Monthly Archives

July 2022

ଓଡ଼ିଶାରେ ସକ୍ରିୟ ହେଉଛି କି ଇଡି? ପ୍ରଭାତ ବିଶ୍ୱାଳଙ୍କ ସଂପତ୍ତି ଜବତ ପରେ ଆଶଙ୍କାରେ ନେତା।

କନକ ବ୍ୟୁରୋ: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କା ଓ ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡରେ ଆର୍ଥିକ ହେରଫେର ମାମଲାରେ ୨ କୋଟି ୩୯ ଲକ୍ଷ ଟଙ୍କା ଜବତ ଘଟଣା ସ୍ପଷ୍ଟ କରୁଛି ଯେ ଓଡ଼ିଶାରେ ଆକ୍ସନ ମୋଡକୁ ଆସିଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଭାତ ବିଶ୍ୱାଳ ଓ ମିଡିଆ…

କମନୱେଲଥ ଗେମ୍ସରେ ଭାରତକୁ ଆଉ ଏକ ସଫଳତା , ମହିଳା କ୍ରିକେଟରେ ପାକିସ୍ତାନକୁ ହରାଇଲା ଭାରତ

କନକ ବ୍ୟୁରୋ : କମନୱେଲଥ ଗେମର ତୃତୀୟ ଦିନ ସୁଦ୍ଧା ବିଭିନ୍ନ ପ୍ରତିଯୋଗିତାରେ ଭାରତକୁ ବିଶେଷ ସଫଳତା ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ଦୁଇଟି ସ୍ୱର୍ଣ୍ଣପଦକ ସହ ମୋଟ ୫ ଟି ପଦକ ମିଳିଛି । ଏହି କ୍ରମରେ ଏବେ ଭାରତୀୟ ମହିଳା କ୍ରିକେଟ ଟିମ୍ ପାକିସ୍ତାନକୁ ପରାଜିତ କରି ଆଉ ଏକ ରେକର୍ଡ ସୃଷ୍ଟି…

ରୋଚକ ହେଉଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା। ଶାନ୍ତି ନିକେତନର ‘ଅପା’ ଫାର୍ମ ହାଉସକୁ ନେଇ ଚର୍ଚ୍ଚା।…

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଶିକ୍ଷକ ଦୁର୍ନୀତି ମାମଲାରେ ବହିଷ୍କୃତ ମନ୍ତ୍ରୀ  ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ କଳା କାରନାମାର ପର୍ଦ୍ଦଫାସ ହେଉଛି ।  ସମ୍ପତି ତାଲିକା ଲମ୍ବି ଚାଲିଥିବାରୁ ଇଡି ବି ତାଜୁବ ହୋଇଛି । ତଦନ୍ତ ବେଳେ ସାମ୍ନାକୁ ଆସିଛି  ପାର୍ଥ -ଅର୍ପିତା  ମିଳିତ ଭାବେ…

ଉତ୍ତେଜନା ପରେ ମାର୍କେଟ ବିଲ୍ଡିଂ ବନ୍ଦ। ଦୋକାନ ବନ୍ଦ କଲେ ବ୍ୟବସାୟୀ ସଂଘ।

କନକ ବ୍ୟୁରୋ: ଉତ୍ତେଜନା ପରେ ବନ୍ଦ ହେଲା ରାଜଧାନୀର ମାର୍କେଟ ବିଲ୍ଡିଂ । ମାର୍କେଟ ବିଲ୍ଡିଂ ସଂଘ ସମସ୍ତ ଦୋକାନ ବନ୍ଦ କରିଛନ୍ତି । ଉଠାଦୋକାନୀକୁ ବିରୋଧ କରି ମାର୍କେଟ ବିଲ୍ଡିଂ କରିଛନ୍ତି ବ୍ୟବସାୟୀ । ଲଗାତର ଏଠାରେ ଉଠାଦୋକାନୀ ପସରା ମେଲାଇ ବସୁଥିବାରୁ ଦୋକାନୀମାନେ ବିରୋଧ କରି ଆସୁଥିଲେ…

ରାୟଗଡ଼ା ପରେ ଏବେ କଲ୍ୟାଣସିଂହପୁରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ, ୨୦ରୁ ଅଧିକ ଆକ୍ରାନ୍ତ । ଅସ୍ୱୀକାର କଲା ପ୍ରଶାସନ

କନକ ବ୍ୟୁରୋ: ରାୟଗଡାର କାଶୀପୁର ପରେ ଏବେ କଲ୍ୟାଣସିଙ୍ଗପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ବ୍ଲକରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉଦ୍ଧ୍ୱର୍ ଆକ୍ରାନ୍ତ ହୋଇଛନ୍ତି । ତେବେ ପ୍ରଶାସନ ତରଫରୁ ମୃତ୍ୟୁକୁ ସ୍ୱୀକାର କରାଯାଇନଥିବା ବେଳେ ଝାଡ଼ାବାନ୍ତିର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ ।…

ମାଛ ବିକି ଟ୍ରକକୁ ଜାଳିଦେଲା ଡ୍ରାଇଭର: ୧୨ ଲକ୍ଷ ଟଙ୍କା ମାଛକୁ ମାଲିକ ଅଜାଣତରେ ୭ଲକ୍ଷ ଟଙ୍କାରେ କରିଦେଇଥିଲା ବିକ୍ରି

କନକ ବ୍ୟୁରୋ: ମାଲିକର ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ୧୨ ଲକ୍ଷ ଟଙ୍କାର ମାଛକୁ ୭ଲକ୍ଷ ଟଙ୍କାରେ ବିକ୍ରି କରି ଟ୍ରକରେ ନିଆଁ ଲଗାଇଦେଲା । ଏମିତି ଏକ ଘଟଣାର ପର୍ଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ । ଗତ ଜୁନ୍ ୨୨ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟିରେ ଏକ ମାଛ…