Daily Archives

September 17, 2022

୭ ଦଶନ୍ଧି ପରେ ଭାରତୀୟ ମାଟିରେ ଦୌଡିଲା ଚିତା । ସ୍ୱତନ୍ତ୍ର ବିମାନରେ ନାମ୍ବିଆରୁ ଆଣିଲା ଭାରତ

କନକ ବ୍ୟୁରୋ : ୭ ଦଶନ୍ଧି ପରେ ଭାରତୀୟ ମାଟିରେ ଦୌଡିଲା ଚିତା । ବିମାନ ଯୋଗେ ନାମିବ୍ୟାର ଏହି ୮ ଚିତା ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ ଏହି ଆଫ୍ରିକୀୟ ଚିତା ବାଘ ଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି । ୧୯୫୨ରୁ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲା । କିନ୍ତୁ…

ପୋଲିସ ଖାଇଗଲା ଜବତ ଟଙ୍କା: କଣ୍ଟାବାଞ୍ଝି ଲଜରୁ ଜବତ ୬୦ ଲକ୍ଷ ଟଙ୍କାରେ ଅନିୟମିତତା କଥା ସ୍ପଷ୍ଟ କଲେ ବଲାଙ୍ଗିର ଏସପି

କନକ ବ୍ୟୁରୋ: କଂଟାବାଞ୍ଜି ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଟ୍ୱିଷ୍ଟ ଆସିଛି । ଦାଦନ ଶ୍ରମିକ ଚାଲଣ ସନ୍ଦେହରେ କଂଟାବାଞ୍ଜି ସହରର ବିଭିନ୍ନ ଲଜରେ ଶୁକ୍ରବାରଦିନ ଚଢ଼ାଉ କରିଥିଲା ପୋଲିସ । ସହରର ଏକ ଲଜରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଦାଦନ ଶ୍ରମିକ ଚାଲାଣ ପାଇଁ ଏମାନେ ଲଜରେ…

ତେଜସ୍ୱୀ ଯାଦବଙ୍କ ଜାମିନ୍ ଖାରଜ କରିବାକୁ ଦାବି । କୋର୍ଟରେ ପହଞ୍ଚିଲା ସିବିଆଇ

କନକ ବ୍ୟୁରୋ : ଆଇଆରସିଟିସି ଦୁର୍ନୀତି ମାମଲାରେ ଜାମିନରେ ଅଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ତାଙ୍କ ମା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ । ୨୦୧୮ରେ ସିବିଆଇ ଏହି ଦୁଇ ଆରଜେଡି ନେତାଙ୍କୁ ଜାମିନ୍ ଦେଇଥିଲା । ଏବେ କିନ୍ତୁ ବିହାରରେ ସରକାର ବଦଳିବା ପରେ…

ଯାଆଁଳ ନିଶା ନିବାରଣ କେନ୍ଦ୍ରର ନିଷ୍ଠୁର ଭିଡିଓକୁ ନେଇ ତନାଘନା । ଥାନାରେ ୩ ଅଟକ, ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୁଲିସ

କନକ ବ୍ୟୁରୋ: ନିଶା କବଳରୁ ମୁକୁଳିବା ପାଇଁ ନିଶା ନିବାରଣ କେନ୍ଦ୍ର ଯାଇଥିବା ଅନ୍ତେବାସୀ ସେଠାରେ ଅକଥନୀୟ ଅତ୍ୟାଚାର ଶିକାର ହୋଇଛନ୍ତି । ଏହି ଘଟଣାରେ ପୋଲିସ ଛାନଭିନ ଜୋରଦାର କରିଛି । ଘଟଣାରେ ୩ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମାଡ ମାରୁଥିବା ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ । ତେବେ…

ଦିବ୍ୟାଙ୍ଗ ଲିପୁନାଙ୍କୁ ବଞ୍ଚିବାର ରାହା ଦେଲା ଓଡିଶା ମୋ ପରିବାର । ବ୍ୟବସାୟ କରିବାକୁ ଯୋଗାଇ ଦେଲା ଟ୍ରାଇ ସାଇକେଲ

କନକ ବ୍ୟୁରୋ : ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ଭିକ ମାଗି ପେଟ ପୋଷୁଥିଲେ, ବେଳେ ଖାଇ ବେଳେ ଉପାସ ରହୁଥିଲେ ଲିପୁନା ଓ ତାଙ୍କ ପରିବାର । ଭିକ ମାଗିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ଜୀବନ ଜିଇବା ତାଙ୍କ ପକ୍ଷେ ଦୁର୍ବିସହ ହୋଇପଡ଼ିଥିଲା ଯେମିତି । ଭିକ ମାଗୁଥିବାରୁ ଅନେକ…

୫ଟିରେ ରୂପାନ୍ତରିତ ହେବ ବୁର୍ଲା ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି । ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି    । ୨୦୨୬ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ…