Daily Archives

November 9, 2022

ଭୂକମ୍ପରେ କମ୍ପିଲା ନେପାଳ । ଭାଙ୍ଗିଗଲା ବହୁ ଘର, ଚାଲିଗଲା ୬ ଜଣଙ୍କ ଜୀବନ

କନକ ବ୍ୟୁରୋ : ଯେତେବେଳେ ବିଶ୍ୱର ଅଧିକାଂଶ ଲୋକେ ଶୋଇଥିଲେ, ନେପାଳରେ ହଠାତ୍ ଘଟିଲା ଭୂମିକମ୍ପ । ସମୟ, ରାତି ୧ଟା ୫୫ ମିନିଟ୍ ହେବ । ଠିକ୍ ସେତେବେଳେ ନେପାଳରେ ହୋଇଥିଲା ଭୂମିକମ୍ପ । ପାଖାପାଖି ୧ ମିନିଟ୍ ଯାଏଁ ଏହାର ପ୍ରଭାବ ଅନୂଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତ୍ରୀବତା ରହିଥିଲା…

ବେସରକାରୀ ଚାକିରି ସରକାରୀ ଦଲାଲ: ଅସ୍ଥାୟୀ ଚାକିରି ପାଇଁ ହେଉଛି ମୋଟା ଅଙ୍କର ଡିଲ୍

କନକ ବ୍ୟୁରୋ: ମାଲକାନଗିରିରେ ଅସ୍ଥାୟୀ ଚାକିରି ପାଇଁ ବଡ ମୋଟା ଅଙ୍କର ଡିଲ୍ । ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୁର୍ଣ ବିଭାଗରେ ଆଉଟସୋର୍ସିଙ୍ଗ ମାଧ୍ୟମରେ ନିଯୁକ୍ତି ଜାରି ରହିଛି । ଆଉ ଏହି ପଦ ପଦବୀ ଗୁଡିକ ଲାଗି ବେଧଡକ ଭାବେ ଲାଂଚ କାରବାର ହେଉଛି ମାଲକାନଗିରିରୋ ଆଉ କନକ ନ୍ୟୁଜ ହାତରେ…

ଶିକ୍ଷା ପାଇଁ ଆବଶ୍ୟକ ଫି’କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଆନ୍ଧ୍ର ସରକାର ଓ ମେଡିକାଲ କଲେଜ ଉପରେ ୫…

କନକ ବ୍ୟୁରୋ : ଶିକ୍ଷା ପାଇଁ ଆବଶ୍ୟକ ଫି’କୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ଆବେଦନ ଉପରେ ଶୁଣାଣୀ କରି କହିଛନ୍ତି କି ଟିସ୍ୟୁନ ଫି’ ସୁଲଭ କର । ଶିକ୍ଷା ବ୍ୟବସାୟ କେବଳ ଲାଭ ପାଇବା ପାଇଁ ଏକ ମାଧ୍ୟମ ନୁହେଁ । ତେଣୁ ଶିକ୍ଷାଦାନ ସବୁବେଳେ ସୁଲଭ…

ମନମୋହନ ସିଂଙ୍କୁ ପ୍ରଶଂସା କଲେ ନୀତିନ ଗଡକରୀ । “ଦେଶର ଆର୍ଥିକ ସଂସ୍କାର ପାଇଁ ଦେଶ ରହିବ ଋଣୀ”

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ବୟାନ ଦେଇଛନ୍ତି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉଦ୍ଦେଶ୍ୟରେ ରହିଛି ଏହି ବୟାନ । ଦେଶର ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ ମନମୋହନ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଦେଶ ତାଙ୍କ ନିକଟରେ ରୁଣୀ ବୋଲି ଗଡକରୀ…

ହିମାଚଳରେ ଷ୍ଟାର ପ୍ରଚାରଙ୍କ ଜୋରଦାର ନିର୍ବାଚନୀ ପ୍ରଚାର । ୪ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି କଲେ ମେଗା ରାଲି

କନକ ବ୍ୟୁରୋ : ହିମାଚଳ ନିର୍ବାଚନ ପାଇଁ ପ୍ରଚାର ଶେଷ ପଯ୍ୟାୟରେ ପହଂଚିଛି । ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ହିମାଚଳପ୍ରଦେଶ ପାଇଁ ଲଗାତାର ରାଲି କରୁଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ…

ହେତୁବାଦୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା: ଜଗନ୍ନାଥ ସଂସ୍କୃତି ଓ ଧର୍ମୀୟ ଭାବନାକୁ ଆଘାତ କରୁଥିବା ଅଭିଯୋଗ

କନକ ବ୍ୟୁରୋ: ପରାଗ ଓ ଗ୍ରହଣରେ ଭୋଜି କରିବା ଘଟଣାକୁ ନେଇ ହେତୁବାଦୀ ଓ ପରଂପରାବାଦୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟଣା ଥାନାରେ ପହଂଚିଛି । ମାରପିଟ ପରେ ପ୍ରଥମେ ହେତୁବାଦୀ ଥାନାରେ ଏତଲା ଦେଇଥିଲେ ଏବେ ନ୍ୟାୟଦାବିରେ ପରଂପରାବାଦୀ ବିଭିନ୍ନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରହଣ ସମୟରେ…