Daily Archives

September 26, 2022

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ବିଜ୍ଞପ୍ତି । ଡେଡଲାଇନ୍ ଭିତରେ ବୁକିଂ କରିଥିଲେ ପଡ଼ିବନି ଫାଇନ୍

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆସିଛି ନୂଆ ବିଜ୍ଞପ୍ତି । ଅକ୍ଟୋବର ପହିଲାରୁ ରାଜ୍ୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନିୟମକୁ କଡାକଡି କରିବାକୁ ଯାଉଛି ପରିବହନ ବିଭାଗ । ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଫାଇନ୍ ଗଣିବା ନିୟମ ଅଛି । ହେଲେ ନୂଆ ବିଜ୍ଞପ୍ତି…

ଗଛ ସାଥୀ ପୂର୍ଣ୍ଣ ସାର୍, ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ବଡ ଉଦାହରଣ।

କନକ ବ୍ୟୁରୋ: ବିଶ୍ୱ ବର୍ତ୍ତମାନ ଜଟିଳ ପରିସ୍ଥିତି ଦେଇ ଗତିକରୁଛି । ବିଶେଷ କରି ତାପମାନ ବୃଦ୍ଧି, ପ୍ରଦୂଷଣ, ଅତ୍ୟଧିକ ବୃଷ୍ଟିପାତ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି । ତେବେ ଏହାକୁ ଛାଡି ସୁନାମି, ଭୂମିକମ୍ପ ମଧ୍ୟ ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହି ସମସ୍ତ ସମସ୍ୟା ପାଇଁ…

ମୁଖ୍ୟମନ୍ତ୍ରୀ ଆସନ ପାଇଁ ଟଣାଓଟରା ଗେହଲଟ ଓ ପାଇଲଟ । ଇସ୍ତଫା ଦେଲେଣି ୯୦ରୁ ଅଧିକ ବିଧାୟକ, ପର୍ଯ୍ୟବେକ୍ଷକଙ୍କ ଆଗରେ…

କନକ ବ୍ୟୁରୋ: କଂଗ୍ରେସ ସଭାପତି ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଝଡ ଉଠିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ରାଜସ୍ଥାନରେ ଦେଖାଦେଇଛି ରାଜନୈତିିକ ସଙ୍କଟ । ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକଙ୍କ ମଧ୍ୟରୁ ୯୦ରୁ ଅଧିକ ବିଧାୟକ ଅଶୋକ ଗେହଲଟ କିମ୍ବା ତାଙ୍କ…

କଟକ ଏସସିବିରୁ ନବଜାତ ଶିଶୁ ଚୋରି ଅଭିଯୋଗ । ପ୍ରସୂତୀ ବିଭାଗରୁ ନବଜାତକକୁ କେହି ନେଇଯାଇଥିବା ଅଭିଯୋଗ

କନକ ବ୍ୟୁରୋ: କଟକ ଏସସିବିରୁ ଚୋରି ହେଲା ନବଜାତ ଶିଶୁ । ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପ୍ରସୂତୀ ବିଭାଗରୁ ନବଜାତକକୁ ନେଇ ନେଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ…

ଗଜପତି ମୋହନାରେ ଜନନୀ ଯନ୍ତ୍ରଣା। ଦୁଇ କିଲୋମିଟର ଭାରାରେ ବୁହାହେଲେ ଗର୍ଭବତୀ।

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦୁଇ କିଲୋମିଟର ଭାରାରେ ବୁହାହେଲେ ଗର୍ଭବତୀ । ଗଜପତି ମୋହନା ବ୍ଳକ ବୁଡ଼ାପଙ୍କା ଗାଁକୁ ରାସ୍ତା ନଥିବାରୁ କାନ୍ଧରେ ବୁହାହେଲେ ଗର୍ଭବତୀ । ଗାଁର ଜୟନ୍ତୀ ମଲ୍ଲିକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ୧୦୨…

ନବରାତ୍ରର ପ୍ରଥମ ଦିନରେ ସୁନ୍ଦରଗଡ଼ ପୋଲିସର ନିଆରା ପଦକ୍ଷେପ। ନାରୀଙ୍କୁ ସଶକ୍ତ କରିବା ପାଇଁ ସ୍କୁଲ ଛାତ୍ରୀଙ୍କୁ…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ନବରାତ୍ରର ପ୍ରଥମ ଦିନରେ ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଆରମ୍ଭ ପ୍ରୋଜେକ୍ଟ ଦୁର୍ଗା କାର୍ଯ୍ୟକ୍ରମ । ନାରୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍କୁଲ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିବା ସହ ଝିଅମାନଙ୍କ ସୁରକ୍ଷା ପାଇଁ ଜାରି…