଦ୍ମପୁରରୁ ଦିଲ୍ଲୀ, ଫସଲ ବୀମାକୁ ନେଇ ରାଜନୀତି। ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର କୃଷିମନ୍ତ୍ରୀ ବୀମା ଟଙ୍କା…

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଭଣ୍ଡାର ଖୋଲିଲେ ନବୀନ । ମରୁଡି ପ୍ରଭାବିତ ଚାଷୀଙ୍କୁ ମିଳିବ ୨୦୦ କୋଟି ଟଙ୍କା ।ଫସଲ ବୀମାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତିି । ମରୁଡି ପ୍ରଭାବିତ ଚାଷୀଙ୍କୁ ମିଳିବ ୨୦୦ କୋଟି ଟଙ୍କା କ୍ଷତିପୂରଣ । ଏହି…

ଜନସମ୍ପର୍କ ଯାତ୍ରାରେ ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ। କହିଲେ, ଚାଲିଛି ଷଡ଼ଯନ୍ତ୍ର, କିଛି ଲୋକ ଭାବୁଛନ୍ତି ଯାହା…

କନକ ବ୍ୟୁରୋ: ଶାସକ ବିଜେଡି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ । କେବଳ ଏହା ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଛି ତାହା ନୁହେଁ ବରଂ ଛିଡ଼ା କରିଛି ପ୍ରଶ୍ନର ପାହାଡ଼ । କିଏ କରୁଛି ଷଡ଼ଯନ୍ତ୍ର? କାହା ଉଦ୍ଦେଶ୍ୟରେ ସଞ୍ଜୟଙ୍କ ଏହି ବୟାନ? ନା’ ନନେଇ କାହାକୁ ଟାର୍ଗେଟ୍ କଲେ…

ଡ୍ୱେନ ବ୍ରାଭୋଙ୍କୁ ରିଲିଜ କଲା ଚେନ୍ନାଇ: ନିଜ ଅଧିନାୟକଙ୍କୁ ଛାଡିଲେ ହାଇଦ୍ରାବାଦ, ପଞ୍ଜାବ

କନକ ବ୍ୟୁରୋ: ଆଇପିଏଲ ୨୦୨୩ର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆଜି ସମସ୍ତ ଦଳ ନିଜ ରିଟେନ ଲିଷ୍ଟ ଜାରି କରିଦେଇଛନ୍ତି । ତେବେ ଡ୍ୱେନ ବ୍ରାଭୋ, କେନ ୱିଲିୟମସନ, ମୟଙ୍କ ଅଗ୍ରୱାଲଙ୍କ ଭଳି ବଡ ଖେଳାଳିଙ୍କୁ ଏଥର ଅକ୍ସନକୁ ଯିବାକୁ ପଡିବ । ଡିସେମ୍ବର ଶେଷ ଆଡକୁ ଆଇପିଏଲର ମିନି ଅକ୍ସନ ହେବାର…