Daily Archives

July 31, 2022

ନବରଙ୍ଗପୁରରେ ସଫଳ ହେଉଛି ଡାଳିମ୍ବ ଚାଷ: ୩ ଏକର ଜମିରେ ଫଳିଛି ଉତ୍ତମ ମାନର ଡାଳିମ୍ବ

କନକ ବ୍ୟୁରୋ: ପେଷା ଥିଲା ଇଂଜିନୟର,ଇଚ୍ଛା ଥିଲା ଫାର୍ମ ହାଉସ ଟିଏ କରିବେ, ସୋସିଆଲ ମିଡିଆରୁ ପ୍ରଭାବିତ ହୋଇ,ନିଶା ସାଜିଲା ଡାଳିମ୍ବ ଚାଷ କରିବା । ଚାକିରୀରୁ ଅବସର ପରେ ତାଙ୍କ ଏହି ନିଶା ତାଙ୍କୁ ଏକ ସଫଳ ଡାଳିମ୍ବ ଚାଷୀ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଦିବାକର ବେହେରା…

ଆରପାରିରେ ବିଶିଷ୍ଟ ଓଡ଼ିଆ ତଥା ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ର। ବିଳମ୍ବିତ ରାତିରେ ୮୩ ବର୍ଷରେ ଦେହାନ୍ତ।

କନକ ବ୍ୟୁରୋ: ଯାହାଙ୍କ ଗୀତରେ ଓଡ଼ିଆ ଶ୍ରୋତାଙ୍କ ଆଖିରେ ନିଦ ଆସି ଯାଉଥିଲା, ସେହି କାଳଜୟୀ କଣ୍ଠଶିଳ୍ପୀ ଚିରନିଦ୍ରାରେ ଶୋଇଯାଇଛନ୍ତି । ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ ବି ଓଡ଼ିଆଙ୍କ ହୃଦୟକୁ ଛୁଇଁ ଯାଇଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର । ୨୧ ଅକ୍ଟୋବର ୧୯୩୮: କୋଲକତାର…

ସମୁଦ୍ରର ଆଁ ଭିତରେ ପୋଡମେଟା ଗାଁ। ଉଚ୍ଚ ଜୁଆର ଆସିଲା ଘର ଧୋଇ ନେଲା।

କନକ ବ୍ୟୁରୋ: ଭୁଶୁଡି ପଡିଛି ଘର, କାନ୍ଥକୁ ଅଧା ଦୂରକୁ ଟାଣି ନେଇଛି ସମୁଦ୍ର ଜୁଆର । ଘର ଢାଂଚା ଠିଆ ହୋଇଥିବା ବେଳେ ଛାତ ଓ କାନ୍ଥ ବେଳାଭମିରେ ମୁଁହମାଡି ପଡିଛି । ଗଞ୍ଜାମ ଜିଲ୍ଲା ପୋଡାମପେଟା ଗାଁରେ ଦେଖିବାକୁ ମିଳିଛି ସମୁଦ୍ର ଏହି କରାଳ ରୂପ । ଗଞ୍ଜାମ ଜିଲ୍ଲାର ପୋଡାମପେଟା ଗାଁକୁ…

ସଂଜୟ ରାୱତଙ୍କ ବିଭିନ୍ନ ଠିକଣାରେ ଇଡିର ଚଢାଉ, ଜାଣନ୍ତୁ ମିଳିଲା କେତେ ସମ୍ପତ୍ତି ?

କନକ ବ୍ୟୁରୋ : କିଛି ଘଂଟାର ଚଢାଉ ପରେ ଶିବସେନା ସାଂସଦ ସଂଜୟ ରାୱତଙ୍କୁ ଇଡି ନିଜ ହେପାଜତକୁ ନେଇଛି । କୁହାଯାଉଛି କି ସଂଜୟଙ୍କୁ ଇଡି ଗିରଫ ବି କରିପାରେ । ସଦ୍ୟ ସୂଚନା ମୁତାବକ ସଂଜୟ ରାୱତଙ୍କ ଘରେ ଚଢାଉ ବେଳେ ଇଡି ହାତରେ ୧୧.୫୦ ଲକ୍ଷ ଟଙ୍କା ମିଳିଛି । ସେପଟେ ଇଡି କାର୍ଯ୍ୟାଳୟରେ…

ଝାଡଖଣ୍ଡ ରାଜନୀତିରେ ହଲଚଲ। କଂଗ୍ରେସ ବିଧାୟକଙ୍କ ଗାଡିରୁ ଜବତ ହେଲା ଲକ୍ଷାଧିକ ଟଙ୍କା।

କନକ ବ୍ୟୁରୋ: ପଶ୍ଚିମବଙ୍ଗରୁ ଲକ୍ଷାଧିକ ଟଙ୍କା ସହ ଧରାପଡ଼ିଛନ୍ତି ଝାଡଖଣ୍ଡ କଂଗ୍ରେସର ତିନି ବିଧାୟକ । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହା ପରେ କଂଗ୍ରେସ ଆକ୍ସନକୁ ଆସିଛି । ୩ ବିଧାୟକଙ୍କୁ ସସପେଣ୍ଡ କରାଯାଇଛି । କଂଗ୍ରେସର ୩ ବିଧାୟକ ଇର୍ଫାନ ଆନସାରୀ, ରାଜେଶ କଚଚାପ, ନମନ…

ଭୁଲ ଇଞ୍ଜେକସନରୁ ରୋଗୀ ମୃତ୍ୟୁ ଘଟଣା। କାର୍ଯ୍ୟାନୁଷ୍ଠାନ ନେଲା କ୍ୟାପିଟାଲ ହସ୍ପିଟାଲ।

କନକ ବ୍ୟୁରୋ: ରାଜଧାନୀର କ୍ୟାପିଟାଲ ହସ୍ପିଟାଲର କାଜୁଆଲଟିରେ ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୋଗକୁ ଗୁରୁତର ସହ ନେଇ କ୍ୟାପିଟାଲ ହସ୍ପିଟାଲ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ କାଜୁଆଲଟିରୁ ହଟାଇ ଦେଇଛି । ଏଥିସହ…