Daily Archives

October 7, 2022

ପୁଟିନଙ୍କ ପରମାଣୁ ଧମକକୁ ଗୁରୁତର ସହ ନେଲେ ଆମେରିକା ରାଷ୍ଟ୍ରପତି। ଜୋ ବାଇଡେନ କହିଲେ, ରୁଷର ପରମାଣୁ ଆକ୍ରମଣ ଧମକ ଆଦୌ…

କନକ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ପରମାଣୁ ଆକ୍ରମଣର ବିପଦ ବଢ଼ିବାରେ ଲାଗିଛି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ୧୯୬୨ର ଶୀତଳଯୁଦ୍ଧ ପରେ ପ୍ରଥମଥର ବିଶ୍ୱରେ ପରମାଣୁ ଆକ୍ରମଣର ବିପଦ ଦେଖାଦେଇଛି । ଏବେ…

ବିବାଦ ଭିତରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ,  ହିନ୍ଦୁ ଧର୍ମକୁ କଲେ ଅପମାନ!

କନକ ବ୍ୟୁରୋ: ଆମ ଆଦମୀ ପାର୍ଟିର  ନେତା ତଥା ଦିଲ୍ଲୀ ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି, ସେ କୌଣସି ହିନ୍ଦୁ ଦେବାଦେବୀଙ୍କୁ ମାନିବେନି କିମ୍ବା ପୂଜା କରିବେନି । କେବଳ ସେତିକି ନୁହେଁ ମନ୍ତ୍ରୀ ମହୋଦୟ ଏକଥା ମଧ୍ୟ କହୁଛନ୍ତି କି ପ୍ରଭୁ ଶ୍ରୀରାମ ଓ…

ଉପନିର୍ବାଚନ ପାଇଁ ଧାମନଗର ରାଜନୀତି ସରଗରମ । ବାପା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଲଢ଼େଇ କରିବେ ପୁଅ ସୂର୍ଯ୍ୟବଂଶୀ । 

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି କସରତ ।  ବିଜେଡିର ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ  । ତେବେ ଏ ବାବଦରେ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି । ଏପଟେ ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ୫…

ଛୁଆକୁ ଭେଟିଲା କଟକ ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ। ନଜର ରଖିଛି ବନବିଭାଗର ସ୍ୱତନ୍ତ୍ର ଟିମ୍। 

କନକ ବ୍ୟୁରୋ:  କଟକ ଜଗତପୁରରେ ଆତଙ୍କ ଖେଳାଇଥିବା ଏହି ହିଂସ୍ର ହାତୀ ଏବେ ନିଜ ଛୁଆ ସହ ସାତକୋଶିଆ ଜଙ୍ଗଲରେ ବୁଲୁଛି । ଏବେ ହାତୀଟି ସ୍ୱାଭାବିକ ଅବସ୍ଥାକୁ ଫେରିଛି । ପୂର୍ବରୁ କିନ୍ତୁ ହିଂସ୍ର ଥିଲା । ନିଜ ଛୁଆକୁ ହରାଇ ମାଆ ହାତୀଟି ହିଂସ୍ର ହୋଇପଡ଼ିଥିଲା । ଜଗତପୁରରେ ହାତୀ ଆତଙ୍କ ଖେଳାଇବା…

ଫିଟୁନି ସମାଧାନର ବାଟ, ୬୬ ଦିନରେ ଦୀପିକାଙ୍କ ଧାରଣା ଜାରି। 

କନକ ବ୍ୟୁରୋ: ୬୬ଦିନରେ ଦୀପିକାଙ୍କ ଧାରଣା । ଫୁଟୁନି ସମାଧାନର ବାଟ । ପତ୍ନୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ୬୬ ଦିନ ହେଲା ଧାରଣାରେ ବସିଥିବା ଦୀପିକା ଏବେ ବି ସେମିତି ଧାରଣାରେ ବସିଛନ୍ତି । ଘର ଭିତରେ ପ୍ରେମିକଙ୍କ ବାପା-ମା ଓ ପରିବାର ଲୋକ ଥିବାବେଳେ ବାହାରେ ବସିଛନ୍ତି ଦୀପିକା…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ ଦେଉଳରେ ମହାପାପ । ମନ୍ଦିର ପରିସରରେ ଜଣେ ୧୩ ବର୍ଷର ନାବାଳକକୁ ଯୌନ ନିର୍ଯାତନା…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ମହାପାପ । ପୂଣ୍ୟଭୂମିରୁ ଆସିଛି ଯୌନଶୋଷଣର ଅଭିଯୋଗ । ଜଣେ ୧୩ ବର୍ଷର ନାବାଳକକୁ ମନ୍ଦିର ପରିସରରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସିଂହଦ୍ୱାର ପୋଲିସ ଷ୍ଟେସନରେ ନାବାଳକ ଜଣକ ଏତଲା ଦେଇଛନ୍ତି । ତାଙ୍କୁ ଏକାକି ପାଇ ଯୌନଶୋଷଣ…