Daily Archives

July 24, 2022

ବିଟେକ ଇଞ୍ଜିନିୟରରୁ ସଫଳ ମାଛଚାଷୀ। ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ରୋଲ ମଡ଼େଲ..

କନକ ବ୍ୟୁରୋ: ଝାରସୁଗୁଡା ଜିଲ୍ଲା ବାଲିଝୁରି ଗାଁର ବିଟେକ ଇଞ୍ଜିନିୟର ଝସକେତନ ବଡ଼ମିରି । ବେଦାନ୍ତ କାରଖାନାରେ ଠିକାସଂସ୍ଥାରେ ଚାକିରୀ କରୁଥିବା ଝସକେତନ ଲକଡାଉନ ସମୟରେ କାମ ହରେଇ ନୂଆ କିଛି କାମ କରିବା ପାଇଁ ଯୋଜନା କରୁଥିଲେ । ତେବେ ୟୁଟ୍ୟୁବରୁ ପ୍ଲାଷ୍ଟିକ ଟାଙ୍କିରେ ମାଛଚାଷ ପ୍ରଣାଳୀ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ। ଆସନ୍ତାକାଲି ଶପଥଗ୍ରହଣ ସମାରୋହରେ ହେବେ ସାମିଲ।

କନକ ବ୍ୟୁରୋ: ଦିଲ୍ଲୀରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ମାଟିର ଝିଅ ଦେଶର ପରବର୍ତୀ ରାଷ୍ଟ୍ରପତି ହୋଇଥିବାରୁ ସେ ଅନେକ ଗର୍ବ ଅନୁଭବ କରୁଛନ୍ତି…

ବାବୁସାନଙ୍କ ପ୍ରତିକ୍ରିୟା, କହିଲେ ମୋତେ କେହି ବ୍ଲାକମେଲ କରିନାହାନ୍ତି । 

କନକ ବ୍ୟୁରୋ:  ମୋତେ କେହି ବ୍ଲାକମେଲ କରିନାହାନ୍ତି । ପ୍ରକୃତି-ବାବୁଙ୍କ ବିବାଦରେ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବା ପରେ କିଛି ଏଭଳି କହି ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁସାନ । ପରିବାରର ଅଭିଯୋଗକୁ ଖଣ୍ଡନ କରିବା ସହ ସେ କହିଛନ୍ତି, ନା ସେ ମୋତେ ହଇରାଣ କରୁଛି, ନା ମୋତେ…

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ। ପଢନ୍ତୁ କଣ କହିଲେ …

କନକ ବ୍ୟୁରୋ:  ରାଷ୍ଟ୍ରପତି ପଦରୁ ଅବସର ନେବା ପୂର୍ବର୍ରୁ ଦେଶବାସୀଙ୍କୁ ବିଦାୟ ଭାଷଣ ଦେଇଛନ୍ତି ରାମନାଥ କୋବିନ୍ଦ । ସେ କହିଛନ୍ତି, ଭାରତର ଲୋକତନ୍ତ୍ର ସମସ୍ତଙ୍କୁ ସୁଯୋଗ ଦିଏ । ଆଗକୁ ବଢିବାର ମାଧ୍ୟମ ହେଉଛି କେବଳ ଶିକ୍ଷା । ପୂର୍ବଜଙ୍କ ପାଦଚିହ୍ନକୁ ନେଇ ଆଗକୁ ବଢିବାକୁ ହେବ । ସବୁ…

କଲେରା କବଳରେ କୁନି କୁନି ପିଲା। ସ୍ୱାସ୍ଥ୍ୟ ବିଭାଗର ଫୋକସରେ ଟିକିରି ଅଞ୍ଚଳ। 

କନକ ବ୍ୟୁରୋ:  କାଶୀପୁର ଅଞ୍ଚଳରେ ଏବେ କୁନି କୁନି ପିଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଉଥିବା ତତ୍ପର ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପ୍ରଶାସନ । ଦୁଇ ଦିନ ଭିତରେ ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ଛୋଟ ପିଲା ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ସମସ୍ତଙ୍କ…

ଡାକ୍ତରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ଗରିବ ରୋଗୀଙ୍କୁ ବି ମାଗିଲେ ଲାଞ୍ଚ,ନଦେବାରୁ ବ୍ରହ୍ମପୁର ରେଫର।

କନକ ବ୍ୟୁରୋ: ଡାକ୍ତର ବି ଭୁଲିଯାଉଛନ୍ତି ହିତାହିତ ଜ୍ଞାନ । ଲାଞ୍ଚ ନଦେବାରୁ କଲେନି ଅସ୍ତ୍ରୋପଚାରା ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ଡାକ୍ତର ପଙ୍କଜ କୁମାରଙ୍କ ବିରୋଧରେ । ମୁଣ୍ଡରେ ଅସ୍ତ୍ରୋପଚାର ପାଇଁ ପ୍ରଥମେ ଲଣ୍ଡା କରାଗଲା ।…