Daily Archives

September 29, 2022

ସମୁଦ୍ର ଭିତରେ ଫାଟିଲା ଗ୍ୟାସ ପାଇପଲାଇନ । ରୁଷିଆର ଭୂମିକା ନେଇ ବଢୁଛି ସନ୍ଦେହ

କନକ ବ୍ୟୁରୋ : ବାଲଟିକ୍ ସମୁଦ୍ରରେ ନର୍ଡ ଷ୍ଟ୍ରିମ୍ ପାଇପଲାଇନ୍ରେ ଗ୍ୟାସ୍ ଲିକ୍ । ଗତ ୩୬ ଘଂଟା ଧରି ଗ୍ୟାସ୍ ପାଇପଲାଇନ ପାଖରେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ସମୁଦ୍ର ଭିତରେ ଗ୍ୟାସ ଲିକ୍ ହେଉଥିବାରୁ ବିସ୍ଫୋରଣର ଚିତ୍ର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ…

ରାଉରକେଲାରେ ମାଆ ଦୁର୍ଗାଙ୍କ ଆବାହନ ସହିତ ସନ୍ଧ୍ୟାରେ ଦାଣ୍ଡିଆ ଆସର। ଜମୁଛି ନବରାତ୍ରୀ ।

କନକ ବ୍ୟୁରୋ: ଜମୁଛି ନବରାତ୍ରୀ । ଷ୍ଟିଲ ସିଟିରେ ଏବେ ଦାଣ୍ଡିିଆର ଧୁମ୍ । ମାଆ ଦୁର୍ଗାଙ୍କ ଆବାହନ ସହିତ ସନ୍ଧ୍ୟାରେ ଜମୁଛି ଦାଣ୍ଡିଆ ଆସର । ନବରାତ୍ରୀ ଅବସରରେ ଗୁଜୁରାଟୀ ସମ୍ପ୍ରଦାୟ ପକ୍ଷରୁ ୯ ଦିନ ଯାଏ ମାଆଦୁର୍ଗାଙ୍କ ପୂଜା ସହିତ ଦାଣ୍ଡିଆର ଆୟୋଜନ କରାଯାଇଛି । ଏହି ଅବସରରେ ପାରମ୍ପରିକ…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଗର୍ଭପାତ ପାଇଁ ଅବିବାହିତ ଓ ବିବାହିତଙ୍କୁ ସମାନ ଅଧିକାର

କନକ ବ୍ୟୁରୋ : ଗର୍ଭପାତକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଐତିହାସିକ ରାୟ ଦେଇଛନ୍ତି । ଗର୍ଭପାତ କରିବା କ୍ଷେତ୍ରରେ ଅବିବାହିତ ଓ ବିବାହିତଙ୍କର ସମାନ ଅଧିକାର ଥିବା କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟଳୟ । ଗର୍ଭପାତ କ୍ଷେତ୍ରରେ ବୈବାହିକ ସ୍ଥିତିରେ କୌଣସି ଭୂମିକା ନାହିଁ । ଜଷ୍ଟିସ୍…

ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଶାସନିକ ଅଧିକାରୀ । ୪ ଘଣ୍ଟା ବିଭିନ୍ନ ସ୍ଥାନରେ କଲେ ସଫେଇ ।

କନକ ବ୍ୟୁରୋ: ଅଧିକାରୀଙ୍କ ଗାନ୍ଧିଗିରି । ହାତରେ ସଫେଇ ସାମଗ୍ରୀ । ଏସବୁ ନେଇ ବିଡ଼ିଓ ବୁଝାଇଲେ ସ୍ୱଚ୍ଛତାର ପାଠ । ମାଲକାନଗିରି ମାଥିଲିରେ ସ୍ୱଚ୍ଛତାର ପାଠ ପଢାଇଛନ୍ତି ପ୍ରଶାସନିକ ବାବୁ ହୃଷିକେଶ ଗଣ୍ଡ । ସ୍ୱଚ୍ଛଭାରତ ଅଭିଯାନରେ ଯୋଗ ଦେଇ ବିଡ଼ିଓ ଲୋକଙ୍କୁ ପରିବେଶ ନେଇ ସଚେତନ କରିଛନ୍ତି ।…

ହଜିଯାଉଛି ପାରମ୍ପରିକ ଲୋକକଳା। ଅସ୍ତରଙ୍ଗରେ ଦୁର୍ଦ୍ଦିନରେ ଧୁଡୁକି କଳାକାର।

କନକ ବ୍ୟୁରୋ: ଦିନକୁ ଦିନ ହଜିଯାଉଛି ପାରମ୍ପରିକ ଲୋକକଳା । ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ଧୁଡ଼ୁକି କଳାକାର । ଓଡ଼ିଶାର ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ଲୋକକଳା ଦାସକାଠିଆ, କେନ୍ଦରା, ପାଲା, ଘୋଡ଼ାନାଚ ପରି ଧୁଡ଼ୁକି ମଧ୍ୟ ହଜିବାକୁ ବସିଛି  । ଆଧୁନିକତା ବାଦ୍ୟଯନ୍ତ୍ରକୁ ଯୁବପୀଢି…

ଦଶରଥପୁର ନନ୍ଦୀପୁର ସରକାରୀ ସ୍କୁଲ ଶିକ୍ଷକଙ୍କ ବଦଳିକୁ ବିରୋଧ। ଆକ୍ରୋଶମୂଳକ ବଦଳି କରାଯାଇଥିବା ଅଭିଯୋଗ କଲେ ଶିକ୍ଷକ।

କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳିକୁ ବିରୋଧ । ରାସ୍ତାରୋକ କଲେ ଛାତଛାତ୍ରୀ । ଏହି ଦୃଶ୍ୟ ଦେନଖିବାକୁ ମିିଳିଛି ଯାଜପୁର ଜିଲ୍ଲା ଦଶରଥପୁର ନନ୍ଦୀପୁର ପଞ୍ଚାୟତ ନନ୍ଦିପୁର ସରକାରୀ ଉଚ୍ଚବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ବେହେରାଙ୍କୁ ଆକ୍ରୋଶମୂଳକ ଭାବେ ବଦଳି କରାଯାଉଥିବା…