Daily Archives

July 27, 2022

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଜ୍ଞାନରେ ୯୪% ଓ ବାଣିଜ୍ୟରେ ୮୯% ପାସ୍। 

କନକ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ରେଜଲ୍ଟ ପ୍ରକାଶ ପାଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ରେଜଲ୍ଟ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।…

ବିବାଦ ପରେ ବିଜ୍ଞାପନରୁ ବିଦା ହେଲେ ପ୍ରକୃତି। କମ୍ପାନୀର ହୋର୍ଡିଂ ଓ ପୋଷ୍ଟରରେ ନୂଆ ମଡେଲଙ୍କୁ ସ୍ଥାନ ଦେଲା…

କନକ ବ୍ୟୁରୋ: ବିବାଦ ପରେ ବିଜ୍ଞାପନରୁ ବାଦ ପଡିଲେ ପ୍ରକୃତି ମିଶ୍ର । ହୋର୍ଡିଂ ହଟାଇଲା ଅଳଙ୍କାର କମ୍ପାନୀ । ରାସ୍ତା ଉପରେ ଷ୍ଟାରଙ୍କ ଘର କଳି ପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି । ବିବାଦ ପରେ ବିଜ୍ଞାପନରୁ ବିଦା ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।…

ଭୁବନେଶ୍ୱରରେ ପହଞ୍ଚି ବାପା, ମାଆଙ୍କ ପାଖକୁ ଗଲେ ବାବୁସାନ। ପୁଅକୁ ଦେଖି ମାଆଙ୍କ ଆଖିରେ ଲୁହ, ଘର ଭିତରେ ସୃଷ୍ଟିହେଲା…

କନକ ବ୍ୟୁରୋ: ତିନି ଦିନର ସସପେନ୍ସ ପରେ ଓଡିଶା ଫେରିଆସିଛନ୍ତି ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି । ବାବୁସାନ ପ୍ରାୟ ୮ଟା ୨୫ ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଆଉ ବିମାନବନ୍ଦରରୁ ବାହାରିବା ମାତ୍ରେ ତାଙ୍କୁ ସାମ୍ବାଦିକମାନେ ଘେରିଯାଇଥିଲେ ଓ ପ୍ରଶ୍ନ ପଚାରିଥିଲେ । ବାବୁସାନ…

ଭୁବନେଶ୍ୱରରେ ପହଞ୍ଚିଲେ ବାବୁସାନ୍। ତୃପ୍ତି ଓ ପ୍ରକୃତିଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାରେ ପଚରାଉଚରା କରିବ…

କନକ ବ୍ୟୁରୋ: ଯେଉଁ ଭାଇରାଲ ଭିଡିଓକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା, ତାହା ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଗତ ୪ ଦିନର ଛକାପଂଝାର ଅବସାନ ଘଟାଇ ଘରକୁ ଫେରିଆସିଛନ୍ତି ବାବୁସାନ ମହାନ୍ତି । ଥାନାରେ ମାମଲା ଥିବାରୁ ବାବୁସାନଙ୍କୁ ପଚରା ଉଚରା କରିବ ପୁଲିସ ।  ଦୁଇଟି…

ବାବୁସାନଙ୍କ ଆଗୁଆ ଜାମିନ ଆବେଦନ। ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟ ଗଲେ ଅଭିନେତା।

କନକ ବ୍ୟୁରୋ: ଆଗୁଆ ଜାମିନ ଆବେଦନ କଲେ ବାବୁସାନ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ବାବୁସାନ ମହାନ୍ତି । ସ୍ତ୍ରୀ ତୃପ୍ତିଙ୍କ ଅଭିଯୋଗ ନେଇ ସେ ଜାମିନ ଆବେଦନ କରିଛନ୍ତି । ଗିରଫଦାରୀ ରୋକିବା ପାଇଁ ହାଇକୋର୍ଟ ଯାଇଥିବା ସୂଚନା ମିଳିଛି । ତାଙ୍କ ନାଁରେ ଦଫା୪୯୮-ଏ ଓ ୫୦୬ ଲାଗିଛି । …

ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଇବାରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ୪୧ ଜଣ ସହାୟକ ପବ୍ଲିକ…

କନକ ବ୍ୟୁରୋ : ଗରିବ ଲୋକମାନେ କିଭଳି ସ୍ୱଳ୍ପ ବା ବିନା ମୂଲ୍ୟରେ ନ୍ୟାୟ ପାଇବେ ସେନେଇ ରାଜ୍ୟ ସରକାର ଏକ ବଡପକ୍ଷେପ ନେଇଛନ୍ତି । ଏନେଇ ରାଜ୍ୟ ସରକାର ନ୍ୟାୟ ବିତରଣ ବା ଗରିବ ଲୋକମାନେ କିଭଳି ଆଇନର ପରାମର୍ଶ ପାଇବେ ସେ ନେଇ ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଦେଇଛନ୍ତି ।…