Daily Archives

July 12, 2022

ଲଗାଣ ବର୍ଷା ଆଣିଲା ଦୁର୍ଦ୍ଦଶା: ଗଜପତିରେ ଧସିଲା ପାହାଡ଼, ସେପଟେ କାଲିମେଲାରେ ଜଳମଗ୍ନ ମୁଖ୍ୟ ରାସ୍ତା

କନକ ବ୍ୟୁରୋ: ଗଜପତି ଜିଲ୍ଲା ପରିମଳ ପଂଚାୟତ ନୁଆପଳି ଗାଁରେ ପ୍ରବଳ ବର୍ଷାରେ ଧସିଲା ପାହାଡ଼ । ଘଟଣାରେ କୌଣସି ଜୀବନ ନଷ୍ଟ ହୋଇନଥିବା ବେଳେ କିଛି ଘର ଭାସିଯାଇଛି । ଗାଁରେ ଯାନବାହାନ ମଧ୍ୟ ନଷ୍ଟ ହୋଇଯାଇଛି । ନୂଆଗଡ଼ ବିଡିଓ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ…

ନୀଳକନ୍ଦରକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତି: ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବେ କାଳିଆ ସାଆନ୍ତ

କନକ ବ୍ୟୁରୋ: ସରିଲା ଘୋଷଯାତ୍ରା । ୧୨ଦିନର ଲୀଳାଖେଳା ଶେଷ ପରେ ଅନ୍ତିମ ଦିନରେ ଦାରୁବ୍ରହ୍ମୁ ନୀଳାଦ୍ରୀ ବିଜେ କରିବେ । ନବଦିନ ବ୍ୟାପି ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିବେ ଶ୍ରୀଜୀଉ । ପ୍ରଥମେ ମଦନମୋହନ , ରାମକୃଷ୍ଣଙ୍କୁ ଗୋଟି ପହଣ୍ଡିରେ ନିଆଯାଇଛି । କିଛି ସମୟ…

ଏବେ ବି ରହସ୍ୟ ଘେରରେ ରୁଚିକା ଆତ୍ମହତ୍ୟା: ପୁଲିସ କହିଲା, ତଦନ୍ତରୁ ଏ ଯାଏଁ ମିଳିନି ରାଗିଙ୍ଗର ସୁରାକ

କନକ ବ୍ୟୁରୋ: ସମୟ ଗଢୁଛି ରହସ୍ୟ ବଢୁଛି । ସନ୍ଦେହ ବଢାଉଛି ସୁସାଇଡ ନୋଟ । ରହସ୍ୟ ଘେରରେ ରୁଚିକା ଆତ୍ମହତ୍ୟା । ତେବେ କାହିଁକି ଜଣେ ଛାତ୍ରୀ ଆତ୍ମହତ୍ୟା କଲେ ତାହା ଜାଣିବାକୁ ଶତାଧିକ ଛାତ୍ରୀ,ଅନ୍ତେବାସୀ, ପରିବାର ଲୋକ ଓ ସାଙ୍ଗକୁ ପଚରାଉଚରା କରାଯାଇଛି । ରୁଚିକା ଆତ୍ମହତ୍ୟା ନେଇ ତଦନ୍ତ…

ପ୍ରତିଦିନ ବଦଳୁଛି ଚିଠି: ସର୍କୁଲାର ଫେରାଇନେବା ପାଇଁ ଡିଇଓଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ସ୍କୁଲକୁ ସାମ୍ବାଦିକଙ୍କୁ ପ୍ରବେଶ କଟକଣାକୁ ନେଇ ଚାରିଆଡୁ ଚାପ ପଡିବା ପରେ ଏହାକୁ ହଟାଇବାକୁ ଗୋଟିଏ ପରେ ଗୋଟିଏ ଜିଲ୍ଲାପ୍ରଶାସନ ନିଷ୍ପତି ନେଉଛନ୍ତି । ଗତକାଲି ଢ଼େଙ୍କାନାଳ ଜିଲ୍ଲାପ୍ରଶାସନ ଏହି କଟକଣା ପ୍ରତ୍ୟାହାର ନିଷ୍ପତି ନେବା ପରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ଏହି…

ବୁମରାହଙ୍କ ଘାତକ ବୋଲିଂ: ୧୧୦ ରନରେ ଇଂଲଣ୍ଡ ଅଲଆଉଟ, ଭାରତକୁ ୧୧୧ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି । ବୁମରାହଙ୍କ ବୋଲିଂରେ ଧରାଶୀୟୀ ହୋଇଛି ଇଂଲଣ୍ଡ ଦଳ । ୨୫ ଓଭର ଖେଳି ମାତ୍ର ୧୧୦ ରନରେ ଦଳ ଅଲଆଉଟ ହୋଇଯାଇଛି । ବୁମରାହ ଏହି ମ୍ୟାଚରେ ୬ ୱିକେଟ…

କ୍ୟାମେରା ଦେଖିଲା ମର୍ଡର: ସାମ୍ନାକୁ ଆସିଲା ତିଗିରିଆରେ ଦୁଇ ଭାଇଙ୍କୁ ନୃଂଶସ ହତ୍ୟାର ସିସିଟିଭି ଫୁଟେଜ

କନକ ବ୍ୟୁରୋ: ଆଠଗଡ ତିଗିରିଆରେ ଦୁଇ ଭାଇଙ୍କୁ କିଭଳି ନୃଶଂସ ଭାବେ ହତ୍ୟା କରାଯାଇଥିଲା ସାମନାକୁ ଆସିଛି ତାର ସିସିଟିଭି ଫୁଟେଜ୍ । ଆଉ ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି ଦୁବୃର୍ତମାନେ ଦୁଇ ଭାଇଙ୍କୁ ମାରଣାସ୍ତ୍ରରେ ହାଣି ପକାଇବା ପରେ କେମିତି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଟ୍ରକ…