Monthly Archives

September 2022

ମନ୍ତ୍ରୀଙ୍କ ଆଗରେ କାନ୍ଦି କାନ୍ଦି ଗୁହାରୀ କଲେ କିଡନୀ ରୋଗୀ । କହିଲେ, ଏସସିବିରେ ଦିଆଯାଉଛି ବ୍ଲାକଲିଷ୍ଟଟେଡ ଔଷଧ ।

କନକ ବ୍ୟୁରୋ: କିଡନୀ ରୋଗୀଙ୍କୁ ମିଳୁନାହିଁ ଉନ୍ନତ ମାନର ଔଷଧ । ରାଜ୍ୟରେ ଉନ୍ନତ ମାନର ଚିକିତ୍ସା ପାଇଁ ଗୁହାରୀ କରୁଛନ୍ତି କିଡନୀ ରୋଗୀ ଏବଂ ତାଙ୍କ ପରିବାର । ସମସ୍ୟାର ସମାଧାନ ହେଉନଥିବା ବେଳେ କାନ୍ଦି କାନ୍ଦି ଜୀବନ ବଞ୍ଚାଇବାକୁ ଗୁହାରୀ କରୁଛନ୍ତି କିଡନୀ ରୋଗୀ । ଏସସିବିରେ ନିଷିଦ୍ଧ…

ଗାଡି ମାଲିକଙ୍କ ପାଇଁ ଆଶ୍ୱସ୍ତି । ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ସମସ୍ତ ନମ୍ବର ପାଇଁ ସମୟ ସୀମା ମାସେ…

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଚିନ୍ତାରେ ଥିବା ଗାଡି ମାଲିକଙ୍କ ପାଇଁ ଭଲ ଖବର । ହାଇକୋର୍ଟରେ ଏହି ମାମଲା ପହଞ୍ଚିଥିବା ବେଳେ ସମସ୍ତ ନମ୍ବର ପାଇଁ ମାସେ ପର୍ଯ୍ୟନ୍ତ ବଢିଛି ସମୟ ସୀମା । ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ଗୋଟିଏ ମାସ ଘୁଞ୍ଚାଇବା ନେଇ ହାଇକୋର୍ଟଙ୍କୁ…

କଂଗ୍ରେସ ସଭାପତି ପଦ ରେସରୁ ହଟିଲେ ଦିଗବିଜୟ, ନାମାଙ୍କନ ଭରିଲେ ମଲିକାର୍ଜ୍ଜୁନ ଖଡଗେ । ଶଶି ଥରୁର ବି ଦାଖଲ କଲେ…

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ଯଦି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହର କରିବେ ତା ହେଲେ ଅକ୍ଟୋବର ୧୭ରେ ଭୋଟ୍ ପଡିବ । ଆଉ ଅଧ୍ୟକ୍ଷ କିଏ ହେବେ ସ୍ପଷ୍ଟ ହେବ । ଦଳର ଏହି ଶୀର୍ଷ ପଦ ପାଇଁ…

କଣ ହେବ ବିଧାୟକ ମହମ୍ମଦ ମୋକିମଙ୍କ ଭାଗ୍ୟ ? ୩ ବର୍ଷ ଜେଲ ଦଣ୍ଡାଦେଶ ପରେ ଉଠିଲା ପ୍ରଶ୍ନ, ପଦ ହରାଇବେ ନା ରହିବ?

କନକ ବ୍ୟୁରୋ: ‘ଓଆରଏଚଡିସି’ର ଋଣ ସ୍କାମରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ ମହମ୍ମଦ ମୋକିମଙ୍କ ଅଡୁଆ ବଢିଛି । ଏବେ ବିଧାୟକ ପଦରେ ସେ ରହିବେ କି ନାହିଁ ପ୍ରଶ୍ନ ଉଠିଛି । କାରଣ ନିୟମ କହୁଛି ଯଦି ଜଣେ ନିର୍ବାଚିତ ପ୍ରତିନିଧି କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବେ ଏବଂ ୨ ବର୍ଷ…

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ । ସିନେମାରେ କାମ ଦେବାକୁ କହି ଯୁବତୀଙ୍କୁ ଯୌନଶୋଷଣ କରୁଥିବା…

କନକ ବ୍ୟୁରୋ: ଫିଲ୍ମ ପ୍ରଡ୍ୟୁସରଙ୍କ ଭିଡିଓ ଭାଇରାଲ । ବରିଷ୍ଠ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଅଭିଯୋଗ ଆସିଛି ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିଛନ୍ତି ଅକ୍ଷୟ ପରିଜା । ଅଭିଯୋଗ ପରେ ଫିଲ୍ମ ଜଗତରେ ଚହଳ ପଡିଛି । ଯୁବତୀ ଜଣକ କାଷ୍ଟିଂ କାଉଚର ଅଭିଯୋଗ…

ବିଜେଡି ବିରୋଧରେ ନଡ୍ଡାଙ୍କ ରଣହୁଙ୍କାର । ଓଡିଶାରେ ପଦ୍ମ ଫୁଟାଇବାକୁ ଦେଲେ ଆହ୍ୱାନ । ଏପଟେ ଦ୍ୱିତୀୟ ଦିନରେ…

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡିଶା ଗସ୍ତ ରାଜ୍ୟର ରାଜନୈତିକ ପାଣିପାଗକୁ ଉଷୁମ କରିଛି । ଦଳୀୟ କର୍ମୀଙ୍କ ଭିତରେ ଜୋଶ୍ ଭରିବାକୁ ପୁଣିଥରେ ଜନମତକୁ ପ୍ରଭାବିତ କରିବାକୁ ଆହ୍ୱାନ କରିଛନ୍ତି ଦିଲ୍ଲୀ ବିଜେପିର ଶୀର୍ଷ ନେତା । ଅନ୍ୟପଟେ ନଡ୍ଡାଙ୍କ ସ୍ୱରରେ ସ୍ୱର…