Daily Archives

July 28, 2022

ଭାରତୀୟ ଯୁବକ ଘରେ ପ୍ରସ୍ତୁତ କରିଦେଲେ ଉଡାଜାହାଜ । ଏବେ ପରିବାର ସହ କରୁଛନ୍ତି ବିଦେଶ ଭ୍ରମଣ

କନକ ବ୍ୟୁରୋ : ଥରେ ସ୍ତ୍ରୀଙ୍କ ସଂଗେ ଛୁଟି କଟାଇବାକୁ ବିଦେଶ ଯିବା ପାଇଁ ଯୁବକ ଜଣଙ୍କ ଏକ ଦୁଇଟି ସିଟ ଥିବା ବିମାନ ଭଡାରେ ଆଣିଥିଲେ । ଏହାପରେ ସେମାନଙ୍କର ପରିବାର ବଢିଲା । ଯୁବକ ଜଣଙ୍କ ଦୁଇଟି ପିଲାର ବାପା ହେବା ପରେ ତାଙ୍କର ପରିବାର ସଂଖ୍ୟା ୪ ରେ ପହଂଚିଗଲା । ଏହାପରେ ଛୁଟିକାଟିବାକୁ…

ବଲିଉଡ୍ ଭଳି ଓଲିଉଡରେ ଚାଲିଛି କି ନିଶା କାରବାର? ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କଲା କଳିଙ୍ଗ ସେନା 

କନକ ବ୍ୟୁରୋ: ବଲିଉଡ୍ ଭଳି ଓଲିଉଡରେ ବି ବଢି ବଢି ଚାଲିଛି ନିଶା କାରବାର । ଏଭଳି ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛି କଳିଙ୍ଗ ସେନା । ଥାନାରେ ଅଭିଯୋଗ କରି କୁହାଯାଇଛି ଓଡିଶାରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଘଟଣାର ପୁନରାବୃତ୍ତି ନହେଉ ସେନେଇ ପୋଲିସ ଯତ୍ନବାନ ହେବା ଜରୁରୀ । ବାବୁସାନ…

ଏଯାଏଁ ବାବୁସାନଙ୍କୁ ପଚରାଉଚରା କରିନାହିଁ ପୋଲିସ । ମାଆଙ୍କ ସହ ଘର ବାଲକୋନିକୁ ଆସି ମିଡିଆକୁ ଦେଲେ ଦେଖା

କନକ ବ୍ୟୁରୋ: ଚେନ୍ନାଇରୁ ଫେରିବା ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ବାବୁସାନ୍ । ମାଆଙ୍କ ସହ ଘର ବାଲକୋନିକୁ ଆସି ଦେଖାଦେଇଛନ୍ତି । ଯଦିଓ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି କିନ୍ତୁ ଚେହେରା ଦେଖାଇ ସବୁକିଛି ଠିକଠାକ୍ ଥିବା ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି । ତେବେ ଏତିକି…

ଆଜି ବି ସୁଧୁରୁନି ଗମନାଗମନ ବ୍ୟବସ୍ଥା: ଗଜପତି ମୋହନାରେ ପାଣି ପାରି ହେବା ପାଇଁ ପ୍ଲାଷ୍ଟିକ ଦଉଡି ଭରସା 

କନକ ବ୍ୟୁରୋ: ପୋଲ ନଥିବାରୁ ଦଉଡ଼ି ସାହା ଭରଷା। ଉଛୁଳା ନଦୀ ଉପରେ ଗାଁକୁ ଗମନାଗମନର ମାଧ୍ୟମ ପାଲଟିଛି ପ୍ଲାଷ୍ଟିକ ରସି। ନାଳ ଦୁଇପାର୍ଶ୍ବରେ ଥିବା ଗଛକୁ ପ୍ଲାଷ୍ଟିକ ଦଉଡି ବନ୍ଧାଯାଇଥିବା ବେଳେ ଗମନାଗମନ ପାଇଁ ଅଞ୍ଚଳବାସୀଙ୍କ ବାଜିରେ ଲଗାଉଛନ୍ତି ଜୀବନ। ଏପରିକି ପିଲାଠାରୁ ବୟସ୍କ…

ବାଜ୍ୟାପ୍ତି ହେଲା ନିଶାବେପାରୀଙ୍କ ସମ୍ପତ୍ତି: ଗଞ୍ଜାମ ବୁଗୁଡାର ୨ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

କନକ ବ୍ୟୁରୋ: ନିଶା ବେପାରୀଙ୍କ ସମ୍ପତି ବାଜ୍ୟାପ୍ତି କଲା କ୍ରାଇମ୍ ବ୍ରାଂଚ । ୨ କୁଖ୍ୟାତ ନିଶା ମାଫିଆଙ୍କ ପ୍ରାୟ ୩ କୋଟିର ସଂପତି ବାଜ୍ୟାପ୍ତି ହୋଇଛି । ଏନ୍ଡିପିସି ଆଇନ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ବାଜ୍ୟାପ୍ତି କରାଯାଇଛି । ଗଂଜାମ ଜିଲ୍ଲା ବୁଗୁଡ଼ା ଅଂଚଳର ଦୁଇ…

ଅବହେଳିତ କୋଟି କୋଟି ଟଙ୍କାର ରାଜସ୍ୱ ଯୋଗାଉଥିବା ଖଣି ଅଞ୍ଚଳ: ସୁନ୍ଦରଗଡ କୋଇଡାରେ ଗମନାଗମନ ପାଇଁ ନାହିଁ ଭଲ ରାସ୍ତା 

କନକ ବ୍ୟୁରୋ: ରାଜ୍ୟକୁ ରାଜସ୍ୱ ଯୋଗାଉଥିବା ଅଂଚଳର ବିକଳ ଚିତ୍ର । ଖଣି ଅଂଚଳରେ ଗମନାଗମନର ବିକଳ ଚିତ୍ର ଦେଖିଲେ ଆପଣଙ୍କ ହୋଶ ଉଡିଯିବ । ଅଧାପନ୍ତରିଆ ରାସ୍ତା ପାଇଁ କମୁଛି ବିଦ୍ୟାଳୟରେ ଉପସ୍ଥାପନା । ଯେଉଁଠି  ବିପୁଳ ରାଜସ୍ୱ ପାଇଁ ଖଣି ପରିବହନକୁ ପ୍ରାଧାନ୍ୟ ଦିଆଯାଉଛି , ସେହି ଅଂଚଳରେ…