Daily Archives

October 18, 2022

ବାତ୍ୟା ପାଇଁ ସମୁଦ୍ର ଭିତରେ ସ୍ଥିତି ଅନୁକୂଳ। ବାତ୍ୟା ପଛର କାରଣ କଣ? ସମୁଦ୍ର ଭିତରେ କେମିତି ତିଆରି ହୁଏ…

କନକ ବ୍ୟୁରୋ: ସମୁଦ୍ର ଭିତରେ ଅନେକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିଲେ ବି ସବୁ ଲଘୁଚାପ ବାତ୍ୟାର ରୂପ ନେଇ ନଥାଏ । ସମୁଦ୍ର ଭିତରେ ଯେତେବେଳ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ରହିଥାଏ ସେତେବେଳେ ଲଘୁଚାପ ବାତ୍ୟାର ରୂପ ନେଇଥାଏ । ଆଉ ସମୁଦ୍ର ଭିତରର ସ୍ଥିତିକୁ ଦେଖି ବାତ୍ୟା ସମ୍ଭାବନା ଅଛି କି…

ଦେଶର ଆର୍ଥିକ ସ୍ଥିତି ନେଇ ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, ଚଳିତମାସ ଶେଷ ସୁଦ୍ଧା ପଦରୁ ହଟିଯାଇପାରନ୍ତି…

କନକ ବ୍ୟୁରୋ : ସ୍ଥିଦେଶରେ ଆର୍ଥିର୍କ ସ୍ଥିତି ଖରାପ ଯୋଗୁଁ କ୍ଷମା ମାଗିଲେ ଲିଜ ଟ୍ରସ । ଲିଜ ଟ୍ରସଙ୍କ କହିବା ଅନୁଯାୟୀ, ସେ ଟ୍ୟାକ୍ସ ସହ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ହେଲେ ସେ ଖୁବ ଶୀଘ୍ର ପଳାଇବେ’ । ବତର୍ମାନ ବ୍ରିଟେନର ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ସେ ଖୁବ ଦୁଃଖିତ ।…

ସତର୍କ ରାଜ୍ୟ ସରକାର, ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ।

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସରକାର । ପାଣିପାଗ ବିଭାଗର ଆକଳନ ପରେ ଆକ୍ଟିଭ ମୋଡ୍ରେ ଓଡିଶା ସରକାର । ଉପକୂଳବର୍ତୀ ଜିଲ୍ଲାକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ କରାଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବା ସହ ହେଡକ୍ୱାଟର ନ ଛାଡିବାକୁ ପରାମର୍ଶ ଦିଆଯାଇଛି…

୨୫ବର୍ଷ ପରେ ଭାରତରେ ଇଂଟରପୋଲ ସମ୍ମିଳନୀ ଆୟୋଜିତ, ଉଦଘାଟନୀ ଭାଷଣରେ ଆତଙ୍କବାଦ ବିରୋଧୀ ଲଢେଇ ଉପରେ ଜୋର ଦେଲେ…

କନକ ବ୍ୟୁରୋ : ୨୫ବର୍ଷ ପରେ ଭାରତରେ ଆୟୋଜିତ ହୋଇଛି ଇଂଟରପୋଲ ସମ୍ମିଳନୀ । ୯୦ତମ ସମ୍ମିଳନୀରେ ୧୯୬ ଦେଶର ସୁରକ୍ଷା ଏଜେନ୍ସି ପ୍ରତିନିଧିମାନେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସମ୍ମିଳନୀକୁ ସମ୍ବେ।।ଧିତ କରି ଆତଙ୍କବାଦ ଓ ପରୋକ୍ଷରେ…

ତାମିଲନାଡୁ ରାଜନୀତିରୁ ଆସିଲା ବଡ ଖବର, ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ସନ୍ଦେହଜନକ…

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ଜୟଲଳିତାଙ୍କ ମୃତ୍ୟୁକୁ ନେଇ ବଡ ଖବର ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ । ଏବେ ଏହି ପ୍ୟାନେଲ ନିଜର ରିପୋର୍ଟ…

ଦୀପାବଳିରେ ଆସୁଛି ବାତ୍ୟା! ଘୂର୍ଣ୍ଣିବଳୟ ୨୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବା ନେଇ ଆଇଏମଡିର ଆକଳନ।

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ୨୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ । ଆଉ ଦୀପାବଳି ବେଳକୁ ସମୁଦ୍ର ଭିତରେ ଅଧିକ ବଳ ଗୋଟାଇ ଆଗକୁ ଗତି କରିବ । ଏମିତି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ସ୍ପଷ୍ଟ କରିଛନ୍ତି ନିଜେ ଆଇଏମଡି ଡିଜି…