Daily Archives

October 31, 2022

ବରଗଡରେ ବନ୍ଦ ଘରେ ୪ ମୃତଦେହ ଉଦ୍ଧାର ମାମଲାରେ ନୂଆ ମୋଡ: ଘଟଣା ସ୍ଥଳରୁ ମିଳିଲା ରକ୍ତଭିଜା ହାତୁଡ଼ି

କନକ ବ୍ୟୁରୋ: ବରଗଡ ଭେଡେନ୍ ଜାମଡୋଲ ଗାଁର ଏହି ଘଟଣା ଏବେ ସମସ୍ତଙ୍କୁ ହତବାକ କରିଦେଇଛି । ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଗୁଡିକ ପଡିଥିବାରୁ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ…

ଗୁଜରାଟରେ ଦୁର୍ଘଟଣା ପରେ ଓଡିଶା ସତର୍କ: ଯାଞ୍ଚ ହେବ ଧବଳେଶ୍ୱର ଝୁଲାପୋଲ

କନକ ବ୍ୟୁରୋ: ଗୁଜରାଟରେ ଝୁଲାପୋଲ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ୨୪ ଘଂଟା ପରେ ବି ମଚ୍ଛୁ ନଦୀରେ ଉଦ୍ଧାରକାରୀ ଦଳର ବୋଟ ଘୁରି ବୁଲୁଛି । ଭାରତୀୟ ସେନା ସହ ଏନଡିଆରଏଫ, ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ବୋଟରେ ପଇଁତରା ମାରି ପାଣି ଭିତରେ ମୃତଦେହକୁ ଖୋଜୁଛନ୍ତି । ମୋରବୀର…

ରାଜଧାନୀରେ ୩ ଦଳର ଶକ୍ତି ପ୍ରଦର୍ଶନ: ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ଘଟଣାରେ ବିଜେପିର ନବୀନ ନିବାସ ଘେରାଉ ଉଦ୍ୟମ

କନକ ବ୍ୟୁରୋ: ଧାମନଗର ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ୩ ଦଳ । ଆପାଣଙ୍କ ଟିଭି ସ୍କ୍ରିନରେ ରହିଛି ଭୁବନେଶ୍ୱରରେ ୩ ଦଳର ଆନ୍ଦୋଳନ ଚିତ୍ର । ଆଉ ବିଜେଡି , ବିଜେପି ଓ କଂଗ୍ରେସର ଏହି ଶକ୍ତିପ୍ରଦର୍ଶନ ଯୋଗୁଁ କମ୍ପିଛି ରାଜଧାନୀ । ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ…

ମହାମହିମଙ୍କ ଜନ୍ମମାଟିରେ ଝଲସିଲା ସାନ୍ତାଳୀ ଚିତ୍ର, ଯୋଗଦେଲେ ୩୦ରୁ ଅଧିକ ମହିଳା ଚିତ୍ରଶିଳ୍ପୀ। 

କନକ ବ୍ୟୁରୋ: ସାନ୍ତାଳୀ ଚିତ୍ରରେ ଝଲସିଲା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି । ମୟୂରଭଂଜର ବିଭିନ୍ନ ବ୍ଲକରୁ ୩୦ ଜଣ ମହିଳା ସାନ୍ତାଳୀ ଚିତ୍ରକାର ଯୋଗଦେଇ ଆଙ୍କିଲେ ପାରମ୍ପାରିକ ସାନ୍ତାଳୀ ଚିତ୍ର । ଆଦିବାସୀ ସାନ୍ତାଳୀ ଚିତ୍ରକଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ…

ଧାମନଗରରେ ଗାଁ ଗାଁରେ ଉଡୁଛି ଟଙ୍କା: ଭୋଟ ପାଇଁ ନୋଟର ଅଭିଯୋଗ ଆଣି ଶାସକ ଦଳକୁ ଘେରିଲା ବିଜେପି

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଯେତିକି ଉପନିର୍ବାଚନ ହୋଇଛି, ସବୁଠୁ ରୋଚକ ହୋଇଛି ଧାମନଗର ଉପନିର୍ବାଚନ । ଟଙ୍କା ବଂଟାର ଏପରି ଦୃଶ୍ୟ ଅନ୍ୟ କୌଣସି ଉପ-ନିର୍ବାଚନରେ ଦେଖିବାକୁ ମିଳିନଥିଲା । କିମ୍ବା ଏହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ତୁ-ତୁ ମେ-ମେ ଏପରି ସ୍ତରରେ…

ଜମିିଜମା ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି। 

କନକ ବ୍ୟୁରୋ: ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକମାଡ଼ । ରାସ୍ତାରେ ଗଡ଼େଇ ମହିଳାଙ୍କୁ ମାଡ଼ ମାରିଛନ୍ତି ଜଣେ ଯୁବକ । ମହିଳାଙ୍କୁ ନମାରି ଛାଡ଼ିଦେବାକୁ ଗୁହାରି କରୁଛନ୍ତି ଝିଅ । ଉଦଳା ଥାନାର ବରଡିହି ପଞ୍ଚାୟତ ପାଟଶାଣିପୁର ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଚାଷ ଜମି ନିକଟରେ ଥିବା ଏକ…