Daily Archives

September 25, 2022

ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ବିପଦ ସାଜୁଛି ପ୍ଲେଟଲେଟ ଅଭାବ। ଗୁରୁତର ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲା କମିଶନରେଟ…

କନକ ବ୍ୟୁରୋ:  ଭଦ୍ରକ ଜିଲ୍ଲାର କୁନି ପିଲାଟି ହସ୍ପିଟାଲ ବେଡରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ କମିଶନରେଟ ପୋଲିସର ସହାୟତା ଯୋଗୁଁ ଏବେ ତା ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଦିନ ତଳେ ଆଇସିୟୁରେ ଥିବା ଏହି କୁନି ପିଲାର ଅବସ୍ଥା ବିଗିଡି…

ସୋସିଆଲ ମିଡିଆରେ ଦୁଇ ଭଉଣୀଙ୍କ ଝଗଡ଼। ଚର୍ଚ୍ଚାରେ ଦୂତୀ, ସରସ୍ୱତୀଙ୍କ ଫେସବୁକ ପୋଷ୍ଟ

କନକ ବ୍ୟୁରୋ:  ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ । ଜଣେ ଯୁବତୀଙ୍କ ସହ ସରସ୍ୱତୀଙ୍କ ଏକାଧିକ ଫଟୋକୁ ଫେସବୁକରେ ପୋଷ୍ଟ କରି ଅତି କଡା ଟିପ୍ପଣୀ କରିଛନ୍ତି ଦୂତୀ । ଯୁବତୀଙ୍କ ସହ ସରସ୍ୱତୀଙ୍କ ସଂପର୍କ କ’ଣ ବୋଲି ପ୍ରଶ୍ନ…

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା, ଉତ୍ତରାଖଣ୍ଡରୁ ଦିଲ୍ଲୀ ଯାଏଁ ତାତିଲେ ଜନତା।

କନକ ବ୍ୟୁରୋ: ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ଶ୍ରୀନଗର ସ୍ଥିତ ମେଡିକାଲ ମର୍ଗରରେ ଅଙ୍କିତାଙ୍କ ପାର୍ଥିବ ଶରୀର ଥିବାରୁ ସେଠାରେ ହଜାର ହଜାର ଉତ୍ୟକ୍ତ ଲୋକ ଏକାଠି ହୋଇଛନ୍ତି । ଅଙ୍କିତାଙ୍କୁ ନ୍ୟାୟ ଓ…

ଟାର୍ଗେଟ ୨୦୨୪ ନିର୍ବାଚନ, ଆସନ୍ତା ୨୯ରେ ସରଗରମ ହେବ ରାଜ୍ୟ ରାଜନୀତି।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଆହୁରି ଦେଢ଼ ବର୍ଷ ବାକି ଅଛି, କିନ୍ତୁ ଏବେ ଠାରୁ ରାଜ୍ୟ ରାଜନୀତି ଉଷୁମ ହେବାରେ ଲାଗିଛି । ରଣନୀତି ପ୍ରସ୍ତୁତ ପାଇଁ କସରତ ଆରମ୍ଭ କରିଛନ୍ତି ତିନି ରାଜନୈତିକ ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…

କୋଟିଆ ସୀମାନ୍ତ ଜଙ୍ଗଲରେ ମାତିଛି ମହାବଳ। ଦିନକୁ ଘୁରି ବୁଲୁଛି ୫୦ରୁ ୬୦ କିଲୋମିଟର।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ସୀମାନ୍ତରେ ମହାବଳ ବାଘର ଆତଙ୍କ । ଆନ୍ଧ୍ର ସୀମାନ୍ତ ଜଙ୍ଗଲରେ ମହାବଳ ବାଘ ଘୁରି ବୁଲୁଥିବା ଖବର କୋଟିଆ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି । ମହାବଳ ବାଘ ଗୋରୁ ଓ ଛେଳି ଶିକାର କରିଛି । ଜଙ୍ଗଲ ଯାଇଥିବା ଗାଈଙ୍କୁ ଆକ୍ରମଣ କରି ଖଣ୍ଡିଆ କରିଛି ମହାବଳ । ବର୍ତମାନ…

ମୋବାଇଲରୁ ମିଳିବ କି ଧର୍ମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ? ଫରେନସିକ ଲ୍ୟାବକୁ ମୋବାଇଲ ପଠାଇଲା ପୋଲିସ ।

କନକ ବ୍ୟୁରୋ: କମିଶନରେଟ୍ ପୋଲିସର ଡଗ ସ୍କାର୍ଡ ଧରି ଯାଉଥିବା ମୋବାଇଲ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଚର୍ଚ୍ଚା ହେଉଛି ଏହି ମୋବାଇଲରେ ଲୁଚି ରହିଛି ନିମାପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲ୍ଳା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ । ମୃତ୍ୟୁ ପୂର୍ବରୁ…