Daily Archives

October 11, 2022

ଉଜ୍ଜୈନ ମହାକାଳ କରିଡର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ମହାକାଳଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଅଦ୍ଭୁତ, ଅବିଶ୍ୱସନୀୟ, ଅକଳ୍ପନୀୟ, ଅଦ୍ୱିତୀୟ, ଅଲୌକିକ । ମଧ୍ୟପ୍ରଦେଶର ଉଜ୍ଜୈନରେ ନିର୍ମିତ ଭବ୍ୟ ମହାକାଳେଶ୍ୱର ମନ୍ଦିର କରିଡର । ୮୫୬ କୋଟି ଟଙ୍କା ପ୍ରକଳ୍ପରେ ନିର୍ମିତ ମହାକାଳ କରିଡର ଦେଶର ଅନ୍ୟତମ ପ୍ରମୁଖ ଧାର୍ମିକ ସ୍ଥଳୀ ହେବାକୁ ଯାଉଛି । ଏହି ମନ୍ଦିର ଭାରତର ୧୨…

ଭୁବନେଶ୍ୱର ରେଲ ଅଡିଟୋରିୟମରେ ସମ୍ବାଦ ଓ କନକ ନ୍ୟୁଜର ବାର୍ଷିକ ଉତ୍ସବ । ଯୋଗ ଦେଲେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ…

କନକ ବ୍ୟୁରୋ : ଦୈନିକ ସମ୍ବାଦପତ୍ର ସମ୍ବାଦକୁ ୩୮ ବର୍ଷ ଓ କନକ ନ୍ୟୁଜକୁ ୧୩ ବର୍ଷ ପୁରିଛି । ଏହି ଅବସରରେ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ବାର୍ଷିକ ବିତର୍କ । ସଂପାଦକ ମନୋରଞ୍ଜନ ମିଶ୍ର ଏହାକୁ ପରିଚାଳନା କରିଥିବାବେଳେ କଳାଧନ ବିନା ନିର୍ବାଚନ ଲଢିବା ଓ ଜିତିବା ସମ୍ଭବ କି ସେନେଇ ମତାମତ…

ହଇରାଣ ହେଉଛନ୍ତି ହବିଷ୍ୟାଳି , ପଞ୍ଜିକରଣ କରିନଥିଲେ ମିଳୁନାହିଁ ସୁବିଧା

କନକ ବ୍ୟୁରୋ : କାର୍ତିକ ମାସ ଆରମ୍ଭରୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ହବିଷ୍ୟାଳିଙ୍କ ଭିଡ ଜମିଛି । ଆଉ ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ ଏହାର ଫାଇଦା କେବଳ ପୂର୍ବରୁ ପଞ୍ଜିକୃତ କରିଥିବା ହବିଷ୍ୟାଳିଙ୍କୁ ମିଳୁଛି । ଯେଉଁମାନେ ପଞ୍ଜିକରଣ…

ରାଜଧାନୀରେ ଫୁଟବଲ ଫିଭର , କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍

କନକ ବ୍ୟୁରୋ :  ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ହକି ପାଇଁ ସ୍ୱତନ୍ତ୍ର ପରିଚୟ ପାଇଥିବା କଳିଙ୍ଗ ଷ୍ଟାଡିୟମ ଏବେ ଫୁଟବଲ ମହାକୁମ୍ଭର ମାହୋଲ ତିଆରି ହୋଇଛି । ଆଉ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ । ପ୍ରଥମ ଥର ପାଇଁ ଭାରତରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଂଟ ଆୟୋଜନ…

ବିଜେପିର ପାଷ୍ଟ ଡେ ଫାଷ୍ଟ ଶୋ, ନାମାଙ୍କନରେ ଶକ୍ତିପ୍ରଦର୍ଶନ କଲେ ସୂର୍ଯ୍ୟବଂଶୀ

କନକ ବ୍ୟୁରୋ : ଧାମନଗରର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେପି କିନ୍ତୁ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି । ଆଜି ଶୋଭାଯାତ୍ରାରେ ଯାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀପତ୍ର ଦାଖଲ…

ବାରଣ୍ଡାରେ ଶୋଇବେନି ରୋଗୀ, କ୍ୟାପିଟାଲ ହସ୍ପିଟାଲରେ ପଡିଲା ୧୦୦ ନୂଆ ବେଡ୍

କନକ ବ୍ୟୁରୋ : ହସପିଟାଲ ବାରଣ୍ଡାରେ ପଡିଲା ବେଡ୍ । ଏଭଳି ଦୃଶ୍ୟ ରାଜ୍ୟର ଅନ୍ୟ କୌଣସି ହସପିଟାଲ ନୁହେଁ ବରଂ ଭୁବନେଶ୍ୱରର ପ୍ରମୁଖ ହସପିଟାଲରେ କ୍ୟାପିଟାଲ ହସପିଟାଲରେ ଦେଖିବାକୁ ମିଳିଛି । କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଉ ଗଡ଼ିବେନି ରୋଗୀ । ଏଣିକି, ବାରଣ୍ଡାରେ ଚିକିତ୍ସା ହେଲେ ବି…