Daily Archives

October 13, 2022

ଧାମନଗର ବିଜେଡିରେ ବିଦ୍ରୋହ, ପ୍ରାର୍ଥୀ ହୋଇପାରନ୍ତି ଅସନ୍ତୁଷ୍ଟ ରାଜୁ ଦାସ।

କନକ ବ୍ୟୁରୋ:ଧାମନଗର ବିଜେଡିରେ ଅସନ୍ତୋଷ! କାଲି ନାମାଙ୍କନ ଭରିବେ ରାଜୁ ଦାସ । ଦିନ ତମାମ ଛକାପଂଝା ଓ ଅଜ୍ଞାତବାସ ପରେ ସନ୍ଧ୍ୟାରେ ଘରକୁ ଫେରିଛନ୍ତି ଧାମନଗର ବିଜେଡି ନେତା ରାଜୁ ଦାସ । ଆଉ ଘରକୁ ଫେରିବା ପରେ ଗଣମାଧ୍ୟମ ସାମାନକୁ ଆସି, ଶୁକ୍ରବାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ…

ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ହିମାଚଳରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ । ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରେଳମନ୍ତ୍ରୀ…

ଚୀନରେ ମାଓ ଜେଡୋଙ୍ଗ ଯୁଗର ହେବ କି ପୁନରାବୃତି, ସି ଜିନପିଙ୍ଗଙ୍କୁ ପୁଣି ରାଷ୍ଟ୍ରପତି କରିବାକୁ ଚୀନ କମ୍ୟୁନିଷ୍ଟ…

କନକ ବ୍ୟୁରୋ : ଚୀନ୍ କମ୍ୟୁନିଷ୍ଟ ପାର୍ଟି ଏହାର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ଯୁଗର ପୁନରାବୃତି କରିବାକୁ ଯାଉଛି । ଆମେରିକା ଓ ପାଶ୍ଚାତ୍ୟ ଦେଶର ଚାପ ମଧ୍ୟରେ ସି ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଭାବରେ ଚୟନ କରିବାକୁ ଚୀନ କମ୍ୟୁନିଷ୍ଟ ପାର୍ଟି ନିଷ୍ପତି ନେଇଛି । ବୁଧବାର ଏ ନେଇ ବେଜିଂରେ…

ଜେଲରେ କେମିତି କଟୁଛି ଅର୍ଚ୍ଚନାଙ୍କ ଦିନ? ପଢନ୍ତୁ …

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନାର ଠିକଣା ଏବେ ଝାଡପଡା ଜେଲର ମହିଳା ୱାର୍ଡ । ଯିଏ ଦିନେ ଆଲିସାନ ବଙ୍ଗଲରେ ରହି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ସିଏ ଏବେ ଜେଲର କାଳ କୋଠରୀ ଭିତରେ ଜେଲ ଚଟାଣରେ କମ୍ବଳ ପାରି ତଳେ ଶୋଇ ଦିନ କାଟୁଛନ୍ତି । ଆଉ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏତେ ସବୁ…

ପୁଣି ବିବାଦରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ, ହିନ୍ଦୁ ବିରୋଧୀ ବିଜ୍ଞାପନ କରିଥିବା ନେଇ ଆସିଲା ଅଭିଯୋଗ

କନକ ବ୍ୟୁରୋ : ପୁଣି ବିବାଦରେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍ । ବିଜ୍ଞାପନକୁ ବିବାଦରେ ଛନ୍ଦି ହୋଇଛନ୍ତି ଆମୀର । ଘରୋଇ ବ୍ୟାଙ୍କର ବିଜ୍ଞାପନରେ ଘର ଜ୍ୱାଇଁ ଭାବେ ନଜର ଆସିଥିଲେ ଆମିର । ବିଜ୍ଞାପନରେ ଆମୀର- କିଆରା ନବବିବାହିତ ଦମ୍ପତି ଭାବେ ନଜର ଆସିଛନ୍ତି । ବିବାହ ପରେ କନ୍ୟାଙ୍କ ଗୃହ…

ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ବିବାଦ ଭିତରେ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି,  କହିଲେ, କିଛି ବଡ଼ କରିବାକୁ…

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରୋଜର ବିନ୍ନିଙ୍କ ନାଁ ସବୁଠାରୁ ଆଗରେ ରହିଛି । ତେବେ ଏସବୁ ଚର୍ଚ୍ଚା ଭିତରେ ପ୍ରଥମଥର ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ଗାଙ୍ଗୁଲି ମଧ୍ୟ…