Daily Archives

July 20, 2022

ଶ୍ୱେତପତ୍ର ଜାରି କରି ଅପରାଧର ତଥ୍ୟ ଦେଲା ଗୃହ ବିଭାଗ । ଦିନକୁ ହେଉଛି ୯ରୁ ଅଧିକ ଦୁଷ୍କର୍ମ, ବଢ଼ି ଚାଲିଛି ଧର୍ତ୍ତବ୍ୟ…

କନକ ବ୍ୟୁରୋ: ୨୦୨୧ରେ ରାଜ୍ୟରେ ଅପରାଧ ସ୍ଥିତି ନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଶ୍ୱେତପତ୍ର । ରାଜ୍ୟରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧ ଘଟିଥିବା ଏହି ଶ୍ୱେତପତ୍ରରେ ଉଲ୍ଲେଖ ହୋଇଛି । ସେଥିମଧ୍ୟରୁ ୧୩୯୪ଟି ହତ୍ୟାକାଣ୍ଡ ଘଟିଛି । ୨୦୨୧ରେ ୩୩୨୭ ଦୁଷ୍କର୍ମ ଘଟିଥିବା ବେଳେ…

ଦେଢ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ, ୪୫ ମିନିଟର ଅପରେସନ। ୫ ଶ୍ରମିକ ସୁରକ୍ଷିତ ଉଦ୍ଧାର।

କନକ ବ୍ୟୁରୋ: ଦେଢ ଘଣ୍ଟା ହେଲା ଫସିରହିଥିଲେ ଶ୍ରମିକ, ୪୫ ମିନିଟର ଉଦ୍ୟମ । ଓଡ୍ରାଫ ଏବଂ ଅଗ୍ନିଶମବାହିନୀର ମିଳିତ ଉଦ୍ୟମରେ ଉଦ୍ଧାର ହୋଇଛନ୍ତି ସମସ୍ତ ଭଗ୍ନାବଶେଷ ତଳେ ଫସିଥିବା ଶ୍ରମିକ । ପୁରୀ ମଶାଣିଚଣ୍ଡୀ ଛକରେ ଘରର ଛାତ ଭୁଷୁଡିବା ଘଟଣାରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପରେ…

ଏସସିବି ମେଡିକାଲରେ ବେଧଡକ ଚାଲିଛି ରକ୍ତର ଦଲାଲି । ଗୋଟିଏ ବୋତଲ ରକ୍ତ ପାଇଁ ଦଲାଲ ନେଉଛନ୍ତି ୨ ହଜାର ।

କନକ ବ୍ୟୁରୋ: କଟକ ବଡ ମେଡିକାଲରେ ଚାଲିଛି ରକ୍ତର ଦଲାଲି । ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଅସହାୟତାର ସୁଯୋଗ ନେଇ ରକ୍ତ ଦେବାକୁ କହି ଟଙ୍କା ନେଉଛନ୍ତି ଦଲାଲ । ହେଲେ ନିରୁପାୟ ରୋଗୀ ଓ ସମ୍ପର୍କୀୟ । ଉପାୟ ନପାଇ ଦଲାଲଙ୍କ ଦାବି ଅନୁସାରେ ଦେଉଛନ୍ତି ଟଙ୍କା । ଏମିତି ଏକ ଘଟଣା ଆସିବା ପରେ…

ପୁରୀରେ ଭୁଷୁଡିଲା ଛାତ, ସମସ୍ତେ ସୁରକ୍ଷିତ ଉଦ୍ଧାର। ଓଡ୍ରାଫ ଏବଂ ଅଗ୍ନିଶମବାହିନୀକୁ ସଫଳତା।

କନକ ବ୍ୟୁରୋ: ପୁରୀ ମଶାଣିଚଣ୍ଡୀ ଛକ ଛାତ ଭୁଷୁଡିବା ଘଟଣାରେ ୫ ଜଣ ଉଦ୍ଧାର ହୋଇଛନ୍ତି । ଓଡ୍ରାଫ ଏବଂ ଅଗ୍ନିଶମବାହିନୀର ଟିମ୍ ଉଦ୍ଧାର କରିବା ସହ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ୫ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଦୀର୍ଘ ସମୟର ଅପରେସନ ଚାଲିଥିଲା । ଦେଢଘଣ୍ଟା ଧରି…

ଫରେନସିକ୍ ଲ୍ୟାବରୁ କେମିତି ଗାଏବ ହୋଇଗଲା ମୃତ୍ୟୁ ମାମଲାର ଫାଇଲ? ପ୍ରଶ୍ନ ଉଠାଇଲେ ପରିବାର, ସିବିଆଇ ତଦନ୍ତ ଦାବି କଲେ…

କନକ ବ୍ୟୁରୋ: ନୀଳଗିରିର ବହୁ ଚର୍ଚ୍ଚିତ ଶାନ୍ତିଲତା ହତ୍ୟାକାଣ୍ଡ ମାମଲାର ତଦନ୍ତ ରିପୋର୍ଟ ପୋଲିସ ହେପାଜତରୁ ହଜିଯିବା ପରେ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ଏହାକୁ ଏକ ଷଡଯନ୍ତ୍ର କହିବା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ଶାନ୍ତିଲତାଙ୍କ ସ୍ୱାମୀ ଓ ଝିଅ । ଶାନ୍ତିଲତାଙ୍କର…

ରାୟଗଡା କାଶୀପୁର ପରେ କୋରାପୁଟ ଦଶମନ୍ତପୁରକୁ ବ୍ୟାପିଲା କଲେରା । ଦୂଷିତ ପାଣି ବ୍ୟବହାର ଯୋଗୁଁ ଜିଲ୍ଲା ଡେଇଁଲା…

କନକ ବ୍ୟୁରୋ: ରାୟଗଡା କାଶିପୁର ପରେ ହଇଜା ଏବେ ପାଖ ଜିଲ୍ଲା କୋରାପୁଟକୁ ଡେଇଁଛି । କାଶୀପୁରରେ ଗୋଟିଏ ପରେ ଗୋଟିଏ ଗାଁକୁ ମାଡି ଚାଲିଥିବାବେଳେ କୋରାପୁଟର ଦଶମନ୍ତପୁରରୁ ଚିହ୍ନଟ ହୋଇଛନ୍ତି ହଇଜା ଆକ୍ରାନ୍ତ । ଦଶମନ୍ତପୁରରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ରୋକିବା ପ୍ରଶାସନ…