Daily Archives

November 4, 2022

ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ ଆଦମୀ ପାର୍ଟି । ପୂର୍ବତନ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ…

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଏହା ପରେ ଶୁକ୍ରବାର ଆମ ଆଦମୀ ପାର୍ଟି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ସାମ୍ବାଦିକ ତଥା ଆମ ଆଦର୍ମି ପାର୍ଟିର ରାଷ୍ଟ୍ରୀୟ ମିଳିତ ସାଧାରଣ ସମ୍ପାଦକ ଇସୁଦାନ ଗଢବୀଙ୍କ ଉପରେ ଆଶା ପ୍ରକଟ…

କଳାଧନର ନୂଆ ଠିକଣା ପାଲଟିଛି କ୍ରିପ୍ଟୋ ୱାଲେଟ୍ । ଭିଜିଲାନ୍ସ ପଞ୍ଝାରେ ପଡିଥିବା ଯନ୍ତ୍ରୀ ନିହାର ଦାସଙ୍କର ୮୮ ୱାଲେଟ୍…

କନକ ବ୍ୟୁରୋ: ଦୁର୍ନୀତିଖୋର ଅଧିକାରୀମାନେ କଳାଧନ ଲୁଚାଇବା ପାଇଁ ଆଗରୁ ସୁନା, ଜମି କିଣୁଥିଲେ । ବିଡା ବିଡା ନୋଟ ବିଭିନ୍ନ ଠିକଣାରେ ରଖୁଥିଲେ । କିନ୍ତୁ ଏବେ କଳାଧନ ଲୁଚାଇ ରଖିବାର ଠିକଣା ବଦଳି ଗଲାଣି । ଏବେ ଦୁନୀତିଖୋର ସରକାରୀ ବାବୁ କ୍ରିପ୍ଟୋ କରେନ୍ସିରେ କଳାଧନ ଲୁଚାଉଛନ୍ତିି ।…

ପାକିସ୍ତାନ ରାଜନୀତିରେ ମୃତ୍ୟୁର କାହାଣୀ, ଜାଣନ୍ତୁ କାହାକୁ ଓ କେବେ କରାଯାଇଥିଲା ହତ୍ୟା ?

କନକ ବ୍ୟୁରୋ : ପାକିସ୍ତାନ ରାଜନୀତିରେ ମୃତ୍ୟୁର କାହାଣୀ । ଦେଶର ଏହା ପୁରୁଣା ଇତିହାସ କହିଲେ କିଛି ଭୁଲ ହେବ । ଇତିହାସ କହେ ବିଭିନ୍ନ ରାଜନେତାମାନଙ୍କୁ ବିଚ୍ ରାସ୍ତାରେ ହତ୍ୟା କରାଯାଇଛି ତ ପୁଣି କେବେ ହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

ରାଜ୍ୟ କଂଗ୍ରେସର ଭାରତ ଯୋଡ ଯାତ୍ରା । ନୂଆ ଉତ୍ସାହରେ ଆଜି ଜଗତପୁରରୁ ଟାଙ୍ଗୀ ଅଭିମୁଖେ ଗଲା ପଦଯାତ୍ରା । 

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭଳି ଓଡିଶାରେ ରାଜ୍ୟ କଂଗ୍ରେସ ପକ୍ଷରୁ ଚାଲିଛି ଭାରତ ଯୋଡୋ ଯାତ୍ରା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରାରେ ଲୋକମାନେ ସ୍ୱଇଛାରେ ଯୋଡି ହେଉଥିବା ଦେଖିବାକୁ ମିଳୁଛି । ଆଜି ଏହି ଯାତ୍ରା ତୃତୀୟ ଦିନରେ ପହଞ୍ଚିଥିବାବେଳେ…

ଇମ୍ରାନଙ୍କର ଲାହୋର ସୌକଥ ଖାନୁମ ହସପିଟାଲରେ ଚାଲିଛି ଚିକିତ୍ସା । ଦୁଇ ଗୋଡରେ ରହିଛି ୧୬ ଟି କ୍ଷତ

କନକ ବ୍ୟୁରୋ : ସୁସ୍ଥ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗୁରୁବାର ୱାଜିରାବାଦରେ ଗୁଳିମାଡର ଶିକାର ହେବା ପରେ ଇମ୍ରାନଙ୍କୁ ତୁରନ୍ତ ଲାହୋର ସୌକଥ ଖାନୁମ ହସପିଟାଲରେ ଭର୍ତି କରାଯାଇଥିଲା । ହସପିଟାଲ ପକ୍ଷରୁ ତାଙ୍କର ମେଡିକାଲ ବୁଲେଟିନ ଜାରି କରାଯାଇଛି ଆଉ…

ଦିଲ୍ଲୀ ପ୍ରଦୂଷଣ ଉପରେ ବଡ଼ ଆକ୍ସନ । ୫୦ପ୍ରତିଶତ କର୍ମଚାରୀ କରିବେ ‘ୱାର୍କ ଫ୍ରମ ହୋମ’

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର ପ୍ରଦୂଷିତ ବାୟୁ ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଦିଲ୍ଲୀ ସରକାର କିଛି ବଡ଼ ନିଷ୍ପତି ନେଇଛନ୍ତି । ସରକାରୀ କର୍ମଚାରୀଙ୍କୁ ଘରେ କାମ କରିବା ସହ ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି…