Daily Archives

July 30, 2022

ପାର୍ଥ-ଅର୍ପିତାଙ୍କ ଆଲିଶାନ ଫାର୍ମହାଉସ ଠାବ୍ । ଶାନ୍ତି ନିକେତନରେ ରହିଛି ୨୦ଲକ୍ଷ ଟଙ୍କାର ସମ୍ପତି, ଇଡି ହାତରେ…

କନକ ବ୍ୟୁରୋ : ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଏବେ ଠିକ ସେମିତି କିଛି ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଖୋଳତାଡ କରୁଥିବା ଇଡି ସ୍କାନରେ ପଶ୍ଚିମବଙ୍ଗ କ୍ୟାବିନେଟରୁ ବିତାଡିତ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଅର୍ପିତା ଚାର୍ଟାଜୀ ଆସିବା ପରେ ତାଜୁବ କରିବା ଭଳି…

ବିଦ୍ୟୁତ ବିଭାଗର ଚରମ ଅବହେଳା। ସବୁଦିନ ପାଇଁ ହାତ ହରାଇଲା ୭ ବର୍ଷର ମୁନ୍ନା। 

କନକ ବ୍ୟୁରୋ:  ଜୀବନ କଣ ଜାଣିବା ପୂର୍ବରୁ କୁନି ପୁଅ ମୁନ୍ନା ତାର ଦୁଇ ହାତ ହରାଇଛି । ହସଖୁସିରେ ଚାଲିଥିବା ଜିଲୁ ମାଝୀଙ୍କ ପରିବାରରେ ଘୋଟି ଆସିଛି ଅନ୍ଧକାରର କଳା ବାଦଲ । ସୁଖର ସଂସାରରେ ଏଭଳି ବିପଦ ଆସିବ କେହି କେବେ କଳ୍ପନା କରି ନଥିଲେ । ୭ ବର୍ଷର ପୁଅ ମୁନା ଘର ଅଗଣାରେ ଖେଳୁ ଖେଳୁ ଘର…

ମଧ୍ୟପ୍ରାଚ୍ୟରେ ପ୍ରବଳ ବର୍ଷା । ବନ୍ୟାରେ ବୁଡ଼ିଲା ଦୁବାଇ ସହର,ଭାସିଲା କାର, ଭାଙ୍ଗିଲା ଘର

କନକ ବ୍ୟୁରୋ : ସବୁବେଳେ ନିଜର ଉଚ୍ଚ ଅଟାଳିକା, ଧନୀ ବାସିନ୍ଦା ଓ ସୁନା ଅଳଙ୍କାର ପାଇଁ ଦୁନିଆକୁ ଆକର୍ଷିତ କରୁଥିବା ଦୁବାଇର ସ୍ଥିତି ବେହାଲ ହୋଇପଡିଛି । ମରୁଭୂମି ସହରରେ ଏବେ ଆସିଛି ପ୍ରଳୟଙ୍କାରୀ ବନ୍ୟା । ବର୍ଷା ପାଣିରେ ଏବେ ଉବୁଟୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବ ସିଆଡେ…

ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ । ରାଜ୍ୟପାଳଙ୍କୁ ତୁରନ୍ତ କ୍ଷମା…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଗୋଟିଏ ପଟେ କ୍ଷମତା ସଂକଟ ଲାଗି ରହିଥିବା ବେଳେ ଏବେ ମହାରାଷ୍ଟ୍ରବାସୀଙ୍କୁ ନେଇ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଦେଇଥିବା ବୟାନ ବେଶ୍ ଚର୍ଚ୍ଚା ହେଉଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ କହିଥିଲେ ଯଦି ଗୁଜରାଟୀ ଓ ରାଜସ୍ଥାନୀଙ୍କୁ ମୁମ୍ବାଇରୁ ହଟାଇ…

ମଦ ପିଇବାକୁ ଡହଳବିକଳ ଓଡିଶାର ଲୋକେ। ବିକ୍ରୟ ମୂଲ୍ୟରୁ ଅଧିକ ଦାମ ଦେଇ କିଣୁଛନ୍ତି ମଦ। 

କନକ ବ୍ୟୁରୋ:  ରାଜ୍ୟର ଅନେକ ସ୍ଥାନରେ ଏମଆରପି ବା ବିକ୍ରୟ ମୂଲ୍ୟ ଠାରୁ ଅଧିକ ଦରରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ମାନିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଅରବିନ୍ଦ ଢାଲିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ମାନିଛନ୍ତି, ରାଜ୍ୟରେ ଅଧିକ ଦାମରେ…

ଥାନାରେ ହାଜର ହେଲେ ବାବୁସାନ। ଜନ୍ମଦିନରେ ଜେରା କଲା ପୋଲିସ। 

କନକ ବ୍ୟୁରୋ:  ଜନ୍ମଦିନର ଶୁଭେଛା ଜଣାଇବା ପାଇଁ ଆସିଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଦେବା ପରେ ପରେ ଥାନା ଅଭିମୁଖେ ବାହାରିଥିଲେ ଅଭିନେତା ବାବୁସାନ । ମାଆ ଅପରାଜିତା ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଥାନାକୁ ଯାଇଥିଲେ । ଥାନାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି…