Daily Archives

September 29, 2022

ଚାରି-ଚକିଆ ଯାନରେ ୬ଟି ଏୟାରବ୍ୟାଗ ହେଲା ବାଧ୍ୟତାମୂଳକ । ୨୦୨୩ ଅକ୍ଟୋବର ୧ରୁ ଲାଗୁ ହେବ ନିୟମ

କନକ ବ୍ୟୁରୋ : ଦେଶରେ ସଡକ ଦୁର୍ଘଟଣାରେ ମୃୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ସଜାଗ ହୋଇଛନ୍ତି କେନ୍ଦ୍ର ସରକାର । ବିଶେଷ କରି ହାଇଫ୍ରୋଫାଇଲ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସଡକ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ସରକାର । ଚର୍ଚ୍ଚା ହେଉଥିଲା କି ଖୁବ ଶିଘ୍ର ଚାରି ଚକିଆ ଯାନରେ ୬ଟି…

ନିର୍ବାଚନ ପୂର୍ବରୁ ଗୁଜରାଟରେ ପ୍ରଚାର ତାତି । ଭାବନଗରରେ ମୋଦୀଙ୍କ ବିଶାଳ ରୋଡ ଶୋ

କନକ ବ୍ୟୁରୋ : ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ରୋଡ ଶୋ । ଦୀର୍ଘ ୪ କିଲୋମିଟର ଧରି ଭାବନଗରରେ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇକଡ଼ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଅନ୍ୟପଟେ ସୁରଟକୁ ୩ହଜାର ୪ଶହ କୋଟି ଓ ଭାବନଗରକୁ ୫ହଜାର ୨ଶହ…

ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଟାର୍ଗେଟ୍: କର୍ମୀଙ୍କ ଜରିଆରେ ଜନତା ମୈଦାନରୁ ଜନତାଙ୍କୁ ବାର୍ତ୍ତା

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତକୁ ଏକ ଉତ୍ସବ ଭଳି ପାଳନ କରିଛି ଦଳ । ସର୍ବୋଚ୍ଚ ନେତାଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥିଲା । ପାରମ୍ପରିକ ନାଚ,ଗୀତ ଭିତରେ କର୍ମୀଙ୍କ ଜୋଶ ବେସ ବାରି ହୋଇପଡୁଥିଲା । ଶକ୍ତିକେନ୍ଦ୍ର କର୍ମକର୍ତାଙ୍କୁ…

ଆମେରିକା ଦେଖିଲା ଭୟଙ୍କର ସାମୁଦ୍ରିକ ଝଡ଼ । ଘଂଟାକୁ ୨୪୧ କିଲୋମିଟର ବେଗରେ ବୋହିଲା ପବନ

କନକ ବ୍ୟୁରୋ : ଆମେରିକାରେ ସାମୁଦ୍ରିକ ଝଡ଼ ଇୟାନ ରଚିଛି ତାଣ୍ଡବ । ଫ୍ଲୋରିଡାର ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଂଟାପ୍ରତି ୨୪୧ କିଲୋମିଟର ଥିବା ସୂଚନା ରହିଛି । ଝଡ ତୋଫାନରେ ଶତାଧିକ ଘର ପାଣିରେ ଭାସି…

ସଭାପତି ରେସରୁ ଓହରିଲେ ଗେହଲଟ । ଚାଲିଯାଇପାରେ ମୁଖ୍ୟମନ୍ତ୍ରୀ ପଦବୀ

କନକ ବ୍ୟୁରୋ : କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ରାଜସ୍ଥାନରେ ଦେଖାଦେଇଥିବା ରାଜନୈତକ ସଙ୍କଟ ଭିନ୍ନ ମୋଡ ନେଇଛି । ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟି ଦେଢ ଘଂଟା ଆଲୋଚନା ପରେ କହିଛନ୍ତି ଅଶୋକ ଗେହଲଟ । ଏବଂ ରାଜସ୍ଥାନରେ ଦେଖିଦେଇଥିବା ବିଶୃଙ୍ଖଳା…