Daily Archives

August 6, 2022

ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ: ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟଙ୍କୁ ହରାଇଲେ ଜଗଦୀପ

କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ ବିଜୟୀ । ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଜଗଦୀପ । ଧନଖଡଙ୍କୁ ୫୨୮ ଭୋଟ ମିଳିଥିବା ସୂଚନା । ସେହିପରି ମାର୍ଗାରେଟଙ୍କୁ ୧୮୨ଟି ଭୋଟ ମିଳିଥିବା ସୂଚନା ମିଳିଛି । ୧୫ଟି ଭୋଟ ନାକଚ ହୋଇଥିବା ଜଣାପଡିଛି । ମୋଟ ୭୨୫ ଜଣ ସାଂସଦ…

ଛିଡୁନି ଘର କଳି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବା ପାଇଁ ଦାବି କଲେ…

କନକ ବ୍ୟୁରୋ: ତୁଟୁନି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସବୁବେଳେ ଲାଗି ରହିଛି ତୁ ତୁ ମେ ମେ । କେନ୍ଦ୍ର ଅନ୍ୟ ରାଜ୍ୟ ପାଇଁ ପୋର୍ଟାଲ ଖୋଲୁଥିବା ବିଜେଡି ବାରମ୍ବାର ଅଭିଯୋଗ କରି ଆସିଛି । ସେପଟେ ଯୋଜନାରେ ରାଜ୍ୟ ସରକାର ଅନିୟମିତତା କରିଥିବା କହି…

ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଓଡ଼ିଶାରେ ସରଗରମ ହେଲା ରାଜନୀତି । ଦଳୀୟ ପଦାଧିକାରୀଙ୍କ…

କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ଆସୁଛନ୍ତି ଅମିତ ଶାହ । ତାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ବିଜେପି । ନିର୍ବାଚନ ସମୟରେ ନବୀନ ସରକାରଙ୍କୁ କଡା କଟାକ୍ଷ କରୁଥିବା ଅମିତ ଶାହ ନିଜ ବକ୍ତବ୍ୟରେ କଣ କହିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପ୍ରଜାତନ୍ତ୍ରର ୭୫ତମ…

ବାପା ବନିଗଲା ସଇତାନ: ଦିବ୍ୟାଙ୍ଗ ପୁଅକୁ ମାରି ପୋଲ ତଳକୁ ଫିଙ୍ଗିଦେଲା

କନକ ବ୍ୟୁରୋ: ୧୩ ବର୍ଷର ମାନସିକ ଅନଗ୍ରସର ପୁଅକୁ ନିଜ ହାତରେ ତଂଟିଚିପି ମାରିଦେଲା ବାପା । ବିଶ୍ୱାସ ହେଉନଥିଲେ ବି ଏଭଳି ନୃଶଂସ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଂଟାର ଚାନ୍ଦମାରି ପଡ଼ିଆ ଅଂଚଳରେ । ନୁନିଆଯୋଡି ପୋଲ ତଳୁ ମୃତଦେହ ଜବତ ହେବା ପରେ ଏହି ବର୍ବରକାଣ୍ଡର ରହସ୍ୟ ଖୋଲିଛି ।…

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ, ପୁରୀରେ ବୁଡିଲା ବଡଦାଣ୍ଡ

କନକ ବ୍ୟୁରୋ: ନୟାପଲ୍ଲି ସ୍ଥିତ ଇସ୍କନ ମନ୍ଦିର ବାହାରେ ଜମା ହୋଇଯାଇଥିଲା ବର୍ଷା ପାଣି । ରାସ୍ତା ଉପରେ ଲହଡି ଭାଂଗୁଥିଲା ୨ରୁ ୩ଫୁଟ ଉଚ୍ଚର ପାଣି । ପାଣି ଜମି ରହିବାରୁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବମିଖାଲ ରାସ୍ତାରେ ପାଣି ଏତେ ଜମିଥିଲା ରାସ୍ତା ପାଲଟି ଯାଇଥିଲା ନଇ…

କିଛି ସମୟର ବର୍ଷାରେ ଖୋର୍ଦ୍ଧାରେ ସାଂଘାତିକ ଦୃଶ୍ୟ: ପାଣିରେ ବୁଡ଼ିଗଲା ମୋ ବସ୍

କନକ ବ୍ୟୁରୋ: ପାଣି ଭିତରେ ଫସି ଯାଇଛି ଯାଉଥିବା ମୋ-ବସ୍ । ପ୍ରବଳ ପାଣି ଭିତରେ ଫସି ଯିବା ପରେ ଆଉ ଆଗକୁ ଗଡିପାରିନଥିଲା ବସ୍ । ସେହିଠାରେ ହିଁ ଅଟକି ଯାଇଥିଲା । ଏ ଦୃଶ୍ୟ ହେଉଛି ଜଟଣୀ ମୁଖ୍ୟ ରାସ୍ତାରେ ଥିବା ଅଣ୍ଡରପାସର । ଯେଉଁଠି ପାଣି ଭିତରେ ବସଟି ସମ୍ପୂର୍ଣ୍ଣ ବୁଡି ଯାଇଛି । ବସର ଛାତ…