Daily Archives

November 12, 2022

ମାଓବାଦୀ ସଜାଇ ମାରିଦେଲା କି ପୁଲିସ? ମୃତକକୁ ଦିନ ମଜୁରିଆ କହିଲେ ଗାଁ ଲୋକ

କନକ ବ୍ୟୁରୋ: ୧୦ ତାରିଖ ରାତିରେ ପୁଲିସ ଏନକାଉଂଟରରେ ମୃତ୍ୟୁବରଣ କରିଛନ୍ତି ଧନ କମାର । ମାଓବାଦୀଙ୍କ ସହ ଏନକାଉଂଟର ବେଳେ ତାଙ୍କର ଜୀବନ ଯାଇଥିବା ପୁଲିସ କହୁଥିବା ବେଳେ ଗାଁ ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି, ସେ ଜଣେ ଦିନ ମଜୁରିଆ । ଗଂଜେଇ ମାଫିଆମାନେ ତାଙ୍କୁ ଗଂଜେଇ ଚାଲଣ…

ଖୋଲୁଛି ଖଗେଶ୍ୱରର ପେଡି: ଅର୍ଚ୍ଚନାଙ୍କ ସହ କି ସମ୍ପର୍କ ଥିଲା, ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ଇଡି ଅଧିକାରୀ

କନକ ବ୍ୟୁରୋ: ଖଗେଶ୍ୱର ଖୋଲୁଛି ନାଗ ସାମ୍ରାଜ୍ୟର ଗୁମର । ରିମାଣ୍ଡର ଦ୍ୱିତୀୟ ଦିନରେ ଖଗେଶ୍ୱରକୁ ଗୋଡ଼ାଇ ତୋଡ଼ାଇ ପ୍ରଶ୍ନ କରୁଛନ୍ତି ଇଡି ଅଧିକାରୀ । ପ୍ରଶ୍ନବାଣରେ ଘାଇଲା ଖଗେଶ୍ୱରର ମିଛ ଭିତରୁ ସତ ଉଗାରିବାରେ ସକ୍ଷମ ହୋଇଛି ଇଡି । ଖଗେଶ୍ୱର ଦେଇଛି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ…

ଗୋଟିଏ ଜାହାଜରୁ ଚିହ୍ନଟ ହେଲେ ୮ଶହ କରୋନା ସଂକ୍ରମିତ । ଚିନ୍ତାରେ ଅନ୍ୟ ୪୬ଶହ ଯାତ୍ରୀ

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଏକ ଜାହାଜରୁ ୮୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜାହାଜଟିକୁ ଅଷ୍ଟ୍ରେଲିୟାର ସିଡନୀରେ ଡକ୍ କରାଯାଇଛି । ମାଜିଷ୍ଟିକ୍ ପ୍ରିନ୍ସସେସ୍ ନାମକ ଏକ ଜାହାଜଟି ନ୍ୟୁଜଲ୍ୟାଣ୍ଡରୁ ୪୬୦୦ ଯାତ୍ରୀ ଓ ଚାଳକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରାର ୧୨ ଦିନ ମଧ୍ୟରେ…

ହିମାଚଳରେ ୬୮ ଟି ବିଧାନସଭା ଆସନ ପାଇଁ ସରିଲା ମତଦାନ । ଡିସେମ୍ବର ୮ ରେ ଭୋଟ ଗଣତି

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ମତଦାନ ହୋଇଛି । ହିମାଚଳ ପ୍ରଦେଶର ମୋଟ୍ ୬୮ ବିଧାନସଭା ଆସନ ପାଇଁ ଶନିବାର ଭୋଟଗ୍ରହଣ ହୋଇଛି । ରାଜ୍ୟର ୭ହଜାର ୮୮୧ ମତଦାନ କେନ୍ଦ୍ରରେ ମତଦାନ କରାଯାଇଛି । ସକାଳ ୮ ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୦ ଯାଏଁ ଚାଲିଥିଲା । ଜେପି ନଡ୍ଡା ବିଲାସପୁରରେ…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ମଇଦାନ: କାହାକୁ ବିଜେଡି କରିବ ପ୍ରାର୍ଥୀ, ତା’ ଉପରେ ନଜର

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପରେ ସମସ୍ତଙ୍କ ନଜର ଏବେ ପଦ୍ମପୁର ଉପନିର୍ବାଚନ ଉପରେ ରହିଛି । ପଦ୍ମପୁରରେ ବିଜୟୀ ହୋଇ ବିଜୟଧାରାକୁ ବଜାୟ ରଖିବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ ଗହ ରକ୍ଷା କରିବା ଲକ୍ଷ୍ୟରେ ରହିଛି ବିଜୁ ଜନତା ଦଳ । ଆଉ କଂଗ୍ରେସ ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ…

ଗୁଜରାଟ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ଭୋଟ ପାଇଁ ଦଳ ଦେଲା ମାଳମାଳ ପ୍ରତିଶ୍ରୁତି

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଭୋଟ ପାଇଁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି । ଗୋଟେପଟେ ହିମାଚଳପ୍ରଦେଶ ନିର୍ବାଚନ ପାଇଁ ଭୋଟ ପଡୁଥିବାବେଳେ ଅନ୍ୟପଟେ ଗୁଜରାଟ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି କଂଗ୍ରେସ । ରାଜସ୍ଥାନ…