Daily Archives

November 7, 2022

ରାଜ୍ୟ ୩ ଜଣ ନର୍ସଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ୩ ଜଣ ନର୍ସଙ୍କୁ  ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ-୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ୩ ଜଣଙ୍କୁ ସମ୍ମାନିତ କରିଛନ୍ତି । ଏମାନେ ହେଲେ…

୬ ରାଜ୍ୟର ଉପନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା: ୪ ଆସନରେ ଫୁଟିଲା ପଦ୍ମ, ୩ ସିଟରେ ଆଞ୍ଚଳିକ ଦଳମାନଙ୍କ ଦବଦବା

କନକ ବ୍ୟୁରୋ: ସାମ୍ନାକୁ ଆସିଛି ୬ ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଫଳାଫଳା । ଏଥରକ ଜାତୀୟ ଦଳ ଓ ଆଂଚଳିକ ଦଳଗୁଡିକ ମଧ୍ୟରେ ଫଳାଫଳ ବରାବର ରହିଛି । । ନଭେମ୍ବରରେ ୬ତାରିଖ ପ୍ରକାଶିତ ଫଳାଫଳରେ ଉତରପ୍ରଦେଶ, ହରିଆଣା, ବିହାର ଓ ଓଡ଼ିଶାରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିବାବେଳେ…

ପ୍ରତିବର୍ଷ ମହାମାରୀ ଆଣୁଛି କର୍କଟ । ଓଡ଼ିଶାରେ ବର୍ଷକୁ ପ୍ରାୟ ୧୮ ହଜାର ଲୋକଙ୍କ ଜୀବନ ନେଉଛି କ୍ୟାନସର୍ ।

କନକ ବ୍ୟୁରୋ: ପ୍ରତିବର୍ଷ ମହାମାରୀ ଆଣୁଛି କର୍କଟ । ପ୍ରତିବର୍ଷ ଓଡ଼ିଶାରେ ପ୍ରାୟ ୫୦ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ପ୍ରାୟ ୧୮ ହଜାର ରୋଗୀଙ୍କ ମୃତ୍ୟୁ ହେଉଛି । କର୍କଟ ରୋଗରେ ପୁରୁଷଙ୍କ ମଧ୍ୟରେ ମୁଖ କର୍କଟ ଏବଂ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଅଧିକ ଦେଖିବାକୁ ମିଳୁଛି…

ନଗଦ ଟଙ୍କାର ମୋହ ଛାଡିନାହାନ୍ତି ଦେଶବାସୀ: ଲୋକଙ୍କ ନିକଟରେ ରହିଛି ପ୍ରାୟ ୩୧ ଲକ୍ଷ କୋଟି ଟଙ୍କାର ନୋଟ୍

କନକ ବ୍ୟୁରୋ: ନଗଦରାଶିକୁ କମ୍ କରବା ଓ ଦୁର୍ନୀତିକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍ ୬ବର୍ଷ ତଳେ ଏହି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅଚଳ ହୋଇଯାଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ । ନୋଟ ଅଚଳ ହୋଇଯିବା ପରେ କୋଟି କୋଟି ଲୋକ ଟଙ୍କା…

ଆର୍ଥିକ ଅନଗ୍ରସର ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଦେଶରେ ଜାରି ରହିବ ସରକାରୀ ଚାକିରୀ ଓ ଶିକ୍ଷା…

କନକ ବ୍ୟୁରୋ: ଉଚ୍ଚ ଜାତିର କିନ୍ତୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଏହି କୋଟା…

ପାଠ ପଢ଼ିବାକୁ ଆସିଥିଲେ, ହେଲେ ପ୍ରେମ ପାଇଁ ବିଷ ପିଇଦେଲେ: ହସ୍ପିଟାଲରେ ଛାଡ଼ି ଚାଲିଗଲେ ସନ୍ଦିଗ୍ଧ ଯୁବତୀ 

କନକ ବ୍ୟୁରୋ: ପାଠ ପଢ଼ିବା ପାଇଁ ପିଲାଟି ଆସିଥିଲା ଭୁବନେଶ୍ୱର । ହଠାତ୍ ଫୋନ୍ ଆସିଲା, ଆପଣଙ୍କ ପୁଅ ବିଷ ପିଈ ଦେଇଛି, ତୁରନ୍ତ ହସ୍ପିଟାଲ ଆସ । ଜଣେ ଯୁବତୀଙ୍କ ଫୋନ୍ କଲ ପାଇଁ ହସ୍ପିଟାଲ ପହଂଚିଲା ବେଳକୁ ପିଲାଟିର ମୃତ୍ୟୁ ହୋଇଯାଇଛି । ସନ୍ଦେହଜନକ ଅବସ୍ଥାରେ ଫେରାର୍ ମାରି ଦେଇଛନ୍ତି ଏହି…