Daily Archives

September 1, 2022

ଚିକିତ୍ସା ବିଜ୍ଞାନରେ ଭାରତକୁ ବଡ ସଫଳତା । ସର୍ଭିକାଲ କ୍ୟାନସର ପାଇଁ ଦେଶୀ ଟିକାର ଶୁଭାରମ୍ଭ । ଜାଣନ୍ତୁ, କେତେ ରହିବ…

କନକ ବ୍ୟୁରୋ: ସର୍ଭିକାଲ କ୍ୟାନସର ବା ଜରାୟୁ କର୍କଟ ବିରୋଧୀ ଲଢ଼େଇ ପାଇଁ ମିଳିଯାଇଛି ଦେଶୀ ଟିକା । ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ପକ୍ଷରୁ ଏହି ଟିକାର ଶୁଭାରମ୍ଭ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ୍ ଓ ବାୟୋଟେକ୍ନୋଲୋଜିି ମିଳିତ ଭାବେ ଏହି ଭ୍ୟାକସିନ ପ୍ରସ୍ତୁତ କରିଛନ୍ତି । ତେବେ ଦେଶୀ…

ନୂଆଁଖାଇରେ ଚାଷୀଙ୍କୁ ମିଳିଲା କାଳିଆ ସହାୟତା । ବ୍ୟାଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା । ପଢନ୍ତୁ, କଣ କହିଲେ ଚାଷୀ…

କନକ ବ୍ୟୁରୋ: ପୂର୍ବ ଘୋଷଣା ଅନୁସାରେ ନୂଆଁଖାଇରେ ରାଜ୍ୟର ଚାଷୀଙ୍କୁ ଭେଟି ଦେଇଛନ୍ତି ସରକାର । ୪୧ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ ଯାଇଛି କାଳିଆ ଟଙ୍କା । ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ ।…

କିଶୋର କୁମାରଙ୍କ ବଙ୍ଗଳରେ ବିରାଟ କୋହଲୀ ଖୋଲିବେ ରେଷ୍ଟୁରାଣ୍ଟ । ୫ ବର୍ଷ ପାଇଁ ଲିଜ୍ ନେଇଥିବା ସୂଚନା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଖେଳାଳୀ ବିରାଟ କୋହଲୀ ଏକ ନୂଆ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି । ଏଥିପାଇଁ ସେ ସ୍ୱର୍ଗତ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ଘରକୁ ଚୟନ କରିଛନ୍ତି । କିଶୋର ଦାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବଙ୍ଗଳାକୁ ବିରାଟ ୫ ବର୍ଷ ପାଇଁ ଲିଜ୍ ସୂତ୍ରରେ ନେଇଛନ୍ତି । ଏକ…

ଟି-୨୦ ବିଶ୍ୱକପରେ କିଏ ପାଇବ ଜାଗା? ଦଳ ଘୋଷଣା ପାଇଁ ଆଉ ୧୫ ଦିନ ବାକି । ଚର୍ଚ୍ଚାରେ ରହିଛନ୍ତି ଏହି ସବୁ ଖେଳାଳି?

କନକ ବ୍ୟୁରୋ: ଏସିଆ କପର ସୁପର-୪ରେ ଟିମ୍ ଇଣ୍ଡିଆ ନିଜ ସ୍ଥାନ ପକ୍କା କରିସାରିଛି । ହେଲେ ରୋହିତ ବାହିନୀର ମୁଖ୍ୟ ଲକ୍ଷ୍ୟ କିନ୍ତୁ ରହିଛି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏଥର ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହେଇନାହିଁ । ସେପ୍ଟେମ୍ବର ୧୫ ସୁଦ୍ଧା ଟିମ୍ ଘୋଷଣା…

ପୁଣି ଚର୍ଚ୍ଚାରେ ବାଲେଶ୍ୱରର ସୋର ଉପକାରାଗାର: ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି ବିଚାରଧିନ କଏଦୀ

କନକ ବ୍ୟୁରୋ: ପୁଣି ବିବାଦରେ ବାଲେଶ୍ୱର ଜିଲ୍ଲାର ସୋର ଉପକାରାଗାର । ବିଭିନ୍ନ ସମୟରେ ବିଭିନ୍ନ ଅନୀୟମିତତାକୁ ନେଇ ଚର୍ଚ୍ଚାକୁ ଆସିଥିବା ଏହି ଜେଲରୁ ଫେରାଏ ହୋଇଯାଇଛନ୍ତି ଜଣେ ବିଚାରଧୀନ କଏଦୀ । ଏକ ଦୁଷ୍କର୍ମ ମାମଲାରେ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଅଂଚଳରୁ ଗିରଫ ହୋଇ ସୋର ସବ୍ ଜେଲରେ…

କାମାକ୍ଷାନଗର ମହିମା ଗାଦିରେ ପାଳନ ହେଲା ନୂଆଁଖାଇ: ନୂଆ ଚୁଡାରେ ନବାନ୍ନ ପ୍ରସ୍ତୁତ କରି ଶୂନ୍ୟ ଠାକୁରଙ୍କୁ କଲେ ଅର୍ପଣ…

କନକ ବ୍ୟୁରୋ: କେବଳ ପଶ୍ଚିମ ଓଡିଶା ନୁହେଁ ରାଜ୍ୟର ଅନ୍ୟସ୍ଥାନ ମାନଙ୍କରେ ମଧ୍ୟ ଆଜି ନୂଆଁଖାଇ ପାଳନ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମହିମାଧର୍ମବଲମ୍ବୀ ମାନେ ମଧ୍ୟ ନୂଆଁଖାଇ ପର୍ବ ପାଳନ କରିଛନ୍ତି । କରୋନା ପାଇଁ କିଛି ବର୍ଷ ଏହି ପର୍ବ ଫିକା ପଡିଥିଲା । ହେଲେ ଏବର୍ଷ ସ୍ଥିତି…