Daily Archives

September 14, 2022

କାଲିଫର୍ଣ୍ଣିଆକୁ କାଳ ତାପମାତ୍ରା ବୃଦ୍ଧି । ଜଳୁଛି ଜଙ୍ଗଲ, ଯାଉଛି ଜୀବନ

କନକ ବ୍ୟୁରୋ : ଜଳବାୟୁ ପରିବର୍ତନର ପ୍ରଭାବରେ ଏବେ ସନ୍ତୁଳି ହେଉଛି ଆମେରିକାର କାଲିଫର୍ଣ୍ଣିଆ । ଥଣ୍ଡା ସ୍ଥାନରେ ଏବେ ଯେ କେବଳ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉନି ବଂର ଏହାର ପ୍ରଭାବରେ ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଛି । ଏଠାକାର ତାପମାତ୍ରା ପ୍ରାୟ ୪୭ ଡିଗ୍ରୀ ସେଲିସିୟର ରହୁଛି…

ମୁମ୍ବାଇରେ ନିବେଶକ ସମ୍ମିଳନୀରେ ଯୋଗଦେଲେ ନବୀନ ପଟ୍ଟନାୟକ। ଶିଳ୍ପପତିଙ୍କ ଭେଟି ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କଲେ…

କନକ ବ୍ୟୁରୋ: ମୁମ୍ବାଇର ନିବେଶକ ସମ୍ମିଳନୀରେ ବଡ ବଡ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମାନଙ୍କ ମଧ୍ୟରେ ଅଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ,ୱାରେ ଇଂଜିନିୟରର ଅଧ୍ୟକ୍ଷ ହିତେଶ ଯୋଶୀ, ଆପ୍ରା ଇଣ୍ଡଷ୍ଟିର ଅଧ୍ୟକ୍ଷ ଚୈତନ୍ୟ…

ଉପାନ୍ତ ଅଞ୍ଚଳରେ ପହଞ୍ଚି ପରୁନାହିଁ ଆମ୍ବୁଲାନ୍ସ: ୮ ମାସର ଗର୍ଭବତୀଙ୍କୁ ଟେକି ଟେକି ନଦୀ ପାରି କଲେ ସଂପର୍କୀୟ 

କନକ ବ୍ୟୁରୋ: ଆଜି ବି ଅନେକ ଅଂଚଳକୁ ଗମନାଗମନର ସୁବିଧା ନାହିଁ । ତେଣୁ ଗାଁରେ ପହଂଚି ପାରୁନାହିଁ ଆମ୍ବୁଲାନ୍ସ । ତେଣୁ ନଦୀ ନାଳ ପାରି ହେଉଛନ୍ତି ଗର୍ଭବତୀ । ଗର୍ଭବତୀଙ୍କୁ ଟେକି ଟେକି ପାଣି ପାରି କରାଉଛନ୍ତି ସଂପର୍କୀୟ । ନଦୀ ପାର ହେଲେ ଡାକ୍ତରଖାନାକୁ ଯିବେ ଗର୍ଭଗତୀ ମହିଳା । ଏହି ଘଟଣା…

ଆଇଏଏସ ସ୍ତରରେ ବଡ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି  । ଏହି କ୍ରମରେ ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗର ମୁଖ୍ୟ ସଚିବ ପଦ ମିଳିଥିବା ବେଳେ ଅରବିନ୍ଦ ପାଢୀଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ମୁଖ୍ୟ ସଚିବ ଦାୟୀତ୍ୱ ଦିଆଯାଇଛି ।…

ହନୁମାନ ପଇସା ବିକ୍ରି ପାଇଁ ହେଉଥିଲା ଡିଲ୍: ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଧରିଲେ ମହିଳା ଆଇଆଇସି ଲଳିତା ପ୍ରଧାନ

କନକ ବ୍ୟୁରୋ: ପାଂଚ ଲକ୍ଷ ଟଙ୍କାରେ ହନୁମାନ ପଇସା ବିକ୍ରି ପାଇଁ ହେଉଥିଲା ଡିଲ୍ । ଅଣା ପଇସାରେ ହନୁମାନ ଥିବା ବେଳେ ବିକ୍ରି ପାଇଁ ଡିଲ୍ କରୁଥିଲେ ଜଣେ ବେପାରୀ । ଆଉ ବେପାରୀ ଜଣଙ୍କ ଡିଲ୍ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ଜଣେ ପୁଲିସ । ଗ୍ରାହକ ବେଶରେ ଯାଇ ହନୁମାନ ପଇସା ବିକ୍ରି ପାଇଁ…

ସ୍ମାର୍ଟ ସ୍କୁଲରେ ଏମିତି ଚାଲିଛି ମଧ୍ୟାହ୍ନ ଭୋଜନ: ପୋକ ସାଲୁ ବାଲୁ ଚାଉଳରେ ପିଲାଙ୍କ ପାଇଁ ରୋଷେଇ ହେଉଛି ମଧ୍ୟହ୍ନ…

କନକ ବ୍ୟୁରୋ: ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଛି ପୋକଡା ଚାଉଳର ଭାତ । ଅଖାଦ୍ୟ ଦିଆଯାଉ ଥିବାରୁ ଘରୁ ଖାଇ ଆସୁଛନ୍ତି ଅନେକ ଛାତ୍ରଛାତ୍ରୀ । ସ୍ମାର୍ଟ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଖାଦ୍ୟ ପରିବେଷଣ ଅଭିଯୋଗ  । ନବରଙ୍ଗପୁର ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତୁମା ନୋଡାଲ ସରକାରୀ ଉଚ୍ଚ…