Daily Archives

August 12, 2022

ୟୁରୋପରେ ବିଭିନ୍ନ ଦେଶରେ ଭୀଷଣ ଗରମ, ଆଗକୁ ହୋଇପାରେ ଦରଦାମ ବୃଦ୍ଧି।

କନକ ବ୍ୟୁରୋ: କିଛି ଦିନ ହେବ ବିଟ୍ରେନ ସହିତ ୟୁରୋପରେ ବିଭିନ୍ନ ଦେଶରେ ଭୀଷଣ ଗରମ ସାଙ୍ଗକୁ ପ୍ରଚଣ୍ଡ ତାତି ଅନୁଭୁତ ହେଉଛି । ସ୍ଥିତି ଏଭଳି ହୋଇଛି କି ୟୁରୋପିଆନ ୟୁନିୟନ ଓ ବ୍ରିଟେନର ପ୍ରାୟ ୬୦ ପ୍ରତିଶତ ସ୍ଥାନ ଏବେ ମରୁଡି ସମସ୍ୟା ଦେଇ ଗତିକରୁଛି । ଯାହା ଦ୍ୱାରା ପାଖାପାଖି ୨କୋଟି ଲୋକ…

ଇଡି ଓ ସିବିଆଇ ସ୍କାନରରେ ପ.ବଙ୍ଗର ନେତା ଏବଂ ମନ୍ତ୍ରୀ। ସରକାରୀ ତଦନ୍ତକାରୀ ସଂସ୍ଥା ବନାମ ଟିଏମସି।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଏବେ ମାରାଥନ ଚଢାଉ ଓ ଗିରଫ କରୁଛନ୍ତି ଉଭୟ ପ୍ରବର୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ । ଏହି ଦୁଇ ସରକାରୀ ତଦନ୍ତକାରୀ ସଂସ୍ଥାର ସ୍କାନରରେ ମୁଖ୍ୟତଃ ରହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ବଡ ବଡ ମନ୍ତ୍ରୀ ଓ ନେତା । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି…

ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଲେ ନୀତିଶ କୁମାର, କହିଲେ ପ୍ରଧାନମନ୍ତ୍ରୀ ହେବାକୁ କଦାପି ଚିନ୍ତା କରିନାହାଁନ୍ତି 

କନକ ବ୍ୟୁରୋ: ନାଟକୀୟ ଢଙ୍ଗରେ ବିଜେପିଠୁ ମେଣ୍ଟ ଭାଙ୍ଗି ବିହାରରେ ନୂଆ ମେଣ୍ଟ ସରକାର ଗଢିଛନ୍ତି ନୀତିଶ କୁମାର । ଏହା ଭିତରେ ଗୋଟେ ଖବରକୁ ନେଇ ବେଶ କିଛି ଦିନ ହେବ ଜୋରସୋରରେ ଚାଲିଛି ଚର୍ଚ୍ଚା । ଚର୍ଚ୍ଚାରେ ରହିଛି ଯେ ୨୦୨୪ରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା…

ଦେଶରେ କରୋନା ସଂକ୍ରମଣ ବୃଦ୍ଧି, ରାଜ୍ୟମାନଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୨୦ହଜାର ପାଖାପାଖି ରହୁଛି । ବିଶେଷ କରି ୫ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସ୍ୱାଧୀନତା ଦିବସ…

ଚୀନ-ତାଇୱାନ ସଙ୍କଟ, ଦୁଇ ଦେଶକୁ ପରାମର୍ଶ ଦେଲା ଭାରତ 

କନକ ବ୍ୟୁରୋ: ଚୀନ-ତାଇୱାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ବୟାନ ରଖିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ସାମ୍ବାଦିକ ସମ୍ମିଳନୀ କରି ଭାରତର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏଥିସହ ଦୁଇ ଦେଶକୁ ପରାମର୍ଶ ମଧ୍ୟ ଦେଇଛି ଭାରତ ।…

ରାଜନୀତିର ଫୋକସରେ ମୟୂରଭଞ୍ଜ । ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । କହିଲେ,…

କନକ ବ୍ୟୁରୋ: ରାଜନୀତି ଫୋକସରେ ରହିଛି ମୟୂରଭଞ୍ଜ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଜେଡ଼ି ଶିବିରରେ ତତ୍ପରତା ପ୍ରକାଶ ପାଇଛି । ସେହିପରି ମୟୁରଭଂଜରୁ କେନ୍ଦ୍ରମନ୍ତ୍ରୀ ଅଛନ୍ତି ବିଶେଶ୍ୱର ଟୁଡ଼ୁ । ତେଣୁ ଏହି ଜିଲ୍ଳାକୁ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ଆଜି…