Daily Archives

July 29, 2022

ଘରୋଇ ବ୍ୟାଙ୍କଗୁଡିକ ପ୍ରତି ସରକାରୀ ଅଧିକାରୀଙ୍କ ମୋହ । ସରକାରୀ ଜମା ରଖିବାକୁ ଘରୋଇ ବ୍ୟାଙ୍କ ଅଗ୍ରାଧିକାର !

କନକ ବ୍ୟୁରୋ: ରାଜ୍ୟ ବିକାଶରେ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଏ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡିକର ଭୂମିକା ନଗଣ୍ୟ । ଏହା ବିଭିନ୍ନ ସମୀକ୍ଷା ବୈଠକରେ ପ୍ରତିଫଳିତ ହୋଇଛି । ତାସତ୍ତ୍ୱେ ସରକାରୀ ଅଧିକାରୀମାନଙ୍କ ଘରୋଇ ବ୍ୟାଙ୍କ ପ୍ରୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଦେଶରେ ବୃଦ୍ଧି ପାଉଛି କିଶୋରୀ ମାଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିବାର ନିୟୋଜନ ଭିଜନ-୨୦୩୦ ରିପୋର୍ଟ ପ୍ରକାଶ।

କନକ ବ୍ୟୁରୋ: କିଶୋରୀ ଅବସ୍ଥାରେ ଗର୍ଭବତୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଭାରତକୁ ଚିନ୍ତାରେ ପକାଇ ଦେଇଛି । ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ପରିବାର ନିୟୋଜନ ଭିଜନ-୨୦୩୦ରେ କୁହାଯାଇଛି ଯେ ଭାରତରେ ପ୍ରଜନନ ହାର ସ୍ଥିର ଥିବା ବେଳେ କେତେକ କ୍ଷେତ୍ରରେ ଉଚ୍ଚ କିଶୋରୀ…

ଜମ୍ମୁକାଶ୍ମୀରରେ ଦେବଦୂତ ସାଜିଲେ ଯବାନ। ମଝି ନଦୀରୁ ବଞ୍ଚାଇଲେ ଜୀବନ। 

କନକ ବ୍ୟୁରୋ: ବନ୍ୟାରେ ଭାସିଯାଉଥିଲା ଜୀବନ । ପ୍ରଖର ବନ୍ୟାର ସ୍ରୋତ ସାଙ୍ଗକୁ ପ୍ରଚଣ୍ଡ ଶଦ୍ଧରେ ଭୟଙ୍କର ଥିଲା ମାହୋଲ । ସ୍ଥିତି ଏଭଳି ଥିଲା କି ଏନଡିଆରଏଫ ଟିମ ମଧ୍ୟ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅସହାୟ ମନେ କରିଥିଲା । ଏହି ସମୟରେ ସେନାକୁ ଦିଆଗଲା ସୂଚନା ଓ ଆଉ ତୁରନ୍ତ…

ସାମନାକୁ ଆସିଲା କନ୍ଧମାଳର କରୁଣ କାହାଣୀ । ବନ୍ଧୁଙ୍କ ସହ କଥା ହେଉଥିବାବେଳେ ନାବାଳିକାକୁ ଘେରିଯାଇ ନିର୍ଯାତନା ଦେଲେ…

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଳା ସଦର ଥାନା ଅନ୍ତର୍ଗତ ଗୌଡପଡା ଗାଁର ନବମ ଶ୍ରେଣୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଘଟଣାରେ ସାମନାକୁ ଆସିଛି ସାଂଘାତିକ ସତ । ମୃତ୍ୟୁ ପୂର୍ବରୁ ନାବାଳିକା ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଥିବାବେଳେ ତାଙ୍କୁ ଘେରିଯାଇ କିଛି ଯୁବକ ନିସ୍ତୁକ ମାଡ…

ପଶ୍ଚିମବଙ୍ଗରେ ମନ୍ତ୍ରୀ ଓ ଅଭିନେତ୍ରୀ ଦେଉଛନ୍ତି ଚକମା। ରିମାଣ୍ଡରେ ଥାଇ ମଧ୍ୟ ଇଡିକୁ ବନାଉଛନ୍ତି ବୋକା।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଏବେ ଆସିଛି ନୂଆ ଟୁଇଷ୍ଟ । କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ପଶ୍ଚିମବଙ୍ଗ କ୍ୟାବିନେଟର ବିତାଡିତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ରିମାଣ୍ଡରେ ରହି ଜେରାର ସମ୍ମୁଖୀ ହେଉଛନ୍ତି । ତଥାପି ମୌକା…

ଡ. ସସ୍ମିତ ପାତ୍ର ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା। ସୁଲତା ଦେଓ ମୁଖ୍ୟ ସଚେତକ ନିଯୁକ୍ତ। 

କନକ ବ୍ୟୁରୋ: ଡ. ସସ୍ମିତ ପାତ୍ରଙ୍କୁ ନୂଆଦାୟିତ୍ୱ ଦେଲା ବିଜେଡି । ରାଜ୍ୟସଭା ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି ସସ୍ମିତ । ସେହିଭଳି ସୁଲତା ଦେଓ ବିଜେଡି ମୁଖ୍ୟ ସଚେତକ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ…