Daily Archives

July 24, 2022

ଅର୍ପିତାଙ୍କ ଓଡିଶା ଲିଙ୍କ ପରେ ଓଲିଉଡରେ ହଇଚଇ। ନିର୍ଦ୍ଦେଶକ କହିଲେ, ବହୁତ କମ ଟଙ୍କା ନେଉଥିଲେ ଅଭିନେତ୍ରୀ। 

କନକ ବ୍ୟୁରୋ:  ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଜବତ ହେବା ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଛି ।  ଟିଏମସିର ପାୱାର କରିଡରରରେ  ସେ ବେଶ ପ୍ରଭାବଶାଳୀ ଥିଲେ । ଅର୍ପିତାଙ୍କ ଓଡିଶା ଲିଙ୍କ୍ ନେଇ ମଧ୍ୟ ଚର୍ଚ୍ଚା ହେଉଛି…

କାଲି ସଂସଦର ସେଣ୍ଟ୍ରାଲ ହଲରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପଢନ୍ତୁ, ଶପଥ ଗ୍ରହଣ ସମାରୋହର ପୂରା ବିବରଣୀ …

କନକ ବ୍ୟୁରୋ: ଆସନ୍ତାକାଲି ଦେଶରେ ଲେଖାଯିବ ନୂଆ ଇତିହାସ । ଦେଶ ପାଇବ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । କାଲି ସକାଳ ୧୦ଟା ୧୪ରେ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ଶପଥପାଠ କରାଇବେ । ଏଥାପାଇଁ…

ଭାଉଜଙ୍କ ସପକ୍ଷରେ ବାହାରିଲେ ବାବୁସାନଙ୍କ ଭଉଣୀ। ପ୍ରକୃତିଙ୍କ ଉପରେ ଲଦିଲେ ଦୋଷ।

କନକ ବ୍ୟୁରୋ: ବାବୁସାନ, ପ୍ରକୃତି ଓ ପତ୍ନୀ ତୃପ୍ତିଙ୍କ କଳି ଥାନାରେ ପହଁଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ । ରାସ୍ତା ଉପରେ ପ୍ରକୃତିଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ପ୍ରକୃତିଙ୍କ ବାପା-ମାଆ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଥିଲେ । ବାବୁସାନଙ୍କ ପତ୍ନୀ…

ମୁହଁ ଖୋଲିଲେ ପ୍ରକୃତି। କହିଲେ, ଲିଭ୍-ଇନ୍ ରହୁଥିବା ଅଭିଯୋଗ ମିଛ।

କନକ ବ୍ୟୁରୋ: ଦୁଇ ଦିନ ହେଲା ଭାଇରାଲ ଭିଡିଓ ଏବଂ ବାବୁସାନ, ପ୍ରକୃତି ଓ ତାଙ୍କ ପତ୍ନୀଙ୍କ ବିବାଦ ଚର୍ଚ୍ଚାରେ ଥିବା ବେଳେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଯାହାସବୁ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା, ସବୁ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ।…

ବାବୁ-ପ୍ରକୃତି ବିବାଦ: କ୍ୟାମେରା ଆଗରେ କାନ୍ଦିଲେ ଅପରାଜିତା। କହିଲେ ‘ଫେରିଆ ମୋ ସୁନାପୁଅ’

କନକ ବ୍ୟୁରୋ: ରାସ୍ତା ଉପରେ ବାବୁସାନ ଓ ପ୍ରକୃତିଙ୍କ ସହ ତୃପ୍ତି ଝଗଡା କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ କ୍ୟାମେରା ଆଗକୁ ଆସିଛନ୍ତି ଅପରାଜିତା ମହାନ୍ତି । ଗତକାଲି ବୋହୂ ତୃପ୍ତି ଥାନାରେ ଅଭିଯୋଗ କଲାବେଳେ ସାଙ୍ଗରେ ଥିଲେ ଅପରାଜିତା । ଆଜି ପୁଣି ସେ କନକ ନ୍ୟୁଜ କ୍ୟାମେରାରେ…

ବାବୁ-ପ୍ରକୃତି ବିବାଦ: ତୁମ ସ୍ୱାମୀଙ୍କ ବେକରେ ଶିକୁଳି ପକେଇ ଘରେ ରଖ କହିଲେ ପ୍ରକୃତି।

କନକ ବ୍ୟୁରୋ: ନିଜ ଉପରେ ଆସିଥିବା ଅଭିଯୋଗକୁ ନେଇ ପ୍ରକୃତି କହିଛନ୍ତି, ବାବୁସାନ ମୋ ପିଲା ବେଳର ସାଙ୍ଗ । ସାଙ୍ଗ ଭାବେ ଅନେକ ସମୟରେ ତାକୁ ସହଯୋଗ କରିଛି । ତୃପ୍ତିଙ୍କ ଉଦ୍ଦେଶ୍ୟ ସେ କହିଛନ୍ତି, ତୁମ ସ୍ୱାମୀଙ୍କ ବେକରେ ଶିକୁଳି ପକେଇ ଘରେ ରଖ । ଯେଉଁଭଳି ଆକ୍ରମଣ ମୋ ଉପରେ ତାଙ୍କ ବାପା ଆଉ…