Daily Archives

September 21, 2022

୫୦ ଟଙ୍କାରୁ ଆରମ୍ଭ କରିଥିଲେ କ୍ୟାରିୟର, ସାଜିଥିଲେ କମେଡି ଜଗତର କିଙ୍ଗ୍ । ମୁହଁ ଖୋଲିଲେ ହସରେ ମତୁଆଲା ହେଉଥିଲେ…

କନକ ବ୍ୟୁରୋ: ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୫୮ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ଅଗଷ୍ଟ ୧୦ ତାରିଖରେ ହୃଦଘାତ ପରେ ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ୪୨…

ଆସୁଛି ପୂଜା, ବଡ଼ ବଡ଼ ତୋରଣ ସହ ବିଭିନ୍ନ ପୂଜା ପେଣ୍ଡାଲରେ ଚାଲିଛି ଆୟୋଜନ: ଏପଟେ ଚାନ୍ଦା ଆଦାୟକୁ ନେଇ ଉଠିଲା ପ୍ରଶ୍ନ 

କନକ ବ୍ୟୁରୋ: ଦୁଇ ବର୍ଷର କରୋନା କଟକଣା ପରେ ଜାକଜମକରେ ଦୂର୍ଗାପୂଜା ଆୟୋଜନ କରିବା ପାଇଁ ରାତି ଦିନ ଏକ କରିଦେଲେଣି ପୂଜା କମିଟି । ଭଳିକି ଭଳି ତୋରଣ ସଜେଇବାରେ ଲାଗିପଡିଛନ୍ତି ପୂଜା ମଣ୍ଡପ । ଏସବୁର ବଜେଟ ଶୁଣିଲେ ଆପଣଙ୍କର ହୋଶ ଉଡିଯିବ । ଭୁବନେଶ୍ୱରର ବଡ ବଡ ପୂଜା କମିଟିର ବଜେଟ୍ ୧୦…

ଜୀବନ ଯୁଦ୍ଧରେ ହାରିଗଲେ କମେଡିଆନ ରାଜୁ ଶ୍ରୀବାସ୍ତବ । ନେତା ଠାରୁ ଅଭିନେତା ସବୁଠି ଶୋକର ମାହୋଲ

କନକ ବ୍ୟୁରୋ : କେତେବେଳେ ହସାଉଥିଲେ, କେତେବେଳେ କନ୍ଦାଉଥିଲେ । ତାଙ୍କ କଥା ଶୁଣୁ ଶୁଣୁ ଦର୍ଶକମାନେ ନିଜ ହସକୁ ଜମାରୁ ଅଟକାଇ ପାରୁନଥିଲେ । ସାଧାରଣ ଜନତାଙ୍କଠୁ ନେଇ ବରିଷ୍ଠ ନେତା ଓ ବ୍ୟକ୍ତିମାନେ ବି ତାଙ୍କ କମେଡିର ବଡ ପ୍ରଶଂସକ ପାଲଟିଥିଲେ । କେବେ ଅମିତାଭ ବଚ୍ଚନଙ୍କ ନକଲ ତ ପୁଣି କେବେ…

ପାଶ୍ଚାତ୍ୟ ଦେଶକୁ ପୁଟିନଙ୍କ ପରମାଣୁ ଧମକ । ୟୁକ୍ରେନକୁ ପଠାଇଲେ ଆଉ ୨୦ ଲକ୍ଷ ସୈନ୍ୟ

କନକ ବ୍ୟୁରୋ : କିଛି ମାସର ବ୍ୟବଧାନ ପରେ ପୁଣି ଯୁଦ୍ଧର ଗତି ବଢାଇଛି ଋଷ । ଋଷ ଦଖଲ କରିଥିବା ୟୁକ୍ରେନର କିଛି ଅଚଂଳକୁ ୟୁକ୍ରେନ ସେନା ନିଜ ଅକ୍ତିଆରକୁ ନେବା ପରେ ଚିହିଁକି ଉଠିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ୟୁକ୍ରେନକୁ ଆଉ ୨୦ ଲକ୍ଷ ସେନା ପଠାଇବା ସହ ପାଶ୍ଚାତ୍ୟ ଦେଶଗୁଡିକୁ…

ବଢୁଛି ଗେହଲଟ-ପାଇଲଟ୍ ବିବାଦ! କଂଗ୍ରେସ ସଭାପତି ନିର୍ବାଚନ ନଲଢିପାନ୍ତି ଗେହଲଟ

କନକ ବ୍ୟୁରୋ : ଆସନ୍ତା ମାସରେ ହେବାକୁ ଥିବା କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଗ ଧାଡିରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହଲଟ ଏବେ ପଛ ଘୁଂଚା ଦେବା ଆରମ୍ଭ କରିଛନ୍ତି    । ନିଜ ରାଜ୍ୟରେ ପ୍ରତିଦ୍ୱନ୍ଦୀ ସଚିନ ପାଇଲଟଙ୍କ ସହ ଥିବା ବିବାଦ ଏବେ ଗେହଲଟଙ୍କୁ ଚିନ୍ତାରେ ପକାଇଦେଇଛି…

ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ । ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଲେ…

କନକ ବ୍ୟୁରୋ :  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ୟ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ…